ଖବର ଏବେ ଏବେ

ଓଡିଶା ତାଜା ଖବର ଦେଶ ବିଦେଶ

କେରଳ ଛୁଇଂଲା ଦକ୍ଷିଣ-ପଶ୍ଚିମ ମୌସୁମୀ।

ନୂଆଦିଲ୍ଲୀ: ଶେଷ ହୋଇଛି ମୌସୁମୀର ଅପେକ୍ଷା । ପ୍ରଚଣ୍ଡ ଖରା ତାତିକୁ ନେଇ ଦେଶବାସୀ ହନ୍ତସନ୍ତ ହେଉତିବା ବେଳେ ପାଣିପାଗ ବିଭାଗ ଦେଇଛି ଏକ ଆଶ୍ୱସ୍ତିକର ଖବର ।…

ଓଡିଶା ତାଜା ଖବର

ଏଣିକି ପୁରୁଣା ଗାଡ଼ିରେ ବି ହାଇସିକ୍ୟୁରିଟି ନମ୍ବର ବାଧ୍ୟତାମୂଳକ

ଭୁବନେଶ୍ବର : ଏଣିକି ଆଉ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍‌ ଫ୍ଲେଟ୍‌(ଏଚ୍‌ଏସ୍‌ଆର୍‌ପି) ବିନା କୌଣସି ଗାଡ଼ି ରାସ୍ତାରେ ଗଡ଼ିପାରିବ ନାହିଁ। ଏଣିକି ନୂଆ ପୁରୁଣା ସମସ୍ତ ଗାଡ଼ି ଏହି…

କ୍ରିଡା ତାଜା ଖବର

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ଓ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ ପାଇଁ ଭାରତୀୟ କ୍ରିକେଟ୍ ଦଳ ଘୋଷଣା .

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ଓ ଇଂଲଣ୍ଡ ବିପକ୍ଷରେ ଗତ ବର୍ଷଠାରୁ ସ୍ଥଗିତ ଥିବା ଟେଷ୍ଟ ମ୍ୟାଚ୍‌ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷଣା…

ଆଞ୍ଚଳିକ ଓଡିଶା ତାଜା ଖବର

Talcher Thermal ଦ୍ୱାରା ଉଦଘାଟନ ହେଲା ବାଳିକା ସଶକ୍ତିକରଣ ମିଶନ କର୍ମଶାଳା

ତାଳଚେର : NTPC-Talcher Thermal ଦ୍ୱାରା ବହୁ ପ୍ରତିକ୍ଷୀତ ବାଳିକା ସଶକ୍ତିକରଣ ମିଶନ କାର୍ଯ୍ୟଶାଳା ର ଶୁଭ ଉଦଘାଟନ ଆଜି ତାଳଚେର ଥର୍ମାଲ ର ED ଶ୍ରୀଯୁକ୍ତ…

ତାଜା ଖବର ଦେଶ ବିଦେଶ

ଶସ୍ତା ହେଲା ପେଟ୍ରୋଲ-ଡିଜେଲ, ତୈଳ ଦର ଉପରେ ଉତ୍ପାଦନ ଶୁଳ୍କ କମାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ମିଳିଲା ବଡ ଆଶ୍ବସ୍ତି। ତେଲ ଦର ବୃଦ୍ଧିକୁ ନେଇ ଚିନ୍ତାରେ ଥିବା ଜନତାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ପେଟ୍ରୋଲ…

ଓଡିଶା କ୍ରିଡା ତାଜା ଖବର

ହଟିଲା କଟକଣା,ଶତ ପ୍ରତିଶତ ଦର୍ଶକ ରେ ହେବ କଟକ ବାରବାଟୀ ରେ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି ।

କଟକ : କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସିର ଖବର।ବାରବାଟୀରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚକୁ ଦେଖିବେ ପୂର୍ଣ୍ଣ ଦର୍ଶକ ।ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବେଶ ଉପରେ ରହିଥିବା…

ଓଡିଶା ତାଜା ଖବର ଦେଶ ବିଦେଶ

 ଏଥର ଭକ୍ତଙ୍କ ଗହଣରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା .

ପୁରୀ: ଚଳିତ ବର୍ଷ ଭକ୍ତଙ୍କ ଗହଣରେ ହେବ ମହାପ୍ରଭୁଙ୍କ ସ୍ନାନ ଯାତ୍ରା। ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିପାର‌ିବେ ଭକ୍ତ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଦଇତାପତି…

ଓଡିଶା ତାଜା ଖବର

ନୂଆରୂପ ନେଲା ତାରାତାରିଣୀ ପୀଠ: ମୁଖ୍ୟ ପୁରୋଧା ଭାବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ।

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆଜି ଉତ୍ସବ ମୁଖରିତ। ଜିଲ୍ଲାର ସବୁ ରାସ୍ତା ଆଜି ଯାଇ ପହଞ୍ଚିଛି ମା ତାରାତାରିଣୀଙ୍କ ପୀଠରେ। ଲୋକଙ୍କ ସୁଅ ଛୁଟିଛି ରତ୍ନଗିରି ପାହାଡକୁ,…

ଓଡିଶା ତାଜା ଖବର

ଟ୍ରାକକୁ ଫେରୁଛି ଶୈକ୍ଷିକ ବାତାବାରଣ: ନିଯୁକ୍ତି ପାଇଲେ ୯୩୦ ନୂଆ ଅଧ୍ୟାପକ ଓ ଅଧ୍ୟାପିକା

ଭୁବନେଶ୍ୱର: ପୁଣି ଟ୍ରାକକୁ ଫେରିବ କରୋନାରେ ଧିମା ପଡ଼ିଥିବା ରାଜ୍ୟ ଶୈକ୍ଷିକ ବାତାବାରଣ । ଆରମ୍ଭ ହୋଇଯାଇଛି ଅଧ୍ୟାପକ ନିଯୁକ୍ତି ପ୍ରକିୟା । ଆଜି ଷ୍ଟେଟ ସିଲେକ୍ସନ ବୋର୍ଡ…

ଓଡିଶା ତାଜା ଖବର ଦେଶ ବିଦେଶ

ପୁରୀରୁ ୩.୧୯୨ କିଲୋଗ୍ରାମ୍ ବ୍ରାଉନସୁଗାର ଜବତ: ୩ ଅଭିଯୁକ୍ତ ଗିରଫ

ପୁରୀ: ପୁରୀ ମଙ୍ଗଳାଘାଟ ଛକରୁ ୩ କେଜି ବ୍ରାଉନସୁଗାର ଜବତ କରାଯିବା ସହ ଏହି ମାମଲାରେ ତିନିଜଣଙ୍କୁ ଗିରଫ କରାଯାଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୩ କୋଟି…

ଓଡିଶା ତାଜା ଖବର

ଟଙ୍କା ଧରି ଯାଉଥିବା ବେଳେ ରାୟଗଡ଼ା ଅବକାରୀ ଅଧୀକ୍ଷକ ଭିଜିଲାନ୍ସ ଦ୍ବାରା ଗିରଫ।

ରାୟଗଡ଼ା : ଗିରଫ ହୋଇଛନ୍ତି ରାୟଗଡ଼ା ଅବକାରୀ ଅଧିକ୍ଷକ । ଅବକାରୀ ଅଧିକ୍ଷକ ନିନା ବେଉରାଙ୍କୁ ଭିଜିଲାନ୍ସ ଗିରଫ କରିଥିବା ଜଣାପଡ଼ିଛି । ନିନାଙ୍କ ଗାଡ଼ିକୁ ପିଛା…

ଓଡିଶା ତାଜା ଖବର

ଲାଞ୍ଚୁଆଙ୍କୁ ଧରିବା ପରିବର୍ତ୍ତେ ନିଜେ ନେଉଥିଲେ ଲାଞ୍ଚ, ଭିଜିଲାନ୍ସ ଇନସପେକ୍ଟରଙ୍କୁ ବାନ୍ଧିଲା ଭିଜିଲାନ୍ସ.

ସମ୍ବଲପୁର: ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଅଧିକାରୀ । ଲାଞ୍ଚ ନେବା ବେଳେ ଧରାପଡ଼ିଲେ ସମ୍ବଲପୁର ଭିଜିଲାନ୍ସ ଡିଭିଜନ ୟୁନିଟର ଇନ୍ସପେକ୍ଟର ମାନସୀ ଜେନା । ୧୦ ଲକ୍ଷ…