ଓଡିଶା ତାଜା ଖବର

ବିରୋଧୀ ଦଳ ନେତା ହେଲେ ଜୟନାରାୟଣ ମିଶ୍ର, ଘୋଷଣା କଲେ ବିଜେପି ରାଜ୍ୟ ସହପ୍ରଭାରୀ

ଭୁବନେଶ୍ୱର: ବିରୋଧୀ ଦଳ ନେତା ହେଲେ ସମ୍ୱଲପୁର ବିଧାୟକ ଜୟନାରାୟଣ ମିଶ୍ର। ବିଜେପି ପକ୍ଷରୁ ଏନେଇ ଆନୁଷ୍ଠାନିକ ଭାବେ ତାଙ୍କ ନାଁ ଘୋଷଣା ହୋଇଛି । ବିଜେପିର…

ଓଡିଶା ତାଜା ଖବର

ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ, ଅପରାହ୍ଣ ୪ଟାରେ ଘୋଷଣା ହେବ ପରୀକ୍ଷା ଫଳ

ଭୁବନେଶ୍ବର : ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। କାଲି ଅପରାହ୍ଣ ୪ଟାରେ ଘୋଷଣା ହେବ ପରୀକ୍ଷା ଫଳ । ଏନେଇ ଘୋଷଣା କରିଛନ୍ତି…

ଓଡିଶା ତାଜା ଖବର

ଭାରତର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ପାର୍ଲାମେଣ୍ଟ୍‌ର ସେଣ୍ଟ୍ରାଲ୍‌ ହଲ୍‌ରେ ପୂର୍ବାହ୍ନ ୧୦.୧୩ରେ ଭାରତର ୧୫ତ୍ତମ ରାଷ୍ଟ୍ରପତି ଭାବେ ଓଡ଼ିଶା ମାଟିର କନ୍ୟା ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ କରିଛନ୍ତି। ଭାରତର ପ୍ରଧାନ…

ଓଡିଶା ତାଜା ଖବର

୩୫୮ ଭେଷଜ ଡାକ୍ତର, ୧୧୬ ହୋମିଓପାଥି ମେଡିକାଲ ଅଧିକାରୀଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ଆଜି ବିଭିିନ୍ନ ଡାକ୍ତରଖାନାରେ ୩୫୮ ଜଣ ଭେଷଜ ଡାକ୍ତର, ୧୧୬ ହୋମିିଓପାଥି ମେଡିିକାଲ ଅଧିକାରୀ ଓ ୩୬ ଜଣ ହୋମିଓପାଥି ଅଧ୍ୟାପକଙ୍କୁୁ ନିଯୁୁକ୍ତି…

କ୍ରିଡା ତାଜା ଖବର

୩ୟ ଦିନିକିଆ: ଭାରତ ଆଗରେ ୨୬୦ ରନ୍‌ର ବିଜୟ ଲକ୍ଷ।

 ମଞ୍ଚେଷ୍ଟର: ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ୩ୟ ତଥା ଶେଷ ଦିନିକିଆ ମ୍ୟାଚ ଖେଳାଯାଉଛି। ମଞ୍ଚେଷ୍ଟରସ୍ଥିତ ଓଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମରେ ଭାରତ ଟସ୍‌ ଜିଣି ପ୍ରଥମେ…

ଓଡିଶା ତାଜା ଖବର

୧୫ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା : ୬ଜିଲ୍ଲାକୁ ଅରେଞ୍ଜ, ୯ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ବର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟିହୋଇଥିବା ଲଘୁଚାପ ଯୋଗୁଁ ଏବେ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ସମୁଦ୍ର…

ଓଡିଶା ତାଜା ଖବର

ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା, ୭ଜିଲ୍ଲାକୁ ଅରେଞ୍ଜ ୧୭ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ

ଦକ୍ଷିଣ ଉପକୂଳ ଓଡ଼ିଶାରେ ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ ଉପକୂଳ ଓଡିଶା ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି। ଏବଂ ଏହା ସହ ଜଡ଼ିତ ସାମୁଦ୍ରିକ ଘୂର୍ଣ୍ଣିବଳୟ…

ଓଡିଶା ତାଜା ଖବର

ସ୍କୁଲ ପାଇଁ ନାଲକୋ ସହାୟତାରେ ସ୍ମାର୍ଟକ୍ଳାସ ବ୍ୟବସ୍ଥା,ଉଦ୍ଘାଟନ କଲେ କେନ୍ଦ୍ର ଖଣି ସଚିବ ।

ଅନୁଗୋଳ : ଆଜି ନାଲକୋ ତରଫରୁ ଅନୁଗୋଳ ଜିଲ୍ଲାର ୪୬ ଟି ହାଇ ସ୍କୁଲରେ ସ୍ମାର୍ଟ କ୍ଲାସ ଆରମ୍ଭ କରାଯାଇଛି। ୪୬ଟି ହାଇ ସ୍କୁଲର ୮୦ଟି କ୍ଲାସ…

ଓଡିଶା ତାଜା ଖବର

ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ; ୮ ଜିଲ୍ଲାକୁ ଅରେଞ୍ଜ ୧୫ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଦକ୍ଷିଣ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପରେ ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଓଡ଼ିଶା ଉପକୂଳର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଅବସ୍ଥିତ ରହିଛି।…

ଓଡିଶା ତାଜା ଖବର

ଶ୍ରକ୍ଷେତ୍ରରେ ଶ୍ରୀଜିଉଙ୍କ ଦିବ୍ୟ ବେଶ, ରାତି ୧୧ଟା ଯାଏଁ ଦର୍ଶନ କରିବେ ଶ୍ରଦ୍ଧାଳୁ

ପୁରୀ : ମହଣ ମହଣ ସୁନା ଅଳଙ୍କାରରେ ଝଟକୁଛନ୍ତି ମହାବାହୁ।  ସିଂହଦ୍ବାର ସମ୍ମୁଖରେ ତିନି ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ଦର୍ଶନ କରି ଲକ୍ଷ ଲକ୍ଷ ଭକ୍ତମାନେ ନିଜକୁ…

ଓଡିଶା ତାଜା ଖବର ଦେଶ ବିଦେଶ

ବାହୁଡିଲେ ମହାବାହୁ ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନିରଥ

ପୁରୀ: ବାହୁଡ଼ା ଯାତ୍ରାରେ ଆସି  ସିଂହଦ୍ବାରରେ ପହଞ୍ଚିଛି ତିନି ରଥ। ଶ୍ରୀମନ୍ଦିର ନିକଟରେ ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ ସଂଧ୍ୟା ସୁଦ୍ଧା ପହଞ୍ଚି ସାରିଛି। ନିର୍ଦ୍ଧାରିତ…

ଓଡିଶା ତାଜା ଖବର

ଦେବଭୂମିରେ ବାହୁଡା ଯାତ୍ରା, ସାମିଲ ହେଲେ ହଜାର ହଜାର ଶ୍ରଦ୍ଧାଳୁ

ଅନୁଗୋଳ ; ଅନୁଗୋଳ ଜିନ୍ଦାଲ କାରଖାନା ପରିସରରେ ଥିବା ଦେବ ଭୂମିରେ  ଚତୁର୍ଦ୍ଧା ମୂର୍ତ୍ତି ଙ୍କ ବାହୁଡା ଯାତ୍ରା ସମର୍ପଣ ହୋଇଛି । ଚଳିତ ଥର ପ୍ରଥମ…