ସାହିତ୍ଯ

||ଅଜ୍ଞାତବାସୀ ପ୍ରେମିକ ||

ଏଇ ଯେ ଚିର ଅନ୍ଧାରସବୁଜ କୁକ୍ଷିର ଆବର୍ତ୍ତନରେଫଗୁମିଶାରଙ୍ଗର ଛାତିଦେଖି ନଟକୁପଟିଆ ଛାତିର ଚାହାଣୀମଧୁର ସ୍ମୃତି-ଅତୀତ ଦୁଆରେଦେଖେ ନୂଆସପନ ବିଦଗ୍ଧ ତରୁଣୀଅଳ୍ପଲାଜ-ଅଳ୍ପହସ-ଲୁହ ସାଥି କରିନିର୍ଝରିଣୀ ଝରିଯାଏ ଚିରସ୍ରୋତାନିର୍ଜନନଗରୀର ବାଟସାରାଅଜ୍ଞାତବାସୀ…

ଆଞ୍ଚଳିକ ତାଜା ଖବର

ଆରମ୍ଭ ହେଲା ମହିଳାଙ୍କ ସୁରକ୍ଷା ପାଇଁ ପିଙ୍କ ପାଟ୍ରୋଲିଂ .

ଅନୁଗୋଳ ଜିଲା ପୋଲିସ କୁ ମହିଳା ଙ୍କ ସୁରକ୍ଷା ଚିନ୍ତା। ଜିଲା ରେ ଦିନକୁ ଦିନ ମହିଳା ମାନେ  ଲୁଟ, ଛୀନତାଇ ଓ ଦୁର୍ବ୍ୟବହାର ର ସମ୍ମୁଖୀନ…

ଓଡିଶା

ରିଲିଜ ହେଲା ‘ମୁଁ ବିଜୁ ବାବୁ ପରି ହେବି’

ଭୁବନେଶ୍ୱର : ଆଜି ରିଲିଜ୍‍ ହୋଇଛି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କୁ ନେଇ ପ୍ରସ୍ତୁତ ହୋଇଛି ସଙ୍ଗୀତ ‘ମୁଁ ବିଜୁବାବୁ ପରି ହେବି’।…

ଓଡିଶା ତାଜା ଖବର

ଯୁବ ସମାଜକୁ ପ୍ରେରଣା ଯୋଗାଇବ ଗାନ୍ଧୀ ଓ ଗୋପବନ୍ଧୁଙ୍କ ଆଦର୍ଶ ଓ ଚିନ୍ତାଧାରା: ମୁଖ୍ୟମନ୍ତ୍ରୀ

କଟକ : ପବିତ୍ର ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଗସ୍ତ କରି ଜାତିର ପିତା ମହାତ୍ମା ଗାନ୍ଧୀ ଓ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ…

ଓଡିଶା ତାଜା ଖବର

ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୯୪ଜଣ ନୂଆ କରୋନା ପଜିଟିଭ୍ । ନୂଆପଡାରୁ ସର୍ବାଧିକ ।

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୯୪ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୩୧ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା…

ଓଡିଶା ତାଜା ଖବର

୮୫ ବର୍ଷ ରେ ଓଡିଶା । ରାଜ୍ୟ ବିକାଶ ପାଇଁ ଅନେକ କଥା କେବଳ ଆଇନ ଓ ଯୋଜନାରେ ସୀମିତ ।

ଭୁବନେଶ୍ବର: ୮୫ ବର୍ଷରେ ଓଡିଶା ପ୍ରଦେଶ ପାଦ ଥାପିଛି । ମାତ୍ର କୋରନା ପାଇଁ  ଓଡ଼ିଶା ମାଟିର ଏହି ଜନ୍ମ ଦିବସ ଫିକା ପଡ଼ିଛି । ରାଜ୍ୟ…

ଓଡିଶା ତାଜା ଖବର

କାୟା ମେଲାଉଛି କୋରନା । ଏପ୍ରିଲ ମାସ ପାଇଁ ଗାଇଡଲାଇନ ଜାରି କାଲେ ରାଜ୍ୟ ସରକାର ।

ଭୁବନେଶ୍ବର : ଦେଶରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ରାଜ୍ୟରେ  ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟୁଛି । କିଛି ଦିନ…

ଓଡିଶା ତାଜା ଖବର ଦେଶ ବିଦେଶ

ପ୍ରତୀଷ୍ଟା ହେବ ଟିଟିପିଏସ ର ନୂତନ ୟୁନିଟ ।

ଭୁବନେଶ୍ଵର: ଅନୁଗୋଳ ଜିଲ୍ଲା ତାଳଚେରରେ ପ୍ରତିଷ୍ଠା ହେବ ଟିଟିପିଏସର ନୂଆ ୟୁନିଟ୍ । ଏନେଇ ନୀତିଗତ ନିଷ୍ପତି ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ…

ଆଞ୍ଚଳିକ ଓଡିଶା ତାଜା ଖବର

ଶିଲ୍ପପତି ଓମ ପ୍ରକାଶ ଜିନ୍ଦଲଙ୍କ ୧୬ତମ ପୂଣ୍ୟତିଥି ପାଳିତ ।

ଅନୁଗୋଳ : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ପରିସରରେ ଅବସ୍ଥିତ ଦେବଭୂମିସ୍ଥିତ ମନ୍ଦିର ଠାରେ ଓପି ଜିନ୍ଦଲ ଗୃପର ପ୍ରତିଷ୍ଠାତା ଶ୍ରୀ ଓମ ପ୍ରକାଶ ଜିନ୍ଦଲ…