ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ADIYO ର ଭିକ୍ଷୋବ

ଅନୁଗୋଳ: ବେକାରୀ ସମସ୍ୟା ସହ ଅନୁଗୋଳ ଜିଲାର ବିଭିନ୍ନ ସମସ୍ୟା ନେଇ AIDYO ପକ୍ଷରୁ ପ୍ରତିବାଦ ବିକ୍ଷୋଭ । ସଂଗଠନ ର ଶତାଧିକ କର୍ମ ଏକ ବିକ୍ଷୋଭ ଶୋଭାଯାତ୍ରାରେ ଆସି ଜିଲାପାଳ ଙ୍କ ଅଫିସ ସମ୍ମୁଖରେ ପ୍ରତିବାଦ କରିଛନ୍ତି। ବିକ୍ଷୋଭ କାରୀ ମାନେ ଅଲ ଇଣ୍ଡିଆ ୟୁଥ ଅର୍ଗାନାଜେସନ ପକ୍ଷରୁ ଏହି ପ୍ରତିବାଦ କରାଯାଇଛି। ଶିଳ୍ପ ଜିଲାରେ ବଢୁଛନ୍ତି ବେକାରୀ। ତେଣୁ ଜିଲାରେ ଗଢିଉଠୁଥିବା ଶିଳ୍ପ ସଂସ୍ଥା ରେ ସ୍ଥାନୀୟ ଯୁବକ ଯୁବତୀ ଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି।

Advertisement

ଏହା ବ୍ୟତୀତ  ଖାଲିପଡିଥିବା ଡାକ୍ତର ପଦବୀ ପୂରଣ ସହ ତାଳଚେର ମେଡ଼ିକାଲ କଲେଜ କୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *