ଅନୁଗୋଳ ଜିଲ୍ଲାରୁ ୪୬ ଜଣ ପଜିଟିଭ ଚିହ୍ନଟ ।

ଅନୁଗୋଳ: ଗୁରୁବାର  ଅନୁଗୋଳ ଜିଲ୍ଲାରେ ୪୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି । ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବରପାଳ ବ୍ଲକ୍ ଅଂଚଳରୁ ୧୦ଜଣ(୭ଜଣ ପୁରୁଷ ଓ ୩ଜଣ ମହିଳା), ଅନୁଗୋଳ ପୈ। ରାଞ୍ଚଳରୁ ୧୫ଜଣ(୮ ଜଣ ପୁରୁଷ ଓ ୭ ଜଣ ମହିଳା), ତାଳଚେର ପୈ। ରାଞଳରୁ ୮ ଜଣ(୬ ପୁରୁଷ ଓ ୨ ଜଣ ମହିଳା) ଓତାଳଚେର ବ୍ଲକ୍ ଅଂଚଳରୁ ୧୩ଜଣ(୮ ଜଣ ପୁରୁଷ ଓ ୫ଜଣ ମହିଳା), ଅଛନ୍ତି । ଲକ୍ଷଣଯୁକ୍ତ ଆକ୍ରାନ୍ତଂକୁ ନିଜ ଘରେ  lsolation ରେ ରଖା ଯାଇ ନିରୀକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ବର୍ତମାନ ସୁଦ୍ଧା ଜିଲ୍ଲାରେ ୩୯୯ଜଣ ମୃତ୍ୟୁବରଣ କଲେଣି । ଆଜି ସୁଦ୍ଧା ୧୫ ଲକ୍ଷ ୨୭ହଜାର ୩୪୫ ଜଣଙ୍କୁ ଟିକା ଦିଆଗଲାଣି ।ସେହିପରି ଟିକା ୧୫ ବର୍ଷ ରୁ ୧୮ ବର୍ଷ ୧୬୩୨ ଜଣ ନେଇ ଥିବା ବେଳେ Pricetion  ଡୋଜ ୮୮୮ ଜଣ ନେଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି  ।

Leave a Reply

Your email address will not be published. Required fields are marked *