ନୂଆଦିଲ୍ଲୀ: ୱାର୍ଲ୍ଡ ଚମ୍ପିଆନସିପ ପାଇଁ ୧୫ ଜଣିଆ ଦଳ ଘୋଷଣା କଲା ବିସିସିଆଇ । ଏହି ଟିମରେ ବିରାଟ କୋହଲି କ୍ୟାପଟେନ ଓ ରାହାଣେ ଉପ-ଅଧିନାୟକ ଭାବେ ନିଯୁକ୍ତ ହୋଇଛନ୍ତି । ସେହିପରି ଅନ୍ୟମାନଙ୍କ ଭିତରେ ଟିମରେ ରହିଛନ୍ତି ଅଲରାଉଣ୍ଡର ରୋହିତ ଶର୍ମା, ଏସ ଗିଲ, ଚେତେଶ୍ୱର ପୂଜାରା , ହନୁମାନ ବିହାରୀ, ରିଷଭ ପନ୍ଥ, ଡବ୍ଲ୍ୟୁ ସାହା, ଆର ଅଶ୍ୱିନୀ ଏବଂ ରବୀନ୍ଦ୍ର ଜାଡ଼େଜା ।ଜେ ବୁମରାହ, ଇଶାନ୍ତ ଶର୍ମା, ମହମ୍ମଦ ସାମି, ୟୁ ଯାଦବ ଏବଂ ମହମ୍ମଦ ସିରାଜଙ୍କ ନାମ ମଧ୍ୟ ଏହି ତାଲିକାରେ ସାମିଲ ରହିଛି । ଚଳିତବର୍ଷ ୱାର୍ଲଡ ଚମ୍ପିଆନସିପ୍ କ୍ରିକେଟ ଥିବାବେଳେ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଭାରତୀୟ କ୍ରିକେଟ ବୋର୍ଡ । ମ୍ୟାଚ ପାଇଁ ୧୫ ଜଣିଆ କ୍ରିକେଟ ଟିମ ମଧ୍ୟ ଘୋଷଣା କରିଛି ବିସିସିଆଇ ।
Related Posts
୨ୟ ଦିନିକିଆ : ଦ.ଆଫ୍ରିକାକୁ ୨୮୮ ରନ ଟାର୍ଗେଟ୍ ଦେଲା ଭାରତ
ପାର୍ଲ : ପାର୍ଲର ବୋଲାଣ୍ଡ ପାର୍କଠାରେ ଆଜି ଖେଳାଯାଉଥିବା ୨ୟ ଦିନିକିଆରେ ଭାରତ ଦକ୍ଷିଣ ଆଫ୍ରିକା ଆଗରେ ୨୮୮ ରନର ବିଜୟ ଲକ୍ଷ୍ୟ ରଖିଛି । ଟସ…
ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଧାୱନ ଅଧିନାୟକ,ଭାରତୀୟ ଦଳରେ ୬ ନୂଆ ଖେଳାଳୀ ସାମିଲ୍ ।
ମୁମ୍ବାଇ: ଶ୍ରୀଲଙ୍କା ବିପକ୍ଷରେ ଉଭୟ ଟି-ଟ୍ବେଣ୍ଟି ଓ ଦିନିକିଆ ସିରିଜ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଛି । ଶିଖର ଧାୱନଙ୍କୁ ଦଳର ନେତୃତ୍ୱ ଭାର…
ସଜଡା ହେବ କ୍ରିକେଟ ଭିତ୍ତିଭୂମି । ଅନୁଗୋଳ ସମେତ ୧୫ଟି ଜିଲ୍ଲାରେ କ୍ରିକେଟ ଏକାଡେମୀ ପାଇଁ ଭିତ୍ତି ପ୍ରସ୍ଥର ସ୍ଥାପନ ।
କଟକ/ଅନୁଗୋଳ: କ୍ରିକେଟ ଖେଳାଳି ଙ୍କ ପାଇଁ ଖୁସି ଖବର। ରାଜ୍ୟର ୧୫ ଜିଲ୍ଲାରେ ହେବ କ୍ରିକେଟ ଏକାଡେମି । ଅନୁଗୋଳ, କଟକ, ଖୋର୍ଦ୍ଧା , ଭଦ୍ରକ ,…