୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର : ଚଳଚିତ୍ର ବାବୁ ଭାଇଜାନ୍ ୬ ଓ କୋଟିଏରେ ଗୋଟିଏ ମନ କୁ ମିଳିଲା ୫ଟି ପୁରସ୍କାର ।
ଭୁବନେଶ୍ୱର : ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍କଳ ମଣ୍ଡପରେ ପ୍ରଦାନ କରାଯାଇଛି। ଏହି ଅବସରରେ ନିର୍ଦ୍ଦେଶକ ତଥା ପ୍ରଯୋଜକ ଘନଶ୍ୟାମ ମହାପାତ୍ରଙ୍କୁ ଜୟଦେବ ପୁରସ୍କାର ପ୍ରଦାନ…


