ଓଡିଶା ତାଜା ଖବର

ଅନୁଗୋଳ ଜିଲାରେ ହେବ ଦୁଇ ନୂଆ ଥାନା, ରାଜ୍ୟରେ ଖୋଲିବ ମୋର୍ଟ ୩୬ ନୂତନ ଥାନା: ସୃଷ୍ଟି ହେଲା ୫୬୩ ନୂଆ ପଦବି।

ଭୁବନେଶ୍ୱର: ଜନସଂଖ୍ୟା ବୃଦ୍ଧି  ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଉ ୩୬ଟି ନୂଆ ପୁଲିସ ଥାନା ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ…

ଓଡିଶା ତାଜା ଖବର

ନାଲକୋ ପକ୍ଷରୁ ଶ୍ରେଷ୍ଠତ୍ଵ ସମ୍ମାନ, ମାଟ୍ରିକ୍ ପରିୀକ୍ଷାରେ ଉତିର୍ଣ୍ଣ ଶ୍ରେଷ୍ଠ ୨୯ ଜଣକୁ ପୁରସ୍କୃତ ।

ଅନୁଗୋଳ : ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ), ଏହାରଉତ୍ପାଦ ନୟୁନିଟ୍ ଅନୁଗୋଳ ଏବଂ ଦାମନଜୋଡ଼ିର ପାରିପାର୍ଶ୍ୱିକ ଗ୍ରାମର ବିଦ୍ୟାଳୟଗୁଡ଼ିକର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସାହାଯ୍ୟ…

ଓଡିଶା ତାଜା ଖବର ଦେଶ ବିଦେଶ ରାଜନୀତି

ଦିଲ୍ଲୀରେ ଉପରାଷ୍ଟ୍ରପତିଙ୍କୁ ଭେଟିଲେ ବିଜେଡି ସାଂସଦ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଦିଲ୍ଲୀରେ ଭେଟିଲେ ବିଜେଡି ସାଂସଦ। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ପୁରୀ ସାଂସଦ ପିନାକୀ ମିଶ୍ର ଏବଂ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର…

ଆଞ୍ଚଳିକ ଓଡିଶା ତାଜା ଖବର

ଡେରେଜାଙ୍ଗ ପାଣିରେ ଭାସି ଯାଉଥିଲେ ଯୁବକ: ଦେବଦୁତ୍ତ ସାଜି ଉଦ୍ଧାର କଲେ ଗ୍ରାମବାସୀ

ଅନୁଗୋଳ: ଲଘୁଚାପ ଜନିତ ବର୍ଷାରେ ପୁରିଛି ଅନୁଗୋଳ ର ଡେରେଜାଙ୍ଗ ଡ୍ୟାମ । ଫଳରେ ଜଳନିଷ୍କାସନ ଜାରି ରହିଛି । ଡେରେଜାଙ୍ଗ ଡ୍ୟାମ ର ଜଳ ଯୋଗୁଁ…

ଆଞ୍ଚଳିକ ଓଡିଶା ତାଜା ଖବର

ସମଲ ବ୍ୟରେଜ କୁ ଡ଼େଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ବ୍ରାହ୍ମଣୀ ନଦୀ ଉପରେ ଥିବା ସମଲ ବ୍ୟାରେଜରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ସମଲ ଅଞ୍ଚଳର ଜଣେ ଯୁବତୀ…

ଓଡିଶା ତାଜା ଖବର

ବନ୍ଦ ହେଲା ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ ବନ୍ଦ: ୧୬ଟି ଗେଟରେ ଜଳ ନିଷ୍କାସନ ଜାରି

ଭୁବନେଶ୍ଵର: ବନ୍ୟା ପରିସ୍ଥିତିକୁ ନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏବେ ହୀରାକୁଦର ଜଳସ୍ତର ୬୨୦.୭୧ ଅଛି।…

ଓଡିଶା ତାଜା ଖବର

ହୀରାକୁଦରୁ ଆଉ ୮ଟି ଗେଟ୍‌ ବନ୍ଦ, ୨୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ଜାରି

ସମ୍ବଲପୁର: ଜଳ ସ୍ତର କମୁଥିବାରୁ ହୀରାକୁଦ ଜଳଭଣ୍ଡାରରୁ ଆଜି ଏପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟରେ ୮ଟି ଗେଟ୍‌ ବନ୍ଦ କରାଯାଇଛି । ଜଳଭଣ୍ଡାରରୁ ଏହି ୮ଟି ଗେଟ୍‌ ବନ୍ଦ…

ଓଡିଶା ତାଜା ଖବର

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ସମ୍ବଲପୁର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ  ଲଗ୍ନ ଧାର୍ଯ୍ୟ କରାଯାଇଛି। ଝାଡୁଆପଡା ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମାନଙ୍କ ଦ୍ବାରା ଲଗ୍ନ ଧାଯ୍ୟ ହୋଇଛି। ଭାଦ୍ରବ ଶୁକ୍ଳପକ୍ଷ…

ଆଞ୍ଚଳିକ ଓଡିଶା ତାଜା ଖବର

ଆଜି ହେଉଛି ବିଶ୍ୱ ଫଟୋ ଗ୍ରାଫି ଦିବସ

ଅନୁଗୋଳ: ଅନୁଗୋଳ ଫଟୋ ଗ୍ରାଫର ଆସସିଏସନ ପକ୍ଷରୁ ଏହି ବିଶ୍ଵ ଫଟୋଗ୍ରାଫି ଦିବସ ପାଳିତ ହୋଇଯାଇଛି । ସହର ର ବାସନ୍ତୀ ଦୁର୍ଗା ପଡ଼ିଆରେ ଏହି ଦିବସ…

ଓଡିଶା ତାଜା ଖବର

ପ୍ରବଳ ବର୍ଷା ନେଇ ଉତ୍ତର ଓଡ଼ିଶାବାସୀଙ୍କ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଅପିଲ, ସୁରକ୍ଷିତ ରହନ୍ତୁ ଓ ପରିବାରର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ

ଭୁବନେଶ୍ବର: ସମ୍ଭାବ୍ୟ ପ୍ରବଳ ବର୍ଷା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ତର ଓଡ଼ିଶାବାସୀଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି। କେନ୍ଦୁଝର, ମୟୂରଭଂଜ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାବାସୀଙ୍କ…

ଓଡିଶା ତାଜା ଖବର

ହୀରାକୁଦ ବନ୍ଦ କଲା ଆଉ ୪ ଗେଟ୍‌, ୨୮ଟି ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ

ଭୁବନେଶ୍ଵର: ଉପରମୁଣ୍ଡରୁ ଜଳପ୍ରବେଶ ପୂର୍ବ ତୁଳନାରେ ହ୍ରାସ ପାଇଥିବାରୁ ହୀରାକୁଦ ଜଳଭଣ୍ଡାରରୁ ଗେଟ୍‌ ବନ୍ଦ କରାଯାଉଛି। ଆଜି ଅପରାହ୍ନରେ ୮ ଟି ଗେଟ୍‌ ବନ୍ଦ କରାଯାଇଥିବା ବେଳେ…

ଓଡିଶା ତାଜା ଖବର

କୋରାପୁଟରେ ଅଘଟଣ: ମାଟି ଅତଡା ଧସି ୨ ମୃତ, ମାଟି ତଳେ ଚାପି ହୋଇରହିଛନ୍ତି ଅନ୍ୟ ୨ ଜଣ

କୋରାପୁଟ: କୋରାପୁଟ ଜିଲ୍ଲାର ବୈପାରୀଗୁଡାରେ ଅଘଟଣ । ଜଙ୍ଗଲି ଜିନିଷ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ମାଟି ଅତଡା ଧସିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ…