ଓଡିଶା ତାଜା ଖବର

ଦୀପାବଳିରେ ବନ୍ଦ ରହିବ ଜଗା ଦର୍ଶନ, ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଜାରି ହେବ ୧୪୪ଧାରା

ପୁରୀ: ଆସନ୍ତା ୪ ତାରିଖରେ ଅର୍ଥାତ ଦୀପାବଳି ଦିନ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ଏଥି ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ୧୪୪ଧାରା ଜାରି ହେବ। ପରମ୍ପରା…

କ୍ରିଡା ତାଜା ଖବର

ଆଇସିସି ଟି-୨୦ ବିଶ୍ୱକପ୍: ଆଜି ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ।

ଦୁବାଇ: ଚଳିତ ଆଇସିସି ଟି-୨୦ ବିଶ୍ବକପ୍‌ରେ ରବିବାର ସୁପର୍‌-୧୨ ପର୍ଯ୍ୟାୟ ଗ୍ରୁପ୍‌-୨’ର ଏକ ଗୁରୁତ୍ଵପୂର୍ଣ୍ଣ ମୁକାବିଲାରେ ଆଜି ଭାରତ ଓ ନ୍ୟୁଜିଲାଣ୍ଡ ପରସ୍ପର ସାମ୍ନାସାମ୍ନି ହେବାକୁ ଯାଉଛନ୍ତି…

ଓଡିଶା ତାଜା ଖବର

ଦରଦାମ ବୃଦ୍ଧି ପ୍ରତିବାଦରେ ରାଜଭବନ ଆଗରେ ବିଜେଡିର ବିକ୍ଷୋଭ ଓ ଧାରଣା।

ଭୁବନେଶ୍ୱର: ଦରବୃଦ୍ଧି ପ୍ରତିବାଦରେ ଆଜି ବିଜେଡି ରାସ୍ତାକୁ ଓହ୍ଲାଇଛି। ପାର୍ଟି ଅଫିସରୁ ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତାମାନେ ରାଜଭବନ ଅଭିମୁଖେ ରାଲି କରିଛନ୍ତି।…

ଓଡିଶା ତାଜା ଖବର

ଏଥର ଆପ୍ ମାଧ୍ୟମରେ ଅନଲାଇନରେ ହେବ ଭୋଟର ତାଲିକା ସଂଶୋଧନ

ଭୁବନେଶ୍ବର: ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ସୂଚନା ଦେଇଛନ୍ତି। ସେ…

ଓଡିଶା ତାଜା ଖବର

ରାଜ୍ୟରେ ହେବ ୩୪ ଶିଶୁ ଅନୁକୂଳ ପୋଲିସ ଷ୍ଟେସନ, ରହିବ ସ୍ବତନ୍ତ୍ର ବ୍ୟବସ୍ଥା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ୩୪ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ (Child Friendly Police Station) ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ…

ଓଡିଶା ତାଜା ଖବର

ହାତ ଛାଡିବା ପରେ ଶଙ୍ଖ ଧରିବେ ଆଦିବାସୀ ନେତା ପ୍ରଦୀପ ମାଝୀ

ନବରଙ୍ଗପୁର: ବିଜେଡିରେ ଯୋଗଦେବେ ପ୍ରଦୀପ ମାଝୀ। ଏକଥା ଆଜି ସ୍ପଷ୍ଟ କରିଛନ୍ତି ନିଜେ ପୂର୍ବତନ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ। ଏନେଇ ଆଜି ନବରଙ୍ଗପୁରରେ ଅନୁଷ୍ଠିତ…

କ୍ରିଡା ତାଜା ଖବର

ଟି-୨୦ ବିଶ୍ବକପ୍ : ୫ ଓ୍ବିକେଟରେ ଅଷ୍ଟ୍ରେଲିଆ ବିଜୟୀ

ଆବୁଧାବି : ଆଜି ଠାରୁ ଆରମ୍ଭ ହୋଇଯାଇଛି ଟି-୨୦ ବିଶ୍ୱକପ୍ । ଉଦ୍ଘାଟନୀ ମୁକାବିଲାରେ ସାଉଥ୍ ଆଫ୍ରିକାକୁ ପରାସ୍ତ କରି ନିଜର ଅଭିଯାନ ଆରମ୍ଭ କରିଛି ଅଷ୍ଟ୍ରେଲିଆ…

ତାଜା ଖବର ମନୋରଞ୍ଜନ

ଓଃ ମାଇ ଗଡ- ୨ ଫିଲ୍ମର ଫାର୍ଷ୍ଟ ଲୁକ୍ ଜାରି:ଏଥର କୃଷ୍ଣ ନୁହେଁ ଭଗବାନ ଶିବଙ୍କ ଅବତାରରେ ନଜର ଆସିବେ ଅକ୍ଷୟ

ମୁମ୍ବାଇ: ଓଃ ମାଇ ଗଡ- ୨ ଫିଲ୍ମର ଆଜି ଫାର୍ଷ୍ଟ ଲୁକ୍ ଜାରି ହୋଇଛି । ଫିଲ୍ମର ହିରୋ ଅକ୍ଷୟ କୁମାର ଏ ସମ୍ପର୍କରେ ଆଜି ଟ୍ବିଟ…

ଓଡିଶା ତାଜା ଖବର

କନ୍ଧମାଳକୁ ଛୁଇଁଲା ପହିଲି ଶୀତର ପରଶ

ଫୁଲବାଣୀ: କନ୍ଧମାଳ ଜିଲ୍ଲାକୁ ଛୁଇଁଛି ପହିଲି ଶୀତର ପରଶ। ଘନ କୁହୁଡ଼ି ଘେରରେ ସମଗ୍ର ପାହାଡ଼ି ଅଞ୍ଚଳ ଆଚ୍ଛାଦିତ ହୋଇଛି। ଗତ ଦୁଇତିନି ଦିନ ହେଲା ଜିଲ୍ଲାରେ…

କ୍ରିଡା ତାଜା ଖବର ଦେଶ ବିଦେଶ

ଜୁଲାଇ ୨୦୨୨ରେ ଖେଳାଯିବ ଭାରତ-ଇଂଲଣ୍ଡ ସିରିଜର ୫ମ ଟେଷ୍ଟ ମ୍ୟାଚ

ଲଣ୍ଡନ : କୋଭିଡ୍ ସଂକ୍ରମଣ ଯୋଗୁଁ ଗତ ମାସରେ ସ୍ଥଗିତ ରହିଥିବା ଭାରତ-ଇଂଲଣ୍ଡ ଦ୍ବିପାକ୍ଷିକ ସିରିଜର ୫ମ ଟେଷ୍ଟ ମ୍ୟାଚ ଆସନ୍ତା ବର୍ଷ ଜୁଲାଇ ମାସରେ ହେବ…

ଓଡିଶା ତାଜା ଖବର

ଚଳିତ କାର୍ତ୍ତିକ ମାସର ପ୍ରଥମ ସୋମବାର ଧବଳେଶ୍ଵରଙ୍କ ପୀଠରେ ଲାଗିବ ୧୪୪ ଧାରା ।

କଟକ: କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠରେ ଲାଗିବ ୧୪୪ ଧାରା ।  ଚଳିତ କାର୍ତ୍ତିକ ମାସର ପ୍ରଥମ ସୋମବାରକୁ ନଜରରେ ରଖି ପ୍ରଶାସନ…

ଓଡିଶା ତାଜା ଖବର

ବିନା ଛୁଞ୍ଚିରେ ଟିକା ନେବେ ଶିଶୁ

ଭୁବନେଶ୍ବର:  ଶିଶୁମାନେ ବିନା ଛୁଞ୍ଚିରେ ଟିକା ନେବେ ବୋଲି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଶିଶୁମାନେ ଦୁଇଟି ଟିକା ନେବା…