ଭୁବନେଶ୍ବର : ଲଘୁଚାପ ଜନିତ ପ୍ରବଳ ବର୍ଷା ପରେ ହୀରାକୁଦ ଜଳଭଣ୍ଡାରେ ଜଳପତ୍ତନ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି କିଛି ସମୟ ପୂର୍ବେ ଜଳଭଣ୍ଡାରର ଦୁଇଟି ଗେଟ୍ ଖୋଲାଯାଇଛି । ମିଳିଥିବା ସୂଚନା ଅନୁସାରେ ସତର୍କ ଘଣ୍ଟି ବାଜିବା ପରେ ହୀରାକୁଦର ୩ ନମ୍ବର ଓ ୭ ନମ୍ବର ଗେଟ୍ ଖୋଲିଛି । ଆଜି ପର୍ଯ୍ୟାୟକ୍ରମେ ମୋଟ ୬ଟି ଗେଟ ଖୋଲାଯିବ ।
Related Posts
ଅନୁଗୋଳରେ ଖୋଲିଲା ଫ୍ରେସ୍ ପ୍ରଡ୍ୟୁସର କମ୍ପାନୀର ସେଲ୍ସ୍ ଆଉଟ୍ ଲେଟ୍ ଓ ମଲ୍ ।
ଅନୁଗୋଳ : ଅନୁଗୋଳରେ ତଟକା ଖାଦ୍ୟ ସାମଗ୍ରୀ ଓ କୃଷି ଉପକରଣ ଲୋକମାନଂକୁ ସୁଲଭ ମୁଲ୍ୟରେ ଯୋଗାଇ ଦେବା ନିମନ୍ତେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ…
୮୯ଟି ବହୁମୁଖୀ କ୍ରୀଡ଼ା ଇନଡୋର ଷ୍ଟାଡିୟମ ନିର୍ମାଣକୁ କ୍ୟାବିନେଟ ମଞ୍ଜୁରୀ, ୧୮ ମାସ ମଧ୍ୟରେ ସରିବ ନିର୍ମାଣ କାର୍ଯ୍ଯ।
ଭୁବନେଶ୍ୱର: ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଅଧକ୍ଷତା ରେ ବସିଥିବା କ୍ୟାବିନେଟ୍ ବୈଠକରେ ୧୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ୮୯ ଗୋଟି ବହୁମୁଖୀ କ୍ରୀଡ଼ା ବିପର୍ଯ୍ଯୟ ଆଶ୍ରୟସ୍ଥଳୀ…
୧୯ରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ
ଭୁବନେଶ୍ବର: କରୋନା ପୁଣି ଚିନ୍ତା ବଢାଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ ହେବାକୁ ଯାଉଛି। ଆସନ୍ତା ୧୯ ତାରିଖରୁ…