ସରକାରୀ ଅଧିକାରୀ ଶୁଣୁ ନାହାଁନ୍ତି ଲୋକ ପ୍ରତିନିଦ୍ଧି ଙ୍କ କଥା  

ଅନୁଗୋଳ: ଅନୁଗୋଳ ଜିଲ୍ଲାର ଅନୁଗୋଳ ବ୍ଲକ ରେ ସରକାରୀ ଅଧିକାରୀ ମାନେ କରୁଥିବା ମନ ମୁଖ୍ୟ କାର୍ଯ୍ୟ ବିରୁଦ୍ଧରେ ନିଜର ଅଭିଯୋଗ ରଖିଛନ୍ତି ବିଭିନ୍ନ ପଂଚାୟତ ର ଲୋକ ପ୍ରତିନିଧି। ବହୁ ସଂଖ୍ୟକ ସରପଞ୍ଚ ଓ ସମିତି ସଭ୍ୟ ଅନୁଗୋଳ ଜିଲାପାଳ ଙ୍କୁ ଭେଟି ତାଙ୍କ ପ୍ରତି ହେଉଥିବା ଅନ୍ୟାୟ ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି ।ଯଦି ସେମାନଙ୍କ ଦାବି ପୂରଣ କରା ନ ଯାଏ ତେବେ ଆଗାମୀ ଦିନରେ ସେମାନେ ଆନ୍ଦୋଳନ କରିବେ ବୋଲି ଧମକ ଦେଇଛନ୍ତି।

ବିଜେପି ରାଜ୍ୟ କାର୍ଯ୍ୟକାରୀନି ସଦସ୍ୟ ପ୍ରତାପ ପ୍ରଧାନ ଓ ଅନ୍ୟ ନେତା ମାନଙ୍କ ନେତୃତ୍ୱରେ ପ୍ରତିନିଧି ମାନେ ଜିଲାପାଳ ଙ୍କୁ ଭେଟି ନିଜର ଦାବି ଜଣାଇଛନ୍ତି। ବିଶେଷ କରି ବ୍ଲକ ର ଜେଇ ମାନେ ମନ ମୁଖୀ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ଆଣିଛନ୍ତି।  

Leave a Reply

Your email address will not be published. Required fields are marked *