ଜାତୀୟ ସ୍ତରିୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଅନୁଗୋଳ କୁ ୧୬ ପଦକ

ଅନୁଗୋଳ : ଚଳିତ ମାସ ତା ୨୭/୦୭/୨୦୨୪ ରିଖ ଠାରୁ ତା ୨୮/୦୭/୨୦୨୪ ରିଖପଯ୍ୟନ୍ତ ପ୍ରଥମ ଓପନ୍ ତାଇକୋଣ୍ଡୋ ପ୍ରତିଯୋଗୀତା କଲିକତା ର ହାୱଡା ଲିଛୁ ବଗନ୍ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଥିଲା। ଉକ୍ତ ପ୍ରତଯୋଗିତାରେ ଅନୁଗୋଳ ଜିଲ୍ଲାରୁ ୩ ଜଣ ବାଳିକା ଓ ୧୩ ଜଣ ବାଳକ ଅଂସ ଗ୍ରହଣ କରି ୧୬ ଟି ପଦକ ହାସଲ କରି ଅନୁଗୋଳ ଜିଲ୍ଳାର ଗୌରବ ଅର୍ଜନ କରିଛନ୍ତି। ଉକ୍ତ ଖେଲାଲି ମାନଙ୍କୁ ଅନୁଗୋଳ ତାଇକୋଣ୍ଡୋ ସଂଘ ଅନୁଗୋଳ ର ପ୍ରତିଷ୍ଠାତା ଓ ସମ୍ପାଦକ। ଦୁଷ୍ୟନ୍ତ କୁମାର ନାଥ ଙ୍କ ତତ୍ବାବଧନର  ଆଜି ଶନିବାର ମା ବାସନ୍ତୀ ତାଇକୋଣ୍ଡୋ ସଂଘ କାର୍ଯ୍ୟାଳୟରେ ପଦକ ବିତରଣ କରାଯାଇଥିଲା।

ଉକ୍ତ ପଦକ ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଜିଲ୍ଳା ଶିଶୁ ମଙ୍ଗଳ କମିଟି ସଦସ୍ୟା କଲ୍ୟାଣ କିଶୋର ମହାନ୍ତି ଅନ୍ୟତମ ଅତିଥି କଳିଙ୍ଗ ଟି ଭି ଜିଲ୍ଲା ପ୍ରତିନିଧି ମାନସ ରଞ୍ଜନ ମିଶ୍ର ଛାତ୍ର ଛାତ୍ରୀ ମାନଙ୍କୁ ପଦକ ବିତରଣ କରିବା ଶହ ଆଗାକୁ କିଭଳୀ ଭାବରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିଜକୁ ପ୍ରସ୍ତୁତ କରିବ ଦିଗ୍ଦର୍ଷନ୍ ଦେଇଥିଲେ। ସଙ୍ଘର ସଭାପତି ନୀଳମଣି ରାଉତ, ଉପସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକ, ଉପଦ୍ରେଷ୍ଟା ପ୍ରଦୀପ କୁମାର ଦେବତା ଖେଳାଳି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି। ଉକ୍ତ ଖେଲାଳି ମନଙ୍କୁ ନେଇ ଯାତ୍ରା କରିଥିଲା ତପସ୍ଵିନୀ ପ୍ରଧାନ, ଶ୍ରଦ୍ଧାଞ୍ଜଳି ସ୍ୱାଇଁ, ରଶ୍ମିତା ଶର୍ମା, ପ୍ରିତମ୍ କୁମାର ସାହୁ । ଯାତ୍ରା କରିଥିଲେ।

Leave a Reply

Your email address will not be published. Required fields are marked *