ଭୁବନେଶ୍ବର: ଉନ୍ନୟନ ନିଗମର ତଥ୍ୟାନୁସାରେ ଓଡ଼ିଶାରେ ବିଗତ ୧୦ ବର୍ଷ ଅବଧି ଅର୍ଥାତ୍ ୨୦୧୦-୧୧ ଠାରୁ ୨୦୨୦-୨୧ ମଧ୍ୟରେ ରାଜ୍ୟର ବିଭିନ୍ନ ମହାନଗର, ସହରାଞ୍ଚଳ ଓ ଅନ୍ୟାନ୍ୟ ଅଞ୍ଚଳରେ ଶିଳ୍ପ, କଳକାରଖାନା, ଖଣିଖାଦାନ, ରାସ୍ତାଘାଟ ,ସେତୁ, ହୋଟେଲ, ପର୍ୟ୍ୟଟନ, ବନ୍ଦର, ସରକାରୀ କୋଠାବାଡ଼ି ଆଦିର ନିର୍ମାଣ ପ୍ରକଳ୍ପ ପାଇଁ ୧୬ଲକ୍ଷ ୪୫ ହଜାର ୪୧୦ ସଂଖ୍ୟକ ଗଛ କଟାଯାଇଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି। କେଉଁଝର ବିଧାୟକ ମୋହନ ଚରଣ ମାଝି ଆଜି ବିଧାସଭାରେ ପ୍ରଶ୍ନ କରିଥିଲେ ଯେ ଓଡ଼ିଶାରେ ଗତ ୧୦ ବର୍ଷ ଭିତରେ କେଉଁ ବାବଦରେ କେତେ ଗଛ କଟାଯାଇଛି।
Related Posts
ପୁରୀ ପରିକ୍ରମା ପ୍ରକଳ୍ପ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଶ୍ରୀମନ୍ଦିର ସେବାୟତ
ଭୁବନେଶ୍ବର : ପୁରୀ ପରିକ୍ରମା ପ୍ରକଳ୍ପ ନେଇ ଆଜି ସୁପ୍ରିମକୋର୍ଟ ଶୁଣାଇଛନ୍ତି ‘ସୁପ୍ରିମ’ ଫୈସଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ହୋଇଥିବା ଦୁଇଟି ଆବେଦନକୁ ରଦ୍ଦ…
ଏପ୍ରିଲ ୨୯ରୁ ମେ’ ୬ ତାରିଖ ଯାଏ ମାଟ୍ରିକ ପରୀକ୍ଷା
ଭୁବନେଶ୍ବର: ଏପ୍ରିଲ ଶେଷ ସପ୍ତାହରେ ମାଟ୍ରିକ୍ ପରୀକ୍ଷା ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ଦିନ ୧୨ଟାରେ ମାଟ୍ରିକ ପରୀକ୍ଷା…
ସରିଲା ଯାଞ୍ଚ ୨ଲକ୍ଷ ୨୦ ହଜାର ୪୧୪ ପ୍ରାର୍ଥୀ ଙ୍କ ପାର୍ଥୀପତ୍ର କାଏମ । ୮୬୪୮ ନାମାଙ୍କନ ନାକଚ୍।
ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ଯୋଗ୍ୟ ପ୍ରାର୍ଥୀମାନଙ୍କର ତାଲିକା ପ୍ରକାଶ ପାଇଛି। ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ୮୬୪୮ ଜଣ ପ୍ରାର୍ଥୀଙ୍କ…