ଟାମଡା ଅଧକ୍ଷ ଭାବେ ଦଇତ୍ଵ ନେଲେ ଅବନୀ

ଅନୁଗୋଳ: ମୁଖ୍ୟମନ୍ତ୍ରିଙ୍କ ଦ୍ଵାରା ମନନିତ ତାଳଚେର ଅନୁଗୋଳ ମେରାମଣ୍ଡଳୀ ଉର୍ଣ୍ଣୟନର ଅଧକ୍ଷ ଭାବେ ଦାଇତ୍ଵ ନେଇଛନ୍ତି ଅବନୀ କାନ୍ତ ସାହୁ । ଅଧକ୍ଷ ଭାବେ ମନୋନୀତ ହେବ ପରେ ଆଜି ସେ ବିଦ୍ଦିବଦ୍ଧ ଭାବେ ଦଇତ୍ଵ ନେଇଛନ୍ତି । ଶତାଧିକ ସମର୍ଥକଙ୍କ ସହ ଶୋଭାଯାତ୍ରା କରି ଅନୁଗୋଳ ମୁଖ୍ୟ କାର୍ଯ୍ୟାଳୟ ରେ ଦଇତ୍ଵ ଗ୍ରହଣ କରିଛନ୍ତି ଅବନୀ ।

ଆଜି ଦଇତ୍ଵ ନେବା ସମୟରେ ଜିଲ୍ଲା ବିଜେଡ଼ି ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା । ପରେ ବିଜେଡି କର୍ମୀ ଓ ସମର୍ଥକଙ୍କ ସହ ସ୍ଥାନୀୟ ବିଜୁ ମୈଦାନ ଯାଇ ସେଠାରେ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ପରେ ବିଶାଳ ଶୋଭାଯାତ୍ରା କରି ଟାମାଡା କାର୍ଯ୍ୟାଳୟକୁ ଆସିଥିଲେ । ଅବନୀଙ୍କ ଦାୟିତ୍ୱ ଗ୍ରହଣ ସମୟରେ ଉପ ବାଚସ୍ପତି ରଜନୀକାନ୍ତ ସିଂହ, ଢେଙ୍କାନାଳ ସାଂସଦ ମହେଶ ସାହୁ ଓ ଜିଲ୍ଲା ବିଜେଡ଼ି ସଭାପତି ମହେନ୍ଦ୍ର ବସ୍ତିଆଙ୍କ ସହିତ ଅନ୍ୟ ବିଜେଡ଼ି ନେତା ଓ କର୍ମୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *