ସୁଧୀରେନ୍ଦ୍ର ପରିଜା ଙ୍କ ‘ଗାର’ ଉନ୍ମୋଚିତ।

ବରିଷ୍ଠ ସାମ୍ବାଦିକ ତଥା ସହ ସଂପାଦକ ସୁଧୀରେନ୍ଦ୍ର ପରିଜା ଙ୍କ  କବିତା ସଙ୍କଳନ ‘ଗାର’ ଉନ୍ମୋଚିତ ହୋଇଛି। ଅନୁଗୋଳ ମାରୁୱାଡ଼ି ଯୁବମଞ୍ଚ ସଭାଗୃହରେ  ଏଥିପାଇଁ  ଏଜ ସ୍ୱତନ୍ତ୍ର ଉତ୍ସବ ର ଆୟୋଜନ ହୋଇଥିଲା। ସୁଧୀରେନ୍ଦ୍ର ପିତା ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପରିଜା ଏହି ପୁସ୍ତକ ର ଉନ୍ମୋଚନ କରିଥିଲେ। ଏହି କବିତା ପୁସ୍ତକରେ ୧୦୯ ଟି କବିତା ସ୍ଥାନ କୁ ସ୍ଥାନ ଦେଇଛନ୍ତି ସୁଧୀରେନ୍ଦ୍ର ।ଏହି  କବିତା ପୁସ୍ତକ ରେ ଅନେକ ଉପାଦେୟ କବିତା ମାନ ସ୍ଥାନ ପାଇଛି । ଦୋଳ ପୂର୍ଣ୍ଣିମା ଅବସର ରେ ଏହି ପୁସ୍ତକ ର ଉନ୍ମୋଚନ କଯ୍ୟକ୍ରମ ରେ ଅନୁଗୋଳ ର ବହୁ ବିଶିଷ୍ଟ ସାହିତ୍ୟିକ , ଭାଷାକାର , ଶିକ୍ଷାବିତ ଓ  ବୁଦ୍ଧିଜୀବୀ ମାନେ ଯୋଗ ଦେଇଥିଲେ। ଏହି ଅବସରେ ଶିକ୍ଷାବିତ ସରୋଜ ପାଣିଗ୍ରାହୀ ପୁସ୍ତକ ର ସମୀକ୍ଷା କରିଥିବେ ବେଳେ ବିଶିଷ୍ଟ ସାହିତ୍ୟିକ ଡ଼ ପ୍ରସନ୍ନ ବରାଳ ଭାଷା ଓ ସାହିତ୍ୟ କୁ ନେଇ ନିଜର ମତ ରଖିଥିଲେ ।ଆୟୋଜିତ କଯ୍ୟକ୍ରମ ରେ ବହୁ କବି  ‘ଗାର’  ପୁସ୍ତକ  ର କବିତା ଆବୃତି କରିଥିଲେ।



ଅତିଥି ମାନଙ୍କ ଦ୍ଵାରା ‘ଗାର’ ଉନ୍ମୋଚନ

Leave a Reply

Your email address will not be published. Required fields are marked *