ଓଡିଶା କ୍ରିଡା

ଶୁଭାରମ୍ଭ ହେବ ଓ.ପି ଜିନ୍ଦଲ ଫୁଟବଲ ଟୁର୍ଣ୍ଣାମେଂଟ, ଅନୁଗୁଳ

ଅନୁଗୋଳ : ଓ.ପି ଜିନ୍ଦଲ ଗ୍ରୁପର ପ୍ରତିଷ୍ଠାତା ଶ୍ରୀ ଓମ୍ ପ୍ରକାଶ ଜିନ୍ଦଲ ଜୀଙ୍କ ଜନ୍ମ ବାର୍ଷିକୀ ପାଳନ ଅବସରରେ ଜେଏସପି ଫାଉଣ୍ଡେସନ୍ ଆନୁକୂଲ୍ୟରେ 7 ଅଗଷ୍ଟ ଠାରୁ ଅନୁଗୁଳରେ ଆରମ୍ଭ ହେବାକୁ ଯାଉଛି ଓ.ପି ଜିନ୍ଦଲ ଫୁଟବଲ ଟୁର୍ଣ୍ଣାମେଂଟ । ୧୨ ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଂଟଟି ଅନୁଗୁଳର ପିଟିସି ଗ୍ରାଉଣ୍ଡରେ ଅପରାହ୍ଣ ୩ଟାରେ ଖେଳାଯିବ । ଏହି ଟୁର୍ଣ୍ଣାମେଂଟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୨ଟି ଦଳ ସମ୍ମାନଜନକ ଓ.ପି ଜିନ୍ଦଲ ଟ୍ରଫି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ । ଟୁର୍ଣ୍ଣାମେଂଟର ଉଦଘାଟନୀ କାଯ୍ୟକ୍ରମରେ ଆଇଜି ତଥା ପୋଲିସ୍ ଟ୍ରେନିଂ ସ୍କୁଲର ଅଧ୍ୟକ୍ଷ ଆଇପିଏସ୍ ସତ୍ୟବ୍ରତ ଭୋଇ, ଏଡିଏମ୍ (ଜେନେରାଲ) ପ୍ରତାପ ପ୍ରୀତିମୟ, ଏଡିମ୍ (ରାଜସ୍ୱ) ଶରତ ଚନ୍ଦ୍ର ମହପାତ୍ରଙ୍କ ସମେତ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାରର ଅନୁଗୁଳ ପ୍ଲାଂଟ୍ ମୁଖ୍ୟ ଶ୍ରୀ ପଙ୍କଜ ମଲହାନ ପ୍ରମୁଖ ଅତିଥି ଭାବେ ଯୋଗ ଦେବେ । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ 18 ଅଗଷ୍ଟରେ ଅନୁଷ୍ଟିତ ହେବ ଉଲ୍ଲେଖନୀୟ ଯେ, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ସାରା ଦେଶର ପାଖାପାଖି ୩୦ ହଜାର ତୃଣମୂଳସ୍ତରର କ୍ରୀଡ଼ା ପ୍ରତିଭାଙ୍କୁ ପୃଷ୍ଠପୋଷକତା କରି ଆସୁଛି ।

ଆଞ୍ଚଳିକ ଓଡିଶା କ୍ରିଡା ତାଜା ଖବର

ଜାତୀୟ ସ୍ତରିୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଅନୁଗୋଳ କୁ ୧୬ ପଦକ

ଅନୁଗୋଳ : ଚଳିତ ମାସ ତା ୨୭/୦୭/୨୦୨୪ ରିଖ ଠାରୁ ତା ୨୮/୦୭/୨୦୨୪ ରିଖପଯ୍ୟନ୍ତ ପ୍ରଥମ ଓପନ୍ ତାଇକୋଣ୍ଡୋ ପ୍ରତିଯୋଗୀତା କଲିକତା ର ହାୱଡା ଲିଛୁ ବଗନ୍…

ଆଞ୍ଚଳିକ ଓଡିଶା

ଅନୁଗୋଳ ରେ ହିରୋ କମ୍ପାନୀର ବ୍ଯାଟେରୀ ଚାଳିତ ସ୍କୁଟର ବଜାର ପ୍ରବେଶ। 

ଅନୁଗୋଳ :  ପାର୍ବତୀ  ହିରୋ ଅନୁଗୋଳ ପକ୍ଷରୁ ହିରୋ କମ୍ପାନୀର ବ୍ଯାଟେରୀ ଚାଳିତ ସ୍କୁଟର VIDA (ଭିଡା) ଏବଂ 440 ଶିଶି ଇଞ୍ଜିନ ଥିବା ମୋଟରସାଇକେଲ “ମାଭରିକ”ର…

ଆଞ୍ଚଳିକ ଓଡିଶା

ବାହୁଡ଼ା ଯାତ୍ରା ପାଇଁ ଭକ୍ତିମୟ ପରିବେଶରେ ଡୁବିଲା ଜିନ୍ଦଲ ନଗର।

ଅନୁଗୋଳ: ଦେବଭୂମି ରେ ବାହୁଡ଼ା ଯାତ୍ରା ଆଧ୍ୟାତ୍ମିକ ଏବଂ ଭକ୍ତିପୂର୍ଣ୍ଣ ପରିବେଶରେ ହଜାର ହଜାର ଶ୍ରଦ୍ଧାଳୁ ସମାବେଶରେ ସମ୍ପନ୍ନ ହୋଇଛି। ଏ ଅବସରରେ ଶ୍ରୀ ଜିଉ ମାନେ ଗୁଣ୍ଡିଚା…

ଆଞ୍ଚଳିକ ଓଡିଶା

CAIT ଅନୁଗୋଳ ଜିଲ୍ଲା ଶାଖା ର ଚତୁର୍ଥ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ।

ଅନୁଗୋଳ : Cait ଅନଗୁଳ ଜିଲ୍ଲା ଶାଖା ର ଚତୁର୍ଥ ପ୍ରତିଷ୍ଠା ଦିବସ ଆଜି ହୋଟେଲ କମଲେସ କଣ୍ଟିନେଣ୍ଟାଲ ଠାରେ ଆୟୋଜିତ ହୋଇଯାଇ ଅଛି । କ୍ୟାଟ…

ଆଞ୍ଚଳିକ ଓଡିଶା ତାଜା ଖବର

ଦେବଭୂମିରେ ରଥ ଯାତ୍ରା, ଜଗନ୍ନାଥ ମୟ ହେଲା ଜିନ୍ଦଲ ନଗର।

ଅନୁଗୋଳ : ଦେବଭୂମି ଜିନ୍ଦଲନଗର ରେ ପବିତ୍ର ଘୋଷଯାତ୍ରା ଉତ୍ସାହ ଓ ଆବେଗପୂର୍ଣ୍ଣ ବାତାବରଣ ମଧ୍ୟରେ ଆରମ୍ଭ ହୋଇଚି। ଆଜିର ଏହି ଘୋଷ ଯାତ୍ରା ଦେଖିବାକୁ ଆଖପାଖ…

ଆଞ୍ଚଳିକ

ରୋଟାରୀ କ୍ଲବ ଅନୁଗୋଳ ପକ୍ଷରୁ  ଡାକ୍ତର ଦିବସ ପାଳନ ଉପଲକ୍ଷେ  ରକ୍ତଦାନ ଶିବିର ।

ଅନୁଗୋଳ : ଜାତୀୟ ଡାକ୍ତର ଦିବସ ଉପଲକ୍ଷେ ରୋଟାରୀ କ୍ଲବ , ଅନୁଗୋଳ ତରଫରୁ ରୋଟାରୀ ପବ୍ଲିକ ସ୍କୁଲ , ଅନୁଗୋଳ ପରିସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ…

ଓଡିଶା ତାଜା ଖବର

ଅନୁଗୋଳ ରେ ଚକ୍ଷୁ ଅସ୍ତୋପୋଚାର ତ୍ରୁଟି ଘଟଣା : ଭିମ୍‌ସାରରେ ସ୍ବାସ୍ଥ୍ୟମନ୍ତ୍ରୀ କାଲେ ସ୍ଥିତି ଅନୁଧ୍ୟାନ।

ସମ୍ବଲପୁର: ସ୍ବାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ସମ୍ବଲପୁର ଗସ୍ତରେ ଆସି ଭିମ୍‌ସାରରେ ଚିକିତ୍ସିତ ହେଉଥିବା ଅନୁଗୋଳ ଳ ଜିଲ୍ଲାର ଦୁଇ ଚକ୍ଷୁ ସଂକ୍ରମିତ ରୋଗୀଙ୍କୁ ଭେଟିଛନ୍ତି। ରୋଗୀଙ୍କ ସହିତ…

ଆଞ୍ଚଳିକ ଓଡିଶା

ଭାରତ ସ୍ୱାଭିମାନ ନ୍ୟାସ ପକ୍ଷରୁ ୧୦ମ ଅନ୍ତର୍ରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ।

ଅନୁଗୋଳ: ୧୦ମ ଅନ୍ତର୍ରାଷ୍ଟ୍ରୀୟ ଯୋଗ ଦିବସ ଉପଲକ୍ଷେ ୨୧ ଜୁନ୍ ୨୦୨୪ ଦିନ ଭାରତ ସ୍ୱାଭିମାନ ନ୍ୟାସ, ଅନୁଗୋଳ ଜିଲ୍ଲା, ର ପରୋକ୍ଷ ଓ ପ୍ରତ୍ଯକ୍ଷ ସଂଚାଳନା…

ଆଞ୍ଚଳିକ ଓଡିଶା ତାଜା ଖବର

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ୧୦ମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ.

ଅନୁଗୋଳ :ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ଏବଂ ଏହାର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ ପକ୍ଷରୁ ପ୍ଲାଣ୍ଟ ପରିସରରେ ତଥା ପାରିପାର୍ଶ୍ବିକ ଗ୍ରାମଗୁଡିକରେ ୧୦ମ ଆନ୍ତର୍ଜାତୀୟ…

ଆଞ୍ଚଳିକ

ରୋଟାରୀ ପବ୍ଲିକ୍ ସ୍କୁଲ୍ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଅନୁଗୋଳ :  ରୋଟାରୀ ପବ୍ଲିକ୍ ସ୍କୁଲ୍ ର ଅଧ୍ୟକ୍ଷ ଅଶୋକ କୁମାର ବେହେରା ଙ୍କ ତତ୍ତ୍ଵାବଧାନରେ ରୋଟରି ପବ୍ଲିକ୍ ସ୍କୁଲ୍ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା…

ଓଡିଶା ତାଜା ଖବର

ସାଢେ ୪ କୋଟି ଓଡ଼ିଆଙ୍କ ଆଶା ଓ ଆକାଂକ୍ଷା ପୂରଣ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ‘ବିକଶିତ ଓଡ଼ିଶା’ ଗଠନ ହେବ। ସାଢେ ୪ କୋଟି ଓଡ଼ିଆଙ୍କ ଆଶା ଓ ଆକାଂକ୍ଷା…