ଓଡିଶା

ଜେଏସପିଏଲ ପରିସରରେ ୫୦ତମ ଜାତୀୟ ସୁରକ୍ଷା ସପ୍ତାହ ପାଳିତ।

ଅନୁଗୋଳ : ଜିନ୍ଦଲ ଷ୍ଟିଲ ଆଣ୍ଡ ପୋୱୋର ଲିମିଗେଡ଼ ପରିସରଗର ୫୦ତମ ଜୋତୀୟ ସୁରକ୍ଷୋ ସପ୍ତୋହ ତ କୋଲି ଉଦଯୋପିତ ଗହୋଇଅଛି Iଏହି ସୁରକ୍ଷୋ ସପ୍ତୋହର ଗେଷ…

ଓଡିଶା

କୂଅରେ ପଡି ଛଟପଟ ହେଉଛି ହାତୀ; ଉଦ୍ଧାର ପାଇଁ ପ୍ରୟାସ ଜାରି ।

ଅନୁଗୋଳ ବନଖଣ୍ଡ  ର ଶରଧାପୁର ପଞ୍ଚାୟତ ବାଲିଜେରେଙ୍ଗ ଗାଁର ଏକ କୂଅରେ ଦୀର୍ଘ ୮ଘଣ୍ଟା ହେଲା ହାତୀ ପଡ଼ି ଛଟପଟ ହେଉଛି। ରାତି ପ୍ରାୟ ୨ଟା ବେଳେ…

ଓଡିଶା

ଫିଟ ନେସ ଦିବସ ଭାବେ ପାଳିତ ହେଲା JSPL ଅଧକ୍ଷ ନବୀନ ଜିନ୍ଦଲଙ୍କ ଜନ୍ମ ଦିନ.

ଭୁବନେଶ୍ଵର : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ଼ର କର୍ମଚାରୀ ଆଜି ଜେଏସପିଏଲ ଅଧ୍ୟକ୍ଷ  ନବୀନ ଜିନ୍ଦଲଙ୍କ ଜନ୍ମ ଦିବସ କୁ ଫିଟନେସ ଦିବସ ଭାବେ ପାଳନ…

ଓଡିଶା

ପାରାଦୀପରେ ପ୍ଲାଷ୍ଟିକ ପାର୍କ ପାଇଁ MOU .

ଭୁବନେଶ୍ବର : ପାରାଦୀପ ଠାରେ ଅତ୍ୟାଧୁନିକ ପ୍ଲାଷ୍ଟିକ ପାର୍କ ନିର୍ମାଣ ପାଇଁ ଇଣ୍ଡିଆନ ଅଏଲ ଓ ଇଡକୋ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଭିଡିଓ କନଫରେନ୍ସିଂ ଜରିଆରେ…

ଓଡିଶା

ନୂତନ ପୁଲିସ କମିସନର ଭାବେ ଦାୟିତ୍ବ ଗ୍ରହଣ କଲେ ବରିଷ୍ଠ ଆଇପିଏସ୍ ସୌମେନ୍ଦ୍ର ପ୍ରିୟଦର୍ଶୀ.

ଭୁବନେଶ୍ବର: କଟକ-ଭୁବନେଶ୍ବର ଦ୍ବୈତନଗରୀର ନୂତନ ପୁଲିସ କମିସନର ଭାବେ ବରିଷ୍ଠ ଆଇପିଏସ୍ ସୌମେନ୍ଦ୍ର ପ୍ରିୟଦର୍ଶୀ ଦାୟିତ୍ବ ଗ୍ରହଣ କରିଛନ୍ତି। ବିଦାୟୀ ପୁଲିସ କମିସନର ଡ.ସୁଧାଂଶୁ ଷଡ଼ଙ୍ଗୀ ତାଙ୍କୁ…

ଓଡିଶା

ବ୍ୟାପୁଚି ଜଙ୍ଗଲ ନିଆଁ : ନଷ୍ଟ ହେଉଛି ଜୈବ ବିବିଧତା..

 ଭୁବନେଶ୍ଵର : ହୁତ୍‌ ହୁତ୍‌ ହୋଇ ଜଳୁଛି ସାତକୋଶିଆ । ଜୈବ ବିବିଧତା ଭରା ଏହି ଅଭୟାରଣ୍ୟ ଏବଂ ଜୀବଜନ୍ତୁ ନିଆଁ ମୁହଁକୁ ଠେଲି ହୋଇଯାଇଛନ୍ତି। ଗତକାଲି…

କ୍ରିଡା

ବିରାଟ ବିଜୟ ;ଇଂଲଣ୍ଡକୁ ଏକ ଇନିଂସ ଓ ୨୫ ରନରେ ହରାଇଲା ଭାରତ ।

ଅହମଦାବାଦ : ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯାଇଥିବା ୪ର୍ଥ ଟେଷ୍ଟରେ ଭାରତ ଇଂଲଣ୍ଡକୁ ଏକ ଇନିଂସ ଓ ୨୫ରନରେ ପରାସ୍ତ କରିଛି । ଏହି ବିଜୟ…

ଓଡିଶା

ଘରପାଖରେ ଲୋକଙ୍କୁ ସେବା ଯୋଗାଇବା ପାଇଁ ପଦକ୍ଷେପ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ହେଉଛି ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମ ଦିବସ। ଆଜିର ଦିନକୁ ରାଜ୍ୟ, ପଞ୍ଚାୟତିରାଜ ଓ ଲୋକ ସେବା ଦିବସ ଭାବରେ ପାଳନ…

କ୍ରିଡା

ଭାରତ-ଇଂଲଣ୍ଡ ୪ର୍ଥ ଟେଷ୍ଟର : ୨ୟ ଦିନ ଖେଳ ଶେଷସୁଦ୍ଧା ଇଂଲଣ୍ଡଠାରୁ ୮୯ରନରେ ଆଗରେ ଭାରତ..

ଅହମଦାବାଦ : ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଇଂଲଣ୍ଡ ୪ର୍ଥ ଟେଷ୍ଟର ୨ୟ ଦିନ ଖେଳ ଶେଷସୁଦ୍ଧା ଭାରତ ନିଜର ପ୍ରଥମ ଇନିଂସରେ ୭ ଓ୍ବିକେଟ ହରାଇ…

ଓଡିଶା ଦେଶ ବିଦେଶ

କେନ୍ଦ୍ରାପଡ଼ାରେ ୫୦ ହଜାର କୋଟି ପୁଞ୍ଜି ନିବେଶରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ ଆର୍ସେଲର ମିତ୍ତଲ.

ଭୁବନେଶ୍ବର : କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ବିଶ୍ବର ବୃହତ୍ତମ ଷ୍ଟିଲ କମ୍ପାନି ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ ଓଡ଼ିଶା ସରକାରଙ୍କ ସହ ଏମଓୟୁ…

କ୍ରିଡା

ଭାରତ ଇଂଲଣ୍ଡ ୪ର୍ଥ ଟେଷ୍ଟ : ପ୍ରଥମ ଦିନ ଖେଳ ଶେଷସୁଦ୍ଧା ଭାରତ ୨୪/୧

ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚାଲିଥିବା   ଭାରତ ପ୍ରଥମ ଦିନ ଖେଳ ଶେଷସୁଦ୍ଧା ଗୋଟିଏ ଓ୍ବିକେଟ ହରାଇ ୨୪ ରନ ସଂଗ୍ରହ କରିଛି । ଫଳରେ ଭାରତ…