ଅନୁଗୋଳରେ ଆଇନଜୀବୀ ଙ୍କ ସତ୍ୟାଗ୍ରାହ

ଅନୁଗୋଳ: ଅନୁଗୋଳ ଓକିଲ ସଙ୍ଘ ପକ୍ଷରୁ ଆଜି ସତ୍ୟାଗ୍ରହ ଆନ୍ଦୋଳନ କରା ଯାଇଛି। ସକାଳ ୧୦ଠାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହି ସତ୍ୟାଗ୍ରହ କରା ଯାଇଥିବାରୁ କୋର୍ଟର କାମ ବନ୍ଦ ରହିଛି। ସୁପ୍ରିମ କୋର୍ଟ ଓକିଲ ମାନେ ଆନ୍ଦୋଳନ ।କରି ପାରିବେ ନାହିଁ ଯେଉଁ ଶୁଣାଣି କରିଛନ୍ତି ତାହାର ପ୍ରତିବାଦ କରି ଓକିଲ ମାନେ ଏଭଳି କରିଥିବା ସୂଚନା ଦେଇଛନ୍ତି। ଏହାଛଡା ସୁପ୍ରିମ କୋର୍ଟଙ୍କ ଏହି ନିଷ୍ପତିକୁ କେନ୍ଦ୍ର ଓ ରାଜ୍ୟର ବାର କାଉନସିଲ ସମର୍ଥନ ଜଣାଇ ଥିବାରୁ ମଧ୍ୟ ଓକିଲ ମାନେ ବିରୋଧ କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *