ଭୁବନେଶ୍ବର: ରାଜ୍ଯରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ତାପମାତ୍ରା ଉପରମୁହାଁ ରହିଛି। ଏଭଳି ସ୍ଥିତିରେ ବିଦ୍ଯାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ରାଜ୍ଯର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ କାଲିଠାରୁ ୫ଦିନ ଯାଏଁ ଛୁଟି ଘୋଷଣା କରାଯାଇଛି। ଅର୍ଥାତ ୩୦ ତାରିଖ ଯାଏ ରାଜ୍ଯର ସମସ୍ତ ସ୍କୁଲ ଛୁଟି ରହିବ। ମାଟ୍ରିକ ଓ +୨ ପିଲାଙ୍କ ପରୀକ୍ଷା ଚାଲୁ ରହିବ। ଏ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।
Related Posts
କୋଟିପତି ପୋଲିସ ବାବୁ ଚଢ଼ୁଥିଲେ୨୦ଲକ୍ଷର ବାଇକ,କୋଟିଏ ଟଙ୍କାର ବିଏମଡବ୍ଲ୍ୟୁ..
ଭୁବନେଶ୍ୱର: କୋଟିପତି ପୋଲିସ ବାବୁଙ୍କ ଅମାପ ସମ୍ପତ୍ତି । ପୋଲିସ କମ୍ୟୁନିକେସନର ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଆଖି ଝଲସିଲା ଭଳି ସମ୍ପତ୍ତି । ଭିଜିଲାନ୍ସ ରେଡ୍…
ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ବିଶ୍ଵ AIDS ଦିବସ ୨୦୨୨ ପାଳିତ
ଅନୁଗୋଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ଦାୟିତ୍ଵବୋଧ ଶାଖା ଭାବେ କାର୍ଯ୍ୟ କରୁଥିବା ଜେଏସପି ଫାଉଣ୍ଡେସନ, ଜିଲ୍ଲା AIDS ନିରାକରଣ ଏବଂ ନିୟନ୍ତ୍ରଣ ୟୁନିଟ (DAPSU),ଏବଂ…
ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢିବାରୁ ଖୋଲିଲା ଆଉ ଦୁଇ ଗେଟ୍, ମୋର୍ଟ ୩୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ
ସମ୍ବଲପୁର : ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି। ଏହା ଫଳରେ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଛି। ଅନ୍ୟପଟେ ଗତ ୪…