ଓଡିଶା ତାଜା ଖବର

ଅନୁଗୋଳରେ ପହଞ୍ଚିଲା ଲାଇଫ ଲାଇନ ଏକ୍ସପ୍ରେସ । ଆସନ୍ତା ୧୫ ତାରିଖରୁ ୩୦ ତାରିଖ ଯାଏଁ ଲୋକେ ପାଇବେ ମାଗଣା ଚିକିତ୍ସା ସୁବିଧା ।

ଅନୁଗୋଳ: ଭାରତ ତଥା ସାରା ବିଶ୍ୱର ପ୍ରଥମ ହସପିଟାଲ ଇନ ଟ୍ରେନ ଏବେ ଅନୁଗୋଳରେ। ଆସନ୍ତା ୧୫ତାରିଖରୁ ୩୦ତାରିଖ ପର୍ଯ୍ୟନ୍ତ ଏହି ଟ୍ରେନ ଅନୁଗୋଳ ଷ୍ଟେସନରେ ରହିବ।…

ଆଞ୍ଚଳିକ ଓଡିଶା ତାଜା ଖବର

ଅନୁଗୋଳ ରେ SBI ଖୋଲିଲା ସମ୍ପତ୍ତି ଓ ମଧ୍ୟମ ଉଦ୍ୟୋଗ କେନ୍ଦ୍ର ।

ଅନୁଗୋଳ: ଗୁରୁବାର ପୂର୍ବାହ୍ନରେ ଅନୁଗୁଳ ଗାନ୍ଧି ମାର୍ଗ ଶିମିଳିପଡ଼ାଠାରେ ଏସ୍‌ବିଆଇ ପକ୍ଷରୁ ଖୁଚୁରା ସମ୍ପତ୍ତି ଓ ମଧ୍ୟମ ଉଦ୍ୟୋଗ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏସ୍‌ବିଆଇ ଓଡ଼ିଶା ସର୍କଲର…

କ୍ରିଡା ତାଜା ଖବର

ଭାରତ ଓ ନିଉଜିଲାଣ୍ଡ୍‌ ଟି-୨୦ ଓ ଟେଷ୍ଟ୍‌ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ ।

ନୂଆଦିଲ୍ଲୀ: ଭାରତ ଓ ନିଉଜିଲାଣ୍ଡ୍‌ ମଧ୍ୟରେ ନଭେମ୍ବର ୧୭ରେ ଆରମ୍ଭ ହେବାକୁ ଥିବା ଟି-୨୦ ଓ ଟେଷ୍ଟ ସିରିଜରେ ରୋହିତ ଶର୍ମା ଭାରତର ନେତୃତ୍ବ ନେବେ ବୋଲି…

ଓଡିଶା ତାଜା ଖବର ଦେଶ ବିଦେଶ

ଓଡ଼ିଶା-ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ, ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ‌ହେଲା ଆଲୋଚନା.

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ଆନ୍ଧ୍ରପ୍ରଦେଶ ସମକକ୍ଷ ୱାଇ ଏସ୍‌ ଜଗନମୋହନ ରେଡ୍ଡିଙ୍କ ମଧ୍ୟରେ ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ବୈଠକ ହୋଇଛି।…

ଓଡିଶା ତାଜା ଖବର

ଆସନ୍ତା ୨୫ ତାରିଖ ଠାରୁ ଟାଟା ଷ୍ଟିଲ ବିଏସଏଲ ସମ୍ମୁଖରେ ଆନ୍ଦୋଳନ କରିବ ଆଞ୍ଚଳିକ ଶିଳ୍ପାଞ୍ଚଳ କ୍ଷତିଗ୍ରସ୍ତ ପ୍ରଜାସଙ୍ଘ ।

ଚଳିତ ମାସ ଆସନ୍ତା  ୨୫ତାରିଖ ଠାରୁ ଟାଟା ଭୂଷଣ ଷ୍ଟିଲ ସମ୍ମୁଖରେ ଆନ୍ଦୋଳନ ଆରମ୍ଭ କରାଯିବ। କାରଖାନାକୁ ସମ୍ପୂର୍ଣ୍ଣ ଅଚଳ କରିଦିଆଜିବ ବୋଲି ଚେତାବନୀ ଦେଇଛି ଆଞ୍ଚଳିକ…

ତାଜା ଖବର ମନୋରଞ୍ଜନ

ସୂର୍ଯ୍ୟବଂଶୀ କଲା ଧମାଲ, ଗୋଟିଏ ଦିନରେ ରୋଜଗାର ୨୫କୋଟିରୁ ଅଧିକ ।

ମୁମ୍ବାଇ: ଦୀପାବଳିର ଶୁଭ ଅବସରରେ ରିଲିଜ୍ ହୋଇଥିଲା ବହୁ ପ୍ରତିକ୍ଷିତ ହିନ୍ଦୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ । ଅକ୍ଷୟ-କ୍ୟାଟ୍ରିନାଙ୍କ ରୋମାନ୍ସ ସହ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଜବରଦସ୍ତ ଆକ୍ସନ…

ଓଡିଶା ତାଜା ଖବର

ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଜାରି: ବଢିଲା ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା।

ଭୁବନେଶ୍ବର: ରାଜ୍ୟରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା ବଢ଼ିଛି। ଏନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଚଳିତ ମାସଠାରୁ ବର୍ଦ୍ଧିତ ଦରମା ଲାଗୁ ହେବା ନେଇ…

ଓଡିଶା ତାଜା ଖବର ରାଜନୀତି

ବିଜେଡି ଛାଡିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ।

ଅନୁଗୋଳ : ବିଜେଡି ଛାଡିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ ।  ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟରୁ ସେ  ଇସ୍ତଫା ଦେଇଛନ୍ତି। ଅନୁଗୋଳ ଠାରେ ସାମ୍ବାଦିକ…

ଓଡିଶା ତାଜା ଖବର

କୁଚିଣ୍ଡାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର:ସମ୍ବଲପୁର ଜିଲ୍ଲାର କୁଚିଣ୍ଡାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଠାରେ ୪୪୫ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ…

ଆଞ୍ଚଳିକ ଓଡିଶା ତାଜା ଖବର

ଓ.ପି. ଜିନ୍ଦଲ ସ୍କୁଲ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ଅନୁଗୋଳ: ଓ.ପି. ଜିନ୍ଦଲ ସ୍କୁଲ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ । ଆୟୋଜିତ ଉତ୍ସବରେ “ଭାରତର ଲୌହ ମାନବ” ଶ୍ରୀ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ଫଟୋ…

ଆଞ୍ଚଳିକ ଓଡିଶା ତାଜା ଖବର

ଜିନ୍ଦଲରେ ଉଦଯାପିତ ହେଲା ଫୁଟସଲ ୨୦୨୧

ଅନୁଗୋଳ: ଜିନ୍ଦଲ ଅଫିସର୍ସ କ୍ଲବ ଦ୍ଵାରା ଆୟୋଜିତ ହୋଇଥିବା ଆନ୍ତଃବିଭାଗୀୟ ବାର୍ଷିକ ଫୁଟବଲ ଟୁର୍ନାମେଣ୍ଟ ଫୁଟସଲ ୨୦୨୧ ବିଜେତା ଭାବରେ ଜୋସ ଦଳ ଟ୍ରଫି ହାସଲ କରିଅଛି…

ଓଡିଶା ତାଜା ଖବର

ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ଦୀପାବଳିରେ ଫୁଟିପାରିବ ‘ଗ୍ରୀନ କ୍ରାକର’

ଭୁବନେଶ୍ବର : ଏଥର ଦୀପାବଳିରେ କେବଳ ପରିବେଶ ଅନୁକୂଳ ବାଣ ବା ଗ୍ରୀନ କ୍ରାକର ଫୁଟାଇବାକୁ ଓଡ଼ିଶା ହାଇକୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ଏହା ଫଳରେ…