ଅବହେଳିତ ବିଡ଼ି ଶ୍ରମକ । ସେମାନଙ୍କୁ ମିଳୁଥୁବା ସମସ୍ତ ସୁବିଧା ସୁଯୋଗ କୁ ସରକାର ବନ୍ଦ କରିଦେଇଛନ୍ତି। ଯାହାର ପ୍ରତିବାଦ କରିଛନ୍ତି ଅନୁଗୋଳ ଜିଲାର ବିଡ଼ି ଶ୍ରମିକ ମାନେ। ଯେଉଁ ବିଡ଼ି କାମ କରି ସେମାନେ ଦିନେ ପେଟ ପୋଷୁଥେଲେ ତାକୁ ଏବେ ବନ୍ଦ କରିବାକୁ ବସିଛନ୍ତି ସରକାର। ଯାହା ଫଳରେ ଏବେ ସେମାନେ ଜୀବିକା ହରାଇବା ଭୟରେ । ଉତ୍କଳ ବିଡ଼ି ମଯଦୁର ସଙ୍ଘ ଡାକରା ରେ ଅନୁଗୋଳ ଜିଲ୍ଲାର ବିଡ଼ି ଶ୍ରମିକ ମାନେ ପାଞ୍ଚ ଦଫା ଦାବି ନେଇ ପ୍ରତିବାଦ କରିଛନ୍ତି । ସେମାନଙ୍କୁ ପୂର୍ବରୁ ଯେଭଳି ପୂର୍ବରୁ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି। ଅନୁଗୋଳ ଜିଲା ପ୍ରାସାସନ ସହାୟତା ରେ ପ୍ରଧାନମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।
ସରକାରୀ ସହାୟତା ରୁ ବଞ୍ଚିତ ବିଡି ଶ୍ରମିକ ।
