ଓଡିଶା ତାଜା ଖବର

୩ ଦିନ ତାତିରୁ ନିସ୍ତାର ନାହିଁ ; ଖୋର୍ଦ୍ଧା, ନୟାଗଡ଼ ଓ କଟକ ଜିଲା ପାଇଁ ଆଲଟ ଜାରି ।

ଭୁବନେଶ୍ବର : ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ଣ ପ୍ରବାହ ଲାଗି ରହିବ ଏନେଇ ସତର୍କ  ଜାରିକରିଛି ଭାରତୀୟ ପାଣିପାଗ ବିଭାଗ । ବିଶେଷକରି ଖୋର୍ଦ୍ଧା,…

ଓଡିଶା ତାଜା ଖବର

ପିପିଲି ଉପନିର୍ବାଚନ,ରୁଦ୍ରପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ କଲା ବିଜେଡି

ଭୁବନେଶ୍ବର:  ପିପିଲି ଉପ-ନିର୍ବାଚନରେ ବିଜେଡି ପକ୍ଷରୁ ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ କରାଯାଇଛି। ତାଙ୍କ ନାମ ଉପରେ ମୋହର ଲଗାଇଛନ୍ତି ବିଜେଡି…

କ୍ରିଡା ତାଜା ଖବର

ଭାରତ-ଇଂଲଣ୍ଡ ୨ୟ ଦିନିକିଆ,ଇଂଲଣ୍ଡ କୁ ୩୩୭ ରନର ଟାର୍ଗେଟ ଦେଲା ଭାରତ.

ପୁଣେ : ଚାଲିଥିବା ଭାରତ-ଇଂଲଣ୍ଡ ୨ୟ ଦିନିକିଆରେ ଭାରତ ଇଂଲଣ୍ଡ ଆଗରେ ୩୩୭ ରନର ବିଜୟ ଲକ୍ଷ୍ୟ ରଖିଛି ।ଆଜି ଇଂଲଣ୍ଡ ଅଧିନାୟକ  ଇଅନ ମୋର୍ଗାନ ଟସ…

ଓଡିଶା ତାଜା ଖବର ଦେଶ ବିଦେଶ

ଟିଟିପିଏସ ବନ୍ଦ ହେବା ନେଇ କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଧର୍ମେନ୍ଦ୍ର।

ଭୁବନେଶ୍ବର : ତାଳଚେର ଥର୍ମାଲ ପାଓ୍ବାର ପ୍ଲାଣ୍ଟ (ଟିଟିପିଏସ) ବନ୍ଦ ହେବାକୁ ନେଇ ରାଜ୍ୟରେ ଦଳମତ ନିର୍ବିଶେଷରେ ଚିନ୍ତା ପ୍ରକାଶ ପାଇଛି । ଗତ  ୨୨ ତାରିଖରେ…

ଓଡିଶା ତାଜା ଖବର

ନଦୀରେ ବୁଡ଼ି ୨ ଭାଇଙ୍କ ମୃତ

ଯାଜପୁର: ଯାଜପୁରରେ ଘଟିଯାଇଛି ଏକ  ଦୁଖଦ ଘଟଣା। ଖରସ୍ରୋତା ନଦୀରେ ଗାଧୋଉଥିବା ସମୟରେ ଗୋଡ଼ ଖସି ଯିବାରୁ ଦୁଇ ଭାଇଙ୍କର ମୃତ୍ୟୁ ଘଟିଛି। ଦୁଇ ଭାଇଙ୍କ ବୟସ ୧୫ରୁ…

ଓଡିଶା ତାଜା ଖବର

୩୫ ଲକ୍ଷ ଟଙ୍କା ଜମାରାଶି ଆତ୍ମସାତ କରିଥିବା ପୋଷ୍ଟମାଷ୍ଟରଙ୍କୁ ୭ ବର୍ଷ କାରାଦଣ୍ଡ .

ଭଦ୍ରକ: ୧୮୫ ଜଣ ଜମାକାରୀଙ୍କର ୩୫ ଲକ୍ଷ ଜମାରାଶି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଆହାରପଦା ଶାଖା ପୋଷ୍ଟ ଅଫିସର ତତ୍କାଳୀନ…

ଓଡିଶା ତାଜା ଖବର ଦେଶ ବିଦେଶ

TTPS କୁ ବନ୍ଦ ନ କରି ଏହାର ସଂପ୍ରସାରଣ କାର୍ଯ୍ୟ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ପତ୍ର ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ହଜାର ହଜାର ପରିବାର ଏବଂ ସ୍ଥାନୀୟ ଅର୍ଥନୀତି ପ୍ରଭାବିତ ହେବାର ଆଶଙ୍କା ଥିବାରୁ ‘ତାଳଚେର ତାପଜ ବିଦ୍ୟୁତ୍‌ କେନ୍ଦ୍ର’କୁ ବନ୍ଦ ନ କରି ଏହାର ‘ଷ୍ଟେଜ୍‌-୩…

ଓଡିଶା ତାଜା ଖବର ଦେଶ ବିଦେଶ

ଫେରିଗଲା ସାତକୋଶିଆର ବାଘୁଣୀ ସୁନ୍ଦରୀ ।

ଫେରିଲା ବାଘୁଣୀ । ସବୁ କଳ୍ପନା ଜଳ୍ପନାର ଅନ୍ତ  ଘଟାଇ ଶେଷରେ ସୁନ୍ଦରୀ ବାଘୁଣୀ  ଧରାହୋଇ ମଧ୍ୟପ୍ରଦେଶକୁ ଫେରାଇ ନିଆଯାଉଛି  । ଗତ ୨୧ତାରିଖରେ ମଧ୍ୟପ୍ରଦେଶର କାହ୍ନା…

ଓଡିଶା ତାଜା ଖବର

ମୁଖ୍ୟମନ୍ତ୍ରୀ ଙ୍କ କରୋନା ସମୀକ୍ଷା : କୋଭିଡ୍ କଟକଣା କଡାକଡି କରିବାକୁ ନିର୍ଦ୍ଦେଶ,

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର କରୋନା ସ୍ଥିତିର ସମୀକ୍ଷା କରିଛନ୍ତି । ଏକ ଉଚ୍ଚସ୍ତରୀୟ ବୈଠକରେ ବିଭିନ୍ନ ବିଭାଗର ସଚିବ, ଜିଲ୍ଳାପାଳ, ପୁଲିସ ବିଭାଗର…

ତାଜା ଖବର ଦେଶ ବିଦେଶ

ନିର୍ବାଚନ ଲଡିବାକୁ ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିଲାନି ଟିକେଟ।

କୋଲକାତା : ନିକଟରେ ବିଜେପି ରେ ଯୋଗଦେଥିବା ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ନିର୍ବାଚନ ମଇଦାନ କୁ ଛାଡି ନାହିଁ ଭାରତୀୟ ଜନତା ପାର୍ଟି । କୋଲକାତା…