ଖବର ଏବେ ଏବେ

ଓଡିଶା କ୍ରିଡା ତାଜା ଖବର

ହକି ବିଶ୍ଵକପ-୨୦୨୩ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ହକିି ବିଶ୍ବକପ୍‌ ଲୋଗୋ-୨୦୨୩କୁ ଉନ୍ମୋଚନ କରିଛନ୍ତି। ୨୦୨୩ ଜାନୁଆରି ୧୩ଠାରୁ ୨୯ ପର୍ଯ୍ୟନ୍ତ  ବିଶ୍ଵକପ୍‌ ଖେଳାଯିବ। ଭୁବନେଶ୍ବରସ୍ଥିତ କଳିଙ୍ଗ…

ଆଞ୍ଚଳିକ ଓଡିଶା ତାଜା ଖବର

JSPLପକ୍ଷରୁ ଶ୍ରୀ ଓମ ପ୍ରକାଶ ଜିନ୍ଦଲଙ୍କ ୧୭ତମ ପୂଣ୍ୟତିଥି ପାଳିତ.

ଅନୁଗୋଳ : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ଅନୁଗୋଳ ପକ୍ଷରୁ ଓପି ଜିନ୍ଦଲ ଗୃପର ପ୍ରତିଷ୍ଠାତା ଶ୍ରୀ ଓମ ପ୍ରକାଶ ଜିନ୍ଦଲ (ବାଉଜି)ଙ୍କ ୧୭ତମ ପୂଣ୍ୟତିଥି…

ଆଞ୍ଚଳିକ ଓଡିଶା ତାଜା ଖବର

ଦଇତ୍ଵ ନେଲେ ଅନୁଗୋଳ ପୌରଅଧକ୍ଷ ଅକ୍ଷୟ ସାମନ୍ତ  

ଅନୁଗୋଳ: ପୌରଅଧକ୍ଷ ଦାଇତ୍ୱ ନେଲେ ନବ ନିର୍ବାଚିତ ପୌରଅଧକ୍ଷ। ଅନୁଗୋଳ ପୌରପାଳିକାର ଅଧକ୍ଷ ଭାବେ ଅକ୍ଷୟ ସାମନ୍ତ ଆଜି ଦାଇତ୍ୱ ନେଇଛନ୍ତି । ଏକ ଶୋଭାଯାତ୍ରାରେ ଅକ୍ଷୟ…

ଓଡିଶା ତାଜା ଖବର ଦେଶ ବିଦେଶ

ଏପ୍ରିଲ ପହିଲାରେ ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା,ଓଡ଼ିଶାରୁ ଯୋଗଦେବେ ୨୬୦୦୦ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ।

ନୂଆଦିଲ୍ଲୀ :  ଆସନ୍ତା ଏପ୍ରିଲ ୧ ତାରିଖ ପୂର୍ବାହ୍ନ ୧୧ଟାରେ ନୂଆଦିଲ୍ଲୀର ତାଲକଟୋରା ଷ୍ଟାଡ଼ିୟମରେ ‘ପରୀକ୍ଷା ପେ ଚର୍ଚ୍ଚା’ର ପଂଚମ ସଂସ୍କରଣ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

ଓଡିଶା ତାଜା ଖବର

ଖରା ପାଇଁ ବଦଳିଲା ସ୍କୁଲ ସମୟ:ଏପ୍ରିଲ ୨ରୁ ସକାଳୁଆ ସ୍କୁଲ.

ଭୁବନେଶ୍ବର: ସଂପ୍ରତି ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଏବେ ସ୍କୁଲ ସମୟରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ଗ୍ରୀଷ୍ମ ପ୍ରବାହ ବଢ଼ିବାକୁ ଥିବା…

ଓଡିଶା ତାଜା ଖବର ଦେଶ ବିଦେଶ

ସଂସଦ ଭବନରେ ଦଳୀୟ ସାଂସଦଙ୍କୁ ଭେଟିଲେ ନବୀନ, ଓଡ଼ିଶା ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗକୁ ସଂସଦରେ ଉଠାଇବାକୁ ନେଇ କଲେ ଆଲୋଚନା

ନୂଆଦିଲ୍ଲୀ: ରାଜ୍ୟ ସ୍ବାର୍ଥକୁ ସର୍ବାଧିକ ଗୁରୁତ୍ବ ଦିଅ । ସଂସଦରେ ଓଡ଼ିଶା ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗକୁ ଶାଣିତ ସ୍ୱରରେ ଉଠାଅ । ବିଜୁ ଜନତା ଦଳର ସାଂସଦମାନଙ୍କୁ…

ଆଞ୍ଚଳିକ ଓଡିଶା ତାଜା ଖବର

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ: ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ

ଅନୁଗୋଳ : ଲାଞ୍ଚନେଇ ଧରାପଡ଼ିଲେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ସହକାରୀ ନିର୍ବାହି ଯନ୍ତ୍ରି । ଅନୁଗୋଳ ଜିଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ସହକାରୀ ନିର୍ବାହି…

ଆଞ୍ଚଳିକ ଓଡିଶା ତାଜା ଖବର

ବିଜେଡ଼ି ର ବାଜିମାତ, ଅନୁଗୋଳ ରେ ଅକ୍ଷୟ, ତାଳଚେରରେ ପବିତ୍ର ଓ ଆଠମଲ୍ଲିକ ରେ ଆଶାକୁମାରୀ ବିଜୟୀ     

ଅନୁଗୋଳ: ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ମଧ୍ୟ ଶାସକ ବିଜୁ ଜନତା ଦଳ (ବିଜେଡି)ର ବଡ଼ ବିଜୟ ହୋଇଛି। ଆଜି ଗଣତି ହେଉଥିବା ରାଜ୍ୟର ୧୦୫ଟି…

ଆଞ୍ଚଳିକ ଓଡିଶା ତାଜା ଖବର

ପୌର ନିର୍ବାଚନ: ଇଭିଏମରେ ବନ୍ଦ ହେଲା ପୌରାଧ୍ୟକ୍ଷ-କାଉନସିଲରଙ୍କ ଭାଗ୍ୟ, ଅନୁଗୋଳରେ ୬୪.୩୨ % ମତଦାନ

ଅନୁଗୋଳ : ପୌର ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ ଶେଷ ହୋଇଛି। ମତଦାନ ସାବ୍ୟସ୍ତ କରିଛନ୍ତି ସହରୀ ଭୋଟର। ସକାଳ ୮ଟାରୁ ଆରମ୍ଭ ହୋଇଥିବା ମତଦାନ ପକ୍ରିୟା…

ଓଡିଶା ତାଜା ଖବର

ନବୀନ ନିବାସରୁ ଚାଲି ଚାଲି ଆସି ଭୋଟ୍‌ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୨୪/୩ : ଭୁବନେଶ୍ବରର ୫୩ ନଂ ୱାର୍ଡର ୫୪୪ ନମ୍ବର ବୁଥରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ୱାର୍ଡରେ…

ଓଡିଶା ତାଜା ଖବର

୨୫ ପରେ ଆହୁରି ବଢିବ ତାତି,୪୫ ଡିଗ୍ରୀ ଛୁଇଁବ ତାପମାତ୍ରା

ଭୁବନେଶ୍ବର : ମାର୍ଚ୍ଚ ୨୫ ତାରିଖ ପରେ ଓଡ଼ିଶାରେ ଦିନ ଓ ରାତିର ତାପମାତ୍ରା ବୃଦ୍ଧି ପାଇବା ସହ କେତେକ ଆଭ୍ୟନ୍ତରୀଣ ଜିଲ୍ଲାରେ ତାପମାତ୍ରା ୪୫ ଡିଗ୍ରୀ…