ଅନୁଗୋଳ: ବୁଧବାର ଅନୁଗୋଳ ଜିଲ୍ଲାରେ ୧୦୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି । ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବରପାଳ ବ୍ଲକ୍ ଅଂଚଳରୁ ୨୧ ଜଣ(୧୩ ଜଣ ପୁରୁଷ ଓ ୮ ଜଣ ମହିଳା), ଅନୁଗୋଳ ପୈ। ରାଞ୍ଚଳରୁ ୨୧ ଜଣ(୧୭ ଜଣ ପୁରୁଷ ଓ ୪ ଜଣ ମହିଳା), ତାଳଚେର ପୈ। ରାଞ୍ଚଳରୁ ୧୯ ଜଣ (୧୩ ଜଣ ପୁରୁଷ ଓ ୬ ଜଣ ମହିଳା), ତାଳଚେର ବ୍ଲକ୍ ଅଂଚଳରୁ ୧୭ ଜଣ(୧୧ ଜଣ ପୁରୁଷ ଓ ୬ ଜଣ ମହିଳା), ଛେଣ୍ଡିପଦା ବ୍ଲକ୍ ଅଂଚଳରୁ ୧୪ ଜଣ (୮ ଜଣ ପୁରୁଷ ଓ୬ ଜଣ ମହିଳା) କଣିହାଁ ବ୍ଲକ ଅଞ୍ଚଳରୁ ୯ ଜଣ (୬ ଜଣ ପୁରୁଷ ଓ ୩ ଜଣ ମହିଳା) ଓ ଅନୁଗୋଳ ବ୍ଲକ ଅଞ୍ଚଳରୁ ୬ ଜଣ (୪ ଜଣ ପୁରୁଷ ଓ ୨ ଜଣ ମହିଳା) ଅଛନ୍ତି । ଲକ୍ଷଣଯୁକ୍ତ ଆକ୍ରାନ୍ତଂକୁ ନିଜ ଘରେ lsolation ରେ ରଖା ଯାଇ ନିରୀକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ବର୍ତମାନ ସୁଦ୍ଧା ଜିଲ୍ଲାରେ ୩୯୮ ଜଣ ମୃତ୍ୟୁବରଣ କଲେଣି । ଆଜି ସୁଦ୍ଧା ୧୫ ଲକ୍ଷ ୧୯ହଜାର ୦୪୨ ଜଣଙ୍କୁ ଟିକା ଦିଆଗଲାଣି । ଏନେଇ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।
Related Posts
ଅନୁଗୋଳ ଜିଲ୍ଲାରୁ ୧୩୯ଜଣ କରୋନା ପଜିଟିଭ ଚିହ୍ନଟ ।
ପଜିଟିଭ ସଂଖ୍ୟା ୪୫୫୩୩ରେ ପହଞ୍ଚିଲା – ସୁସ୍ଥ ହେଲେ ୨୨ଜଣ ଅନୁଗୋଳ: ସୋମବାର ଅନୁଗୋଳ ଜିଲ୍ଲାରେ ୧୩୯ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି ଜିଲ୍ଲା…
ବ୍ରହ୍ମଙ୍କ ଘର ବାହୁଡା, ଦେଖନ୍ତୁ ସିଧା ପ୍ରସାରଣ ।
ପୁରୀରୁ ପବିତ୍ର ବାହୁଡା ଯାତ୍ରାର ସିଧା ପ୍ରସାରଣ | ୨୦ ଜୁଲାଇ, ୨୦୨୧ ସୌଜନ୍ୟ – IPR Odisha
ନକଲି ଔଷଧ ବିକ୍ରି, ଡ୍ରଗ୍ସ ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡର ଛଡାଉ, ଦୋକାନ ସିଲ ।
ଅନୁଗୋଳ :ଅନୁଗୋଳ ରେ ନକଲି ଔଷଧ ବିକ୍ରି କରୁଥିବା ଅଭିଯୋଗରେ ଅନୁଗୋଳ ପୁରୁଣା ବସଷ୍ଟାଣ୍ଡ ଠାରେ ଥିବା ମା ବୁଢ଼ୀ ମେଡ଼ିସିନ ଷ୍ଟୋରକୁ ସିଲ କରା ଯାଇଛି।…