କୋଭିଡ୍-୧୯ ମୁକାବିଲା ଭାର ଗଡ଼କରୀଙ୍କୁ ଦିଆଯାଉ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ଭରସା କରିବା ବୃଥା: ସୁବ୍ରମଣିଆନ୍ ସ୍ବାମୀ.
ନୂଆଦିଲ୍ଲୀ: କୋଭିଡ୍-୧୯ ମୁକାବିଲା ଭାର କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଉପରେ ନ୍ୟସ୍ତ କରାଯାଉ ବୋଲି ଆଜି ବିଜେପିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସୁବ୍ରମଣିଆନ୍ ସ୍ବାମୀ…


