ସାର ଡିଲରଙ୍କ ଲାଇସେନ୍ସ ରଦ୍ଦ କରିବାକୁ ଧମକ ଦେଇ ଦେଢ ଲକ୍ଷ ନେଉଥିଲଲେ ଲାଞ୍ଚ:ମାଡିବସିଲା ଭିଜିଲାନ୍ସ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଫସିଲେ ବରଗଡ଼ ପାଇକମାଳର ସହକାରୀ କୃଷି ଅଧିକାରୀ ତଥା ଫର୍ଟିଲାଇଜର ଇନସ୍ପେକ୍ଟର  ପ୍ରଣୟ କୁମାର ମନ୍ତ୍ରୀ। ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ପ୍ରଣୟ କୁମାର । ସେ ଜଣେ ସାର ଡିଲରଙ୍କ ଲାଇସେନ୍ସ ରଦ୍ଦ କରିବା ଧମକ ଦେଇ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ମାଗୁଥିଲେ। ତାଙ୍କ ଅଫିସ ସମେତ ୪ଟି ସ୍ଥାନରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ । ଭୁବନେଶ୍ବର ଶୈଳଶ୍ରୀବିହାର ଘର, କଟକ ଜିଲ୍ଲା ତିଘିରିଆରେ ପୈତୃକ ଘର ଓ ବରଗଡ଼ ପାଇକମାଳ ଅଫିସରେ  ଚଢ଼ାଉ ଜାରି ରହିଛି ।

Leave a Reply

Your email address will not be published. Required fields are marked *