ଓଡିଶା ତାଜା ଖବର

ଶିକାର ଫାଶରେ ପଡି କଲରା ପତରିଆ ର ମୃତ୍ୟୁ,ମିଳିଲା ଗଳିତ ମୃତଦେହ।ବିଭାଗ ପାଖରେ ନାହିଁ ଖବର !

ଅନୁଗୋଳ: ଫାଶରେ ପଡି ବାଘର ମୃତ୍ୟୁ। ଶିକାରୀ ଫାଶରେ ପଡି ଯାଇଛି କଲରା ପତରିଆ ର ଜୀବନ। ଅନୁଗୋଳ ଜିଲା ରେ ଆଠମଲ୍ଲିକ ବନଖଣ୍ଡ ଅଂଚଳରେ ଘଟିଛି…

ଆଞ୍ଚଳିକ ତାଜା ଖବର

ବିଜେପି ର ଗ୍ରାମକୁ ଚାଲ ଅଭିଯାନ-

ଅନୁଗୋଳ: ଅନୁଗୋଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଗୁରୁବାର ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ କର୍ମଶାଳା ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ବିଜେପି ରାଜ୍ୟ ଉପ…

ଆଞ୍ଚଳିକ ଓଡିଶା ତାଜା ଖବର

ଅନୁଗୋଳ ର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣକଲେ ମହମ୍ମଦ ଅବ୍ଦୁଲ ଅଖତର.

ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ଆଜି ପୂର୍ବାହ୍ନରେ ମହମ୍ମଦ ଅବ୍ଦୁଲ ଅଖତର ଯୋଗ ଦେଇଛନ୍ତି । ଜିଲ୍ଲାପାଳଙ୍କ ଯୋଗଦାନ ପରେ ବିଭିନ୍ନ ବିଭାଗର ଜିଲ୍ଲା…

ତାଜା ଖବର ଦେଶ ବିଦେଶ

ଅନ୍ତରୀଣ ବଜେଟ୍ ଦେଶର ୪ ସ୍ତମ୍ଭକୁ ଅଧିକ ମଜଭୁତ କରିବ: ପ୍ରଧାନମନ୍ତ୍ରୀ

ଆସନ୍ତୁ ଜାଣିବା ୧୦ଟି ପଏଣ୍ଟରେ ଅନ୍ତରୀଣ ବଜେଟ୍ ନୂଆଦିଲ୍ଲୀ: ଆଜି ସଂସଦରେ ୨୦୨୪ର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ବଜେଟ୍…

ଓଡିଶା ତାଜା ଖବର

ପିପିପି ମୋଡ୍‌‌ରେ ପ୍ରତିଷ୍ଠା ହେବ ୫ ଅତ୍ୟାଧୁନିକ ଡାକ୍ତରଖାନା

ଭୁବନେଶ୍ୱର : ପ୍ରତିଟି ଜୀବନ ମୂଲ୍ୟବାନ୍‌‌ ନୀତି ଆଧାରରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ପକ୍ଷରୁ ପ୍ରଥମ ଥର ପାଇଁ ପିପିପି…

ଓଡିଶା ତାଜା ଖବର

JSPL ଫାଉଣ୍ଡେସନ ଦ୍ଵାରା ପାଳଲହଡା ଠାରେ ବିକଶିତ ବିଜୁ ପଟ୍ଟନାୟକ ପାର୍କ ଉଦଘାଟିତ

ଅନୁଗୋଳ : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ଦାୟିତ୍ଵବୋଧ ଶାଖା ଭାବେ କାର୍ଯ୍ୟ କରୁଥିବା ଜେଏସପି ଫାଉଣ୍ଡେସନ ଏବଂ ଜିଲ୍ଲା ପ୍ରଶାସନ ଅନୁଗୋଳ ସହଯୋଗରେ ପାଳଲହଡା…

ଓଡିଶା ତାଜା ଖବର ଦେଶ ବିଦେଶ

ଓଡ଼ିଶାର ପ୍ରଜ୍ଞାପନ ମେଢ଼ କୁ ମିଳିଲା ପ୍ରଥମ ପୁରସ୍କାର,ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଦର୍ଶକଙ୍କ ମୋହିଥିଲା ମନ

ଭୁ‌ବନେଶ୍ବର: ନୂଆଦିଲ୍ଲୀସ୍ଥିତ କର୍ତ୍ତବ୍ୟ ପଥରେ ଅନୁଷ୍ଠିତ ଜାତୀୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡରେ ଓଡିଶାର ପ୍ରଜ୍ଞାପନ ମେଢ ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ଆଜି ନୂଆଦିଲ୍ଲୀରେ…

ଓଡିଶା ତାଜା ଖବର

ଓଡ଼ିଶା ବଞ୍ଚାଅ ସମାବେଶ: ଖଡ୍‌ଗେଙ୍କ ନିଶାଣରେ ବିଜେପି-ବିଜେଡି

ଭୁବନେଶ୍ବର: ଓଡ଼ିଶାରେ ଯେଉଁ ସରକାର ଚାଲିଛି ତାହା ଧନୀ ଲୋକଙ୍କ ସରକାର। ମୋଦୀ-ପଟ୍ଟନାୟକ ମିଳିମିଶି ଲୋକଙ୍କ ଜୀବନରେ ଖୁସି ଆଣିବା ବଦଳରେ ଓଡ଼ିଶାର ଲୋକଙ୍କ ଜୀବନରେ ଦୁଃଖ…

ଓଡିଶା ତାଜା ଖବର

ଫେବ୍ରୁଆରି ୮ ଯାଏଁ ବଢ଼ିଲା ବିଏସ୍‌କେୱାଇ-ନବୀନ କାର୍ଡ ଆବେଦନ ଅବଧି

ଭୁବନେଶ୍ବର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ନବୀନ କାର୍ଡ ଆବେଦନ ଅବଧି ବଢ଼ିଛି। ଆସନ୍ତା ଫେବ୍ରୁଆରୀ ୮ତାରିଖ ଯାଏଁ ଆବେଦନର ଅବଧି ବଢ଼ିଛି। ରାଜ୍ୟ ସରକାର…

ଓଡିଶା ତାଜା ଖବର

ସମଲେଇ ପ୍ରକଳ୍ପ ଲୋକାର୍ପିତ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଲୋକାର୍ପଣ.

ଭୁବନେଶ୍ଵର : ପୂର୍ବରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ଏବେ ପଶ୍ଚିମରେ ମା ସମଲେଶ୍ବରୀଙ୍କ ପୀଠର ହୋଇଛି ରୂପାନ୍ତରଣ। ପୂର୍ବରୁ ପଶ୍ଚିମ ଯାଏ ସବୁଆଡେ ଦିବ୍ୟତାର, ଭାବ୍ୟତାର,…

କ୍ରିଡା ତାଜା ଖବର

ପ୍ରଥମ ଟେଷ୍ଟ: ପ୍ରଥମ ଦିନରେ ଭାରତର ସ୍କୋର ୧୧୯/୧,୨୪୬ ରନରେ ଇଂଲଣ୍ଡ ଅଲଆଉଟ୍.

ହାଇଦ୍ରାବାଦ୍‌: ୫ ମାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଭାରତୀୟ ଟିମ୍‌ ଦମଦାର ଆରମ୍ଭ କରିଛି। ହାଇଦ୍ରାବାଦ୍‌ର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଗୁରୁବାର ଆରମ୍ଭ…

ଓଡିଶା ତାଜା ଖବର

ସାଧାରଣତନ୍ତ୍ର ଦିବସ: ଓଡ଼ିଶାର ୧୫ ଜଣଙ୍କୁ ସାହସିକତା, ୧୧ ଜଣଙ୍କୁ ସେବା ଓ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ

ନୂଆଦିଲ୍ଲୀ: ଜାତୀୟ ସାହସିକତା ଓ ସେବା ପୁରସ୍କାର ଘୋଷଣା। ୭୫ତମ ଗଣତନ୍ତ୍ର ଦିବସ ଅବସରରେ ୨୭୭ଟି ସାହସିକତା ପୁରସ୍କାର ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।…