ଓଡିଶା ତାଜା ଖବର

ରାଉରକେଲାରେ ସର୍ବବୃହତ ହକି ଷ୍ଟାଡିୟମ୍‌ ନିର୍ମାଣ କାର୍ଯ୍ୟର ତଦାରଖ କଲେ ଶାସନ ସଚିବ ଓ ଫାଇଭ୍‌-ଟି ସଚିବ

ରାଉରକେଲା : ରାଉରକେଲାରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଓ ଫାଇଭ୍‌-ଟି ସଚିବ ଭି.କେ ପାଣ୍ଡିଆନ୍‌। ରାଉରକେଲାର ବିପିୟୁଟି ପରିସରରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ସ୍ଥିତି…

ଓଡିଶା ତାଜା ଖବର

ହୋଲି ଖେଳି ସାରି ନଦୀରେ ଗାଧୋଇବା ବେଳେ ବୁଡିଗଲେ ୭ ଯୁବକ ଉଦ୍ଧାର ହୋଇଛି ତିନି ମୃତଦେହ.

ଯାଜପୁର: ଯାଜପୁର ବଡ଼ସୁଆର ମଙ୍ଗଳା ଘାଟରେ ଖରସ୍ରୋତା ନଦୀରେ ଅଘଟଣ । ହୋଲି ଖେଳିବା ପରେ ଗାଧୋଇବା ବେଳେ ନଦୀରେ ଭାସିଯାଇ ୬ ନିଖୋଜ । ୬…

ଓଡିଶା ତାଜା ଖବର

ପୌର ନିର୍ବାଚନ:ସରକାରୀ କର୍ମଚାରୀଙ୍କ ପାଇଁ ୩ ଦିନ ଛୁଟି ଘୋଷଣା।

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ହେଉଥିବା ଭୋଟ ଗ୍ରହଣ ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ଏନେଇ ଜିଲ୍ଲାପାଳ, ସମସ୍ତ ବିଭାଗ ଓ ବିଭାଗୀୟ ଅଧିକାରୀଙ୍କୁ…

ଓଡିଶା ତାଜା ଖବର

ଗ୍ରୀଷ୍ମ ପ୍ରବାହ ପାଇଁ ୯ ଟି ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ,ଅନୁଗୋଳ ରାଜ୍ୟର ଉତ୍ତପ୍ତ ସହର ।

ଭୁବନେଶ୍ବର: ଗତ ୨୪ଘଣ୍ଟା ମଧ୍ୟରେ ୩୯.୭ଡିଗ୍ରି ସେଲସିୟସ ସହ ଅନୁଗୋଳ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ପାଣିପାଗ ବିଭାଗ ପକ୍ଷରୁ ୧୩ଟି ସ୍ଥାନରେ ୩୮ଡିଗ୍ରି କିମ୍ବା ତାଠାରୁ…

ଓଡିଶା ତାଜା ଖବର

ହିଟ୍ ଓ୍ୱେଭ୍ ନେଇ ୧୦ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରାଇଲେ ଏସ୍‌ଆରସି.

ଭୁବନେଶ୍ୱର: ହିଟ୍ ଓ୍ୱେଭ୍ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଆଧାରରେ ଜିଲ୍ଲପାଳଙ୍କୁ ସର୍ତକ କରାଇଲେ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆରସି) । ୧୦…

ଓଡିଶା ତାଜା ଖବର

    ପୌର ନିର୍ବାଚନ ପାଇଁ ୫ ଦିନ ବନ୍ଦ ରହିବ ମଦ ଦୋକାନ।

କଟକ: ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ୫ ଦିନ ପାଇଁ ସହରାଞ୍ଚଳର ମଦ ଦୋକାନଗୁଡ଼ିକ ବନ୍ଦ ରଖାଯିବ। ଆସନ୍ତା ୨୨ ତାରିଖ ଠାରୁ ୨୬ ଯାଏଁ ପୌରାଞ୍ଚଳରେ…

ଓଡିଶା ତାଜା ଖବର

ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ: ଦଳମତରୁ ଊର୍ଦ୍ଧ୍ୱରେ ରହି ଲୋକଙ୍କ ସେବା କରିବା ପାଇଁ ପରାମର୍ଶ

ଭୁବନେଶ୍ୱର: ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ । ଆଜି ଅପରାହଣରେ ହିଞ୍ଜିଳି ଓ ଶେରଗଡ ବ୍ଲକର ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି…

ଓଡିଶା ତାଜା ଖବର

ଏପ୍ରିଲ ୨୯ରୁ ମେ’ ୬ ତାରିଖ ଯାଏ ମାଟ୍ରିକ ପରୀକ୍ଷା

ଭୁବନେଶ୍ବର: ଏପ୍ରିଲ ଶେଷ ସପ୍ତାହରେ ମାଟ୍ରିକ୍ ପରୀକ୍ଷା ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ଦିନ ୧୨ଟାରେ ମାଟ୍ରିକ ପରୀକ୍ଷା…

ଓଡିଶା ତାଜା ଖବର

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରପକ୍ଷରୁ ନବୀନ ଜିନ୍ଦଲ ଙ୍କ ଜନ୍ମ ଦିନ ଫିଟନେସ ଦିବସ ଭାବେପାଳିତ.

ଅନୁଗୋଳ : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର କର୍ମଚାରୀ ଆଜିଜେଏସପି ଅଧ୍ୟକ୍ଷ  ଶ୍ରୀ ନବୀନ ଜିନ୍ଦଲଙ୍କ ଜନ୍ମ ଦିବସକୁଫିଟନେସ ଦିବସ ଭାବେ ପାଳନ କରିଛନ୍ତି Iଏହି…

ଆଞ୍ଚଳିକ ଓଡିଶା ତାଜା ଖବର

JSPL ପକ୍ଷରୁ ଆନର୍ଜାତୀୟ ମହିଳା ଦିବସ ୨୦୨୨ ପାଳିତ.

ଅନୁଗୋଳ :ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ଏବଂ ଏହାର ସାମାଜିକ ଦାୟିତ୍ଵବୋଧ ଶାଖା ରୂପେ କାର୍ଯ୍ୟ କରୁଥିବା ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁଆନର୍ଜାତୀୟ ମହିଳା ଦିବସ ୨୦୨୨ଅବସରରେ ଅନେକ…

ଓଡିଶା ତାଜା ଖବର

ଭୁବନେଶ୍ବରରେ ପହଞ୍ଚିଲେ ୭୭ ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀ, ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଭୁବନେଶ୍ୱରରେ ଏୟାରପୋର୍ଟରେ ପହଞ୍ଚିଛନ୍ତି ୭୭ ଜଣ ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀ । ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ସେମାନେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ।…