ଜାତୀୟ ସ୍ତରୀୟ ସ୍କୋଏ ମାର୍ଶଲ ଅର୍ଟ ପ୍ରତିଯୋଗିତା ରେ ଭାଗନେବେ  ଅନୁଗୋଳର ୧୩ ଖେଳାଳି।

ଅନୁଗୋଳ :ଚଳିତ ମାସ ତା ୦୭/୧୨/୨୦୨୪ ରିଖ ଠାରୁ ୦୯/୧୨/୨୦୨୪ ରିଖ ପର୍ଯ୍ୟନ୍ତ ୨୫ ତମ ଜାତୀୟ ସ୍ତରୀୟ ସ୍କୋଏ ମାର୍ଶଲ ଆର୍ଟ ପ୍ରତିଯୋଗିତା ହରିୟାଣା ର ପଞ୍ଚକୁଲା ଠାରେ ଅନୁଷ୍ଠିତ ହେବାକୁ ଯାଇଅଛି। ଉକ୍ତ ପ୍ରତିଯୋଗିତାରେ ଭାଗ ନେବାପାଇଁ ଅନୁଗୋଳ ଜିଲ୍ଲାରୁ ତିନି ଜଣ ବାଳିକା ଓ ୧୦ ଜଣ ବଳକ ମନୋନିତ ହୋଇ ତା ୦୫/୧୨/୨୦୨୪ ରିଖ ଦିନ ହରିୟାଣା ଅଭିମୁଖେ ଯାତ୍ରା କରିଛନ୍ତି। ଉକ୍ତ ଖେଳାଳି ମାନଙ୍କ ଦାୟିତ୍ୱରେ ଜାତୀୟ ଖେଳାଳି ପ୍ରିତମ କୁମାର ସାହୁ ଖେଳାଳି ମାନଙ୍କୁ ନେଇ ଯାତ୍ରା କରୁଛନ୍ତି।

Advertisement

ଉକ୍ତ ଖେଳାଳି ମାନଙ୍କୁ ଅନୁଗୋଳ ଜିଲ୍ଲା କ୍ରିଡ଼ା ଅଧିକାରି ଅକ୍ଷୟ କୁମାର ସେଠ,ରାଜ୍ୟ ଉପ ସଭାପତି ଓ ଜିଲ୍ଲା ସମ୍ପାଦକ ଦୁଷ୍ୟନ୍ତ କୁମାର ନାଥ, ରାଜ୍ୟ ସମ୍ପାଦକ ଏସ୍ କେ ସଲାଉ ଦିନ, ଯୁଗ୍ମ ସମ୍ପଦକ , ମୁସ୍ତାକ ଅଲ୍ଲୀ, ଜିଲ୍ଲା ସଭାପତି, ଦ୍ବାରିକା ପ୍ରସାଦ ନନ୍ଦ, ଉପ ସଭାପତି, ଶକ୍ତି ପ୍ରସାଦ ପଟ୍ଟନାୟକ, ଉପଦେଷ୍ଟ ଓ ଆଇନ୍ ଜିବୀ ପ୍ରଦିପ କୁମାର ଦେବତା, ଜାତୀୟ ଖେଳାଳି ଓ ବିଜୁ କନ୍ୟା ରତ୍ନ ପ୍ରାପ୍ତ ଜସ୍ଲିନ୍ ସାହୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଁଛନ୍ତି।

Leave a Reply

Your email address will not be published. Required fields are marked *