ଓଡିଶା ତାଜା ଖବର ମନୋରଞ୍ଜନ

ମହିମା ମହୋତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ।

ଅନୁଗୋଳ: ଅନୁଗୋଳ ସହର ଉପକଣ୍ଠ ଅଙ୍ଗାରବନ୍ଧ ଠାରେ ହେବାକୁ ଥିବା ମାଘ ମେଳା ଓ ମହିମା ଆନ୍ତର୍ଜାତୀୟ ମହୋତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଗୋଳ…

କ୍ରିଡା ତାଜା ଖବର

ଅନ୍ତର୍ଜାତୀୟ ତାଇକୋଣ୍ଡୋରେ ଭାଗନେବେ ଅନୁଗୋଳ ର ଶ୍ରେୟାଂଶ।

ଭୁବନେଶ୍ୱର : ଚଲିତ ମାସ ୨୮ ତାରିଖ ଠାରୁ ଆସନ୍ତା ମାସ ୨ତାରିଖ ପର୍ଯ୍ୟନ୍ତ  ହେବାକୁ ଯାଉଥିବା ଅନ୍ତର୍ଜାତୀୟ ସ୍ତରୀୟ ତାଇକୋଣ୍ଡୋ ପ୍ରତିୟୋଗିତା ରେ ଭାଗ ନେବେ…

ଓଡିଶା ତାଜା ଖବର ମନୋରଞ୍ଜନ

ଲୋକାର୍ପିତ ହେଲା ଅନୁଗୋଳ ର ପ୍ରଥମ FM ରେଡ଼ିଓ , “ରେଡ଼ିଓ ସର୍ବୋଦୟ”

ଅନୁଗୋଳ : ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ଗାନ୍ଧୀବାଦୀ ସଙ୍ଗଠନ ଉତ୍କଳ ଗାନ୍ଧୀ ସ୍ମାରକ ନିଧି ପକ୍ଷରୁ ପ୍ରତିଷ୍ଠିତ 89.6 FM ରେଡ଼ିଓ ସର୍ବୋଦୟ ଆଜି ଅନୁଗୁଳର ଐତିହାସିକ…

ଓଡିଶା ତାଜା ଖବର

ବିଦ୍ୟୁତ ସ୍ମାର୍ଟ ମିଟର ବସାଇବା ନିଷ୍ପତ୍ତି ସମ୍ପୂର୍ଣ୍ଣ ବାତିଲ ଦାବି ।  ବିଦ୍ୟୁତ ଉପଭୋକ୍ତା ସଂଘ ର ପ୍ରତିବାଦ।

ଅନୁଗୋଳ :  ରାଜ୍ୟ ସରକାରଙ୍କ ନିଦେ୍ର୍ଦଶରେ ବିଦୁ୍ୟତ୍ ବିତରଣ କମ୍ପାନୀ ଟାଟା ପାୱାର ପକ୍ଷରୁ ବିଦୁ୍ୟତ୍ ଉପଭୋକ୍ତାଙ୍କ ଘରେ ପ୍ରିପେଡ୍ ସ୍ମାର୍ଟ ମିଟର ବସାଇବା ନିଷ୍ପତ୍ତି ସମ୍ପୂର୍ଣ୍ଣ…

ଓଡିଶା ତାଜା ଖବର

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ତ୍ରିରଙ୍ଗା ପତାକା ଦିବସ ପାଳିତ।

ଅନୁଗୋଳ : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ପକ୍ଷରୁ ଅନୁଗୋଳ ପ୍ଲାଣ୍ଟ ପରିସରରେ ଦେଶପ୍ରେମର ଉତ୍ସାହ ସହିତ ତ୍ରିରଙ୍ଗା ପତାକା ଦିବସ ପାଳିତ ହୋଇଛି ।…

ଓଡିଶା ତାଜା ଖବର

ସ୍ମାର୍ଟ ମିଟର କୁନେଇ ଦ୍ଵନ୍ଦ! ମିଟର ବସାଇବା ବନ୍ଦ ଦାବିରେ ଆନ୍ଦୋଳନ କରିବ ବିଦ୍ୟୁତ ଉପଭୋକ୍ତା ସଙ୍ଘ ।

ଅନୁଗୋଳ :  ବିଦୁ୍ୟତ୍ ବିତରଣ କମ୍ପାନୀ ଟାଟା ପାୱାର ପକ୍ଷରୁ ବିଦୁ୍ୟତ୍ ଉପଭୋକ୍ତାଙ୍କ ଘରେ ବଳପୂର୍ବକ ପ୍ରିପେଡ୍ ସ୍ମାର୍ଟ ମିଟର ବସାଇବା ବନ୍ଦ କରିବା, ବିଦୁ୍ୟତ୍ ଶୁଳ୍କ…

ଓଡିଶା କ୍ରିଡା ତାଜା ଖବର

ଜିନ୍ଦଲ ପ୍ରିମିୟର ଲିଗ: ଏକ୍ସଷ୍ଟ୍ରିମ ଏସଏମଏସ ଇଣ୍ଡିଆ ଚାମ୍ପିୟନ

ଅନୁଗୋଳ : ଗତ ଏକ ମାସ ଧରି ଅନୁଗୋଳ ଜିନ୍ଦଲ ନଗରରେ ଚାଲିଥିବା ଜିନ୍ଦଲ ପ୍ରିମୟର ଲିଗ ୨୦୨୪-୨୫ ଉଦଯାପିତ ହୋଇଛି । ଜିନ୍ଦଲ ଷ୍ଟିଲ ଆଣ୍ଡ…

ଓଡିଶା ତାଜା ଖବର

ଅନୁଗୋଳ ରେ ଖୁବଶୀଘ୍ର ଆରମ୍ଭ ହେବ FM ରେଡି,”ରେଡ଼ିଓ ସର୍ବୋଦୟ”।

ଅନୁଗୋଳ : ଅନୁଗୋଳ ଜିଲ୍ଲାରେ ପ୍ରଥମ କରି ଏକ ଗୋଷ୍ଠୀ ବେତାର କେନ୍ଦ୍ର ଆରମ୍ଭ ହେବାକୁ ଯାଉଛି । ଆଗାମୀ ଜାନୁଆରୀ ୨୪ ତାରିଖରେ ଅନୁଗୋଳ ସ୍ଥିତ…

ଓଡିଶା କ୍ରିଡା ତାଜା ଖବର

ଇଣ୍ଟର୍ ସ୍କୁଲ୍ ତାଇକୋଣ୍ଡୋ ପୁମ୍ସେ ପ୍ରତିଯୋଗିତାରେ ଅନୁଗୋଳ ଜିଲ୍ଲାକୁ ୯ ପଦକ

ଭୁବନେଶ୍ୱର : ଭୁବନେଶ୍ୱର ରେ ଆୟୋଜିତ ଇଣ୍ଟର ସ୍କୁଲ ଟାଇକୋଣ୍ଡ ପୁଂସେ ପ୍ରତିଯୋଗୀ ତାରେ ଅନୁଗୋଳ ଜିଲା କୁ ୯ ଟି ପଦକ ମିଳିଛି ।ଚଳିତ ମାସ…

ଓଡିଶା କ୍ରିଡା ତାଜା ଖବର

ରାଜ୍ୟ ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଅନୁଗୋଳ  ଜିଲ୍ଲାକୁ ୩୨ ପଦକ।

ଅନୁଗୋଳ: ଗତମାସ  ୨୭ତାରିଖ ରୁ ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ୨୧ ତମ ରାଜ୍ୟ ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ରେ ଅନୁଗୋଳ ଜିଲା ର ପ୍ରତିଯୋଗୀ ମାନେ…

କ୍ରିଡା ତାଜା ଖବର

ଜାତୀୟ  ଜୁଡୋ ପ୍ରତିଯୋଗିତାରେ ଭାଗ ନେବେ ଅନୁଗୋଳର ଝିଅ ଶ୍ରଦ୍ଧାଞ୍ଜଳି।

ଅନୁଗୋଳ :ଚଳିତ ମାସ ୦୪/୦୧/୨୦୨୫ ରିଖ ଠାରୁ ୦୮/୦୧/୨୦୨୫ ରିଖ ପଯ୍ୟନ୍ତ ଜାତୀୟ ସ୍ତରୀୟ ଜୁଡୋ ପ୍ରତିଯୋଗିତା ଦିଲ୍ଲୀ ଠାରେ ଅନୁଷ୍ଠିତ ହେବାକୁ ଯାଉ ଅଛି।ନିକଟରେ ହୋଇଥିବା…

ଓଡିଶା ତାଜା ଖବର

ହିନ୍ଦୁରାଷ୍ଟ୍ର ମହାଧିବେଶନ ରେ ଯୋଗ ଦେବେ ଜଗତଗୁରୁ ଶଙ୍କରାଚାର୍ଯ୍ୟ।

ତାଳଚେର  : ଆସନ୍ତା ଜାନୁଆରୀ 1 ରେ ତାଳଚେର ଦେଉଳବେଡା ଦୁର୍ଗା ମଣ୍ଡପ ଠାରେ ପ୍ରଥମ ବିଶାଳ ହିନ୍ଦୁରାଷ୍ଟ ମହା ଅଧିବେଶନ ଅନୁଷ୍ଠିତ ହେବ |ଜଗତ ଗୁରୁ…