ଓଡିଶା ତାଜା ଖବର ଦେଶ ବିଦେଶ

ଏକକ ଦସ୍ତାବିଜ ହେବ ଜନ୍ମ ପ୍ରମାଣପତ୍ର, ଅକ୍ଟୋବର ୧ରୁ ହେବ ଲାଗୁ

ନୂଆଦିଲ୍ଲୀ : ବହୁ ପ୍ରକାର କାର୍ଯ୍ୟ ପାଇଁ ଜନ୍ମ ପ୍ରମାଣପତ୍ର ହେବ ଏକକ ଦସ୍ତାବିଜ। ଜୁଲାଇରେ ସଂସଦରେ ଏହି ବିଲ୍‌ ଆଗତ ହୋଇଥିଲା। ବିଲ୍ ଆଗତ ହେବା ପରେ…

ତାଜା ଖବର ଦେଶ ବିଦେଶ

୩୦ରୁ ୨୦୦ ଟଙ୍କା କମିବ ଗ୍ୟାସ ସିଲିଣ୍ଡର ଦର.

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ରନ୍ଧନ ଗ୍ୟାସର ମୂଲ୍ୟରେ ଉଲ୍ଲେଖନୀୟ ହ୍ରାସ ଘୋଷଣା କରିଛନ୍ତି। ଆସନ୍ତାକାଲି (୩୦.୦୮.୨୦୨୩)ଠାରୁ ଦେଶର ସମସ୍ତ ବଜାରରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର…

ତାଜା ଖବର ଦେଶ ବିଦେଶ

ପିଆଜ ରପ୍ତାନି ଉପରେ କଟକଣା ଲଗାଇଲେ କେନ୍ଦ୍ର ସରକାର,

ନୂଆଦିଲ୍ଲୀ: ଦେଶରୁ ପିଆଜ ରପ୍ତାନି ଉପରେ କଟକଣା ଲଗାଇଛନ୍ତି କେନ୍ଦ୍ର ସରକାର। ଘରୋଇ ବଜାରରେ ପିଆଜର ଉପଲବ୍ଧତା ସୁନିଶ୍ଚିତ କରିବା ଏବଂ ଏହାର ବଢିଚାଲିଥିବା ଦରକୁ ନିୟନ୍ତ୍ରଣରେ…

ତାଜା ଖବର ଦେଶ ବିଦେଶ ରାଜନୀତି

ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମଧ୍ୟପ୍ରଦେଶ, ଛତିଶଗଡ଼ ପାଇଁ ଘୋଷଣା କଲା ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ : ନିର୍ବାଚନ ତାରିଖ ଘୋଷଣା ନହେବା ପୂର୍ବରୁ ଆଗୁଆ ନିର୍ବାଚନୀ ବିଗୁଲ ଫୁଙ୍କିଦେଇଛି ବଜେପି। ବିଜେପି ତାର ରାଜନୈତିକ ଇତିହାସରେ ପ୍ରଥମ ଥର ପାଇଁ ନିର୍ବାଚନ…

ଓଡିଶା ତାଜା ଖବର ଦେଶ ବିଦେଶ

କଟକ-ସମ୍ବଲପୁର ଜାତୀୟ ରାଜପଥର ଅଗ୍ରଗତି ନେଇ କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା।

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଓଡ଼ିଶାରେ କ୍ରିୟାନ୍ୱୟନ ହେଉଥିବା ପ୍ରମୁଖ…

ଓଡିଶା ତାଜା ଖବର ଦେଶ ବିଦେଶ

୩ ଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଲେ ମହାମହିମ

ଭୁବନେଶ୍ବର : ଓଡ଼ିଶାରେ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁସେନାର ସ୍ୱତନ୍ତ୍ର ବିମାନ…

ତାଜା ଖବର ଦେଶ ବିଦେଶ

ହାଇଦ୍ରାବାଦରେ ୭୦୦ କୋଟିର ସାଇବର ଠକେଇ

ହାଇଦ୍ରାବାଦ: ହାଇଦ୍ରାବାଦ ପୁଲିସ ଏକ ବଡ଼ ଠକେଇ ରାକେଟର ପର୍ଦ୍ଦାଫାସ କରିଛି ଯେଉଁଥିରେ ଗତ ଏକ ବର୍ଷରୁ କମ୍ ସମୟ ମଧ୍ୟରେ ପାଖାପାଖି ୧୫,୦୦୦ ଭାରତୀୟ ୭୦୦…

ତାଜା ଖବର ଦେଶ ବିଦେଶ ରାଜନୀତି

ବିଜେପିର NDAକୁ ଟକ୍କର ଦେବ ବିରୋଧୀଙ୍କ INDIA ମେଣ୍ଟ.

ନୂଆଦିଲ୍ଲୀ: ବିରୋଧୀ ଏକତାର ଦ୍ୱିତୀୟ ଦିନର ବୈଠକ ବେଙ୍ଗାଲୁରୁରେ ଶେଷ ହୋଇଛି। ୨୦୨୪ ସାଧାରଣ ନିର୍ବାଚନରେ ​​ବିଜେପିକୁ ପରାସ୍ତ କରିବାକୁ ବିରୋଧୀ ଦଳର ୨୬ ଦଳ ଏକାଠି…

ତାଜା ଖବର ଦେଶ ବିଦେଶ

ଆସିଲା ଟ୍ବିଟରର ପ୍ରତିଦ୍ବନ୍ଦୀ ‘ଥ୍ରେଡ୍ସ’, ଜୁକରବର୍ଗ କଲେ ଘୋଷଣା

ନ୍ୟୁୟର୍କ : ଫେସବୁକ୍ ଏବଂ ଇନଷ୍ଟାଗ୍ରାମର ମୂଳ କମ୍ପାନୀ ମେଟା ନିଜର ବହୁ ପ୍ରତୀକ୍ଷିତ ସୋସିଆଲ ମିଡିଆ ପ୍ଲାଟଫର୍ମ ଥ୍ରେଡ୍ସ୍ ଲଞ୍ଚ ହୋଇଛି । ଥ୍ରେଡ୍ସ ହେଉଛି…

ଓଡିଶା ତାଜା ଖବର ଦେଶ ବିଦେଶ

ସାଢ଼େ ୯ଟାରୁ ପହଣ୍ଡି,୪ଟାରେ ରଥଟଣା….ଜାଣନ୍ତୁ କଣ ରହିଛି ଏଥର ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ.  

ପୁରୀ: ରାତି ପାହିଲେ ଶ୍ରୀଜିଉଙ୍କ ୯ଦିନିଆ ରଥଯାତ୍ରା। ଏଥି ପାଇଁ ଶ୍ରୀକ୍ଷେତ୍ରରେ ଚଳଚଞ୍ଚଳ ଦେଖାଯାଉଛି। ରାଜ୍ୟ ଏବଂ ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଛି। ଦେଶ ବିଦେଶର…

ଓଡିଶା ତାଜା ଖବର ଦେଶ ବିଦେଶ

“ବାହାନଗା”ରେଳ ଦୁର୍ଘଟଣା,ଦିଆଯାଇଛି ତଦନ୍ତ ନିର୍ଦେଶ ।ଦୋଷୀଙ୍କ ବିରୋଧରେ ଦୃଢ଼ କଡ଼ାକାର୍ଯ୍ୟାନୁଷ୍ଠାନ ନିଆଯିବ: ପ୍ରଧାନମନ୍ତ୍ରୀ

ବାଲେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସନ୍ଧ୍ୟାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଟ୍ରେନଯାତ୍ରୀଙ୍କୁ ଭେଟିଛନ୍ତି। ଆହତ ବ୍ୟକ୍ତି…