ଆସନ୍ତାକାଲି ରାଜ୍ୟ ସାରା ପ୍ରବଳ ବର୍ଷା: ସୂଚନା ଦେଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର
ଭୁବନେଶ୍ଵର: ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଥିବା ବେଳେ ୧୯ ଓ ୨୦ ତାରିଖରେ ସାରା ରାଜ୍ୟରେ ପୁଣି ବର୍ଷା ହେବ । ଏହି ସୂଚନା ଦେଇଛନ୍ତି ଆଇଏମଡି…
aN oDIA nEWS pORTAL
ଭୁବନେଶ୍ଵର: ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଥିବା ବେଳେ ୧୯ ଓ ୨୦ ତାରିଖରେ ସାରା ରାଜ୍ୟରେ ପୁଣି ବର୍ଷା ହେବ । ଏହି ସୂଚନା ଦେଇଛନ୍ତି ଆଇଏମଡି…
ଭୁବନେଶ୍ଵର: କମୁଛି ହୀରାକୁଦର ଜଳସ୍ତର। ଗତକାଲି ଠୁ ମହାନଦୀ ଉପର ମୁଣ୍ଡରେ କି ତଳ ମୁଣ୍ଡରେ ବର୍ଷା ହୋଇ ନାହିଁ। ଯାହା ଫଳରେ ଉପରମୁଣ୍ଡରୁ ଜଳପ୍ରବେଶ ପୂର୍ବ…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଆଜି ଆକାଶ ମାର୍ଗରୁ କେନ୍ଦ୍ରାପଡା ଜିଲ୍ଲାର ଲୁଣା, ଚିତ୍ରୋତ୍ପଳା ନଦୀର ଦ୍ୱୀପାଞ୍ଚଳ, ମହାନଦୀର ଶାଖା ପାଇକା ନଦୀର ଦ୍ୱୀପାଞ୍ଚଳ, ଜଗତସିଂହପୁର…
ଅନୁଗୋଳ : କାୟା ମେଲାଇଛି ମହାନଦୀ । ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ଓ ଟିକରପଡାରେ ବିପଦ ସଂକେତ ଉପରେ ରହିଛି ଜଳସ୍ତର । ୫ ଦିନ ହେବ…
ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ ଆହୁରି ୪ ଦିନ ଏମିତି ବନ୍ୟା ସ୍ଥିତି ଲାଗି ରହିବ…
ତାଳଚେର : NTPC ତାଳଚେର ଥର୍ମାଲରେ ୭୬ ତମ ସ୍ଵାଧୀନତା ଦିବସ ପାଳିତ । ଏହି କାର୍ଯ୍ୟକ୍ରମ ରେ କାରଖାନା ର ସମୁହ ମହା ପ୍ରବନ୍ଧକ ଶ୍ରୀ…
ହୀରାକୁଦରୁ ୪୦ଟି ଗେଟ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି। ଏପଟେ କଟକ ଜିଲ୍ଲା ମୁଣ୍ଡଳିଠାରେ ମହାନଦୀ ବିପଦ ସଙ୍କେତ ଟପିଛି। ବର୍ତ୍ତମାନ ମୁଣ୍ଡୁଳିରେ ୧୨ ଲକ୍ଷ ୧ହଜାର ୪୨୬ କ୍ୟୁସେକ ଜଳ ପ୍ରବାହିତ ହେଉଛି। ମୁଣ୍ଡଳିରେ ବିପଦ ସଙ୍କେତ ୯୭.୨୫ଫୁଟ ରହିଥିବାବେଳେ ଜଳସ୍ତର ୯୭.୮୦ ଫୁଟ…
ସମ୍ବଲପୁର : ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଯେମିତି ଯେମିତି ଜଳସ୍ତର ବଢୁଛି ସେହି ଅନୁପାତରେ ଗେଟ୍ ଖୋଲିବାରେ ଲାଗିଛି। ଆଜି ସକାଳେ ଡ୍ୟାମର ୨୬ଟି…
ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବନ୍ୟା ଘେରରେ। ବୈତରଣୀ ନଦୀରେ ବନ୍ୟା ଆସିବା ପରେ ଶାଖା ନଦୀ କଣୀରେ ପୂର୍ବ ବର୍ଷ ହୋଇଥିବା ଘାଇ ମୁକୁଳା…
ଭୁବନେଶ୍ବର: ବର୍ତ୍ତମାନ ସ୍ଥିତି ଅନୁଯାୟୀ ମଧ୍ୟମ ଧରଣର ବନ୍ୟା ବୋଲି କହି ପାରିବା ବୋଲି ସ୍ବତନ୍ତ୍ର ରିଲିଫ କମିଶନର କହିଛନ୍ତି। ପ୍ରବଳ ବନ୍ୟାକୁ ଏଡାଇ ପାଇଁ ପଦକ୍ଷେପ ନିଆଯାଉଛି…
ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଆଜି ୮ଟି ଗେଟ୍ ବନ୍ଦ ହୋଇଛି। ଡ୍ୟାମରୁ ୮ଟି ଗେଟ୍ ବନ୍ଦ ହେବା ପରେ ୨୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି…
ଭୁବନେଶ୍ବର: ପୁଣି ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ଅଗଷ୍ଟ ୧୯ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ରହିଛି…