ଓଡିଶା ତାଜା ଖବର

ଓଡ଼ିଶାବାସୀ ଦେଖିଲେ ଚନ୍ଦ୍ରଗ୍ରହଣ : ମେଘାଚ୍ଛନ୍ନ ଆକାଶ ଯୋଗୁଁ କେତେକ ସ୍ଥାନରେ  ଆଂଶିକ ଦୃଶ୍ୟମାନ

ସ୍ଵର ବ୍ୟୁରୋ: ଆଜି ହୋଇଥିବା ଚନ୍ଦ୍ରଗ୍ରହଣ ଓଡ଼ିଶାବାସୀ ଦେଖିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକେ ଚନ୍ଦ୍ରଗ୍ରହଣ ଦେଖିଛନ୍ତି । ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହୋଇଥିଲେ ହେଁ ମେଘ ଆକାଶ…

ଆଞ୍ଚଳିକ ତାଜା ଖବର

ଜରାସିଂହା ରେ କାର୍ତ୍ତିକ ପୂର୍ଣ୍ଣିମା ମହାସମାରୋହରେ ପାଳିତ

ଅନୁଗୋଳ: ସହର ଉପକଣ୍ଠ ଜରାସିଂହା ଗାଁରେ ବୃନ୍ଦାବତୀ ଯୁବକ ସଂଘ ଆନୁକୂଲ୍ୟରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଯାଇଛି । କା ହିଁ କେଉଁ ଆବାହମାନ…

ଆଞ୍ଚଳିକ ଓଡିଶା ତାଜା ଖବର

ରେଞ୍ଜରଙ୍କ ଗାଡ଼ି ଧକ୍କାରେ ୱାଚରଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଅଭୟାରଣ୍ୟ ମୁଖ୍ୟ ଫାଟକ ଅବରୋଧ

ଅନୁଗୋଳ: ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଅଘଟଣ । ଅଭୟାରଣ୍ୟ ଭିତରେ ଡ୍ୟୁଟି କରୁଥିବା ବେଳେ ରେଞ୍ଜରଙ୍କ ଗାଡ଼ି ଧକ୍କାରେ ଜଣେ ୱାଚରଙ୍କ ମୃତ୍ୟୁ । କ୍ଷତିପୁରଣ…

ଓଡିଶା ତାଜା ଖବର

ଆଜି କାର୍ତ୍ତିକ ପୂର୍ଣ୍ଣିମା ଓ ଚନ୍ଦ୍ରଗ୍ରହଣ: ମଧ୍ୟ ରାତ୍ରରୁ ଭୋର ଯାଏ ଡଙ୍ଗା ଭସା

ସ୍ଵର ବ୍ୟୁରୋ : ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ଚନ୍ଦ୍ରଗ୍ରହଣ। ଏହି କାରଣରୁ ଶ୍ରଦ୍ଧାଳୁମାନେ ଭୋର ସାଢ଼େ ୫ଟା ପୂର୍ବରୁ ଡଙ୍ଗା ଭସାଇଛନ୍ତି। ରାଜ୍ୟର ଅଧିକାଂଶ…

ଆଞ୍ଚଳିକ ଓଡିଶା କ୍ରିଡା ତାଜା ଖବର

‘ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ: ଫାଇନାଲରେ ଭେଟିବେ ଗୋଆ ଓ ରାଜସ୍ଥାନର ଫୁଟବଲ ଟିମ୍

ଅନୁଗୋଳ: ଦେଶର ସର୍ବକନିଷ୍ଠ ସ୍ବାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ସମ୍ମାନାର୍ଥେ ‘ଆମେ ଓଡ଼ିଆ’ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ‘ବାଜି ରାଉତ ଜାତୀୟ ଫୁଟବଲ କପ୍…

କ୍ରିଡା ତାଜା ଖବର

ଟି-୨୦ ବିଶ୍ବକପ୍‌: ଜିମ୍ବାୱେକୁ ହରାଇ ଶୀର୍ଷରେଟିମ ଇଣ୍ଡିଆ ସେମିଫାଇନାଲରେ ଇଂଲଣ୍ଡ ସହ ହେବ ମୁକାବିଲା।

ମେଲ୍‌ବର୍ଣ୍ଣ: ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ରବିବାର ଜିମ୍ବାୱେକୁ ଭାରତ ୭୧ ରନ୍‌ରେ ପରାସ୍ତ କରିଛି। ମେଲ୍‌ବର୍ଣ୍ଣର ଷ୍ଟାଡିୟମ୍‌ରେ ଭାରତ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।…

ଆଞ୍ଚଳିକ ତାଜା ଖବର

ଟାମଡା ଅଧକ୍ଷ ଭାବେ ଦଇତ୍ଵ ନେଲେ ଅବନୀ

ଅନୁଗୋଳ: ମୁଖ୍ୟମନ୍ତ୍ରିଙ୍କ ଦ୍ଵାରା ମନନିତ ତାଳଚେର ଅନୁଗୋଳ ମେରାମଣ୍ଡଳୀ ଉର୍ଣ୍ଣୟନର ଅଧକ୍ଷ ଭାବେ ଦାଇତ୍ଵ ନେଇଛନ୍ତି ଅବନୀ କାନ୍ତ ସାହୁ । ଅଧକ୍ଷ ଭାବେ ମନୋନୀତ ହେବ…

କ୍ରିଡା ତାଜା ଖବର

ଟି-୨୦ ବିଶ୍ବକପ୍ : ବାଂଲାଦେଶକୁ ୫ ରନରେ ହରାଇଲା ଭାରତ।

ଆଡିଲେଡ୍ : ଆଡିଲେଡ୍ ଓଭାଲଠାରେ ଚାଲିଥିବା ଟି-୨୦ ବିଶ୍ବକପ ସୁପର-୧୨ର ଏକ ରୋମାଞ୍ଚକର ମ୍ୟାଚରେ ବାଂଲାଦେଶକୁ ୫ ରନରେ ହରାଇ ଦେଇଛି ଭାରତ । ଏହି ବିଜୟ…

ଓଡିଶା ତାଜା ଖବର

ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ: ନିୟମ ଅମାନ୍ୟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ

ସ୍ଵର ବ୍ୟୁରୋ: ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶିମିଳିପାଳ ଜାତୀୟ ଉଦ୍ୟାନ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଶିମିଳିପାଳ ଜାତୀୟ ଉଦ୍ୟାନ ଦୀର୍ଘ ଦିନ ଧରି ବନ୍ଦ…

ଓଡିଶା ତାଜା ଖବର

ଆରମ୍ଭ ହେଲା ଭୁବନେଶ୍ବର-ଜୟପୁର ବିମାନସେବା, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ସ୍ଵର ବ୍ୟୁରୋ: ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ବହୁଦିନର ସ୍ବପ୍ନ ଆଜି ପୂରଣ ହୋଇଛି। ବହୁପ୍ରତୀକ୍ଷିତ ଭୁବନେଶ୍ବର-ଜୟପୁର ବିମାନସେବା ଆଜିଠାରୁ ଆରମ୍ଭ ହୋଇଛି। ଏହି ବିମାନସେବାକୁ ମୁଖ୍ୟମନ୍ତ୍ରୀ ନବୀନ…

ଓଡିଶା ତାଜା ଖବର

ଗୁଜୁରାଟ ଅଘଟଣ ପରେ ପଶିଲା ଚେତା: ଦିନକ ପାଇଁ ଧବଳେଶ୍ୱର ଝୁଲା ପୋଲ ବନ୍ଦ

ସ୍ଵର ବ୍ୟୁରୋ: ଗୁଜୁରାଟ ମୋର୍ବିରେ ଝୁଲା ପୋଲ ଛିଡବା ପରେ ପରେ ଚେତା ପଶିଲା କଟକ ଜିଲ୍ଲା ପ୍ରଶାସନର। ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ଠାରେ ଥିବା ଝୁଲା…

ଓଡିଶା ତାଜା ଖବର

ପୁଣି ବଢିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି,ଆହୁରି ମାସେ ବଢିବା ନେଇ ବିଜ୍ଞପ୍ତି ଜାରି କଲା ପରିବହନ ବିଭାଗ।  

ଭୁବନେଶ୍ବର: ଯେଉଁମାନେ ମାଲିକମାନେ ନିଜ ଗାଡ଼ିରେ ଏପର୍ଯ୍ୟନ୍ତ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ (ଏଚ୍‌ଏସ୍‌ଆରପି) ଲଗାଇପାରି ନାହାନ୍ତି, ସେମାନଙ୍କ ପାଇଁ  ସାମାନ୍ୟ ଆଶ୍ବସ୍ତିକର ଖବର ଆସିଛି। ରାଜ୍ୟରେ…