କୋଭିଡ୍ ସଂକ୍ରମଣ ରୋକିବାକୁ ଦେଶର ଅଧିକାଂଶ ଜିଲ୍ଲା ୬ ରୁ ୮ ସପ୍ତାହ ‘ଲକ୍ଡାଉନ୍’ରେ ରହିବା ଉଚିତ: ‘ଆଇସିଏମ୍ଆର୍’ ମୁଖ୍ୟ
ନୂଆଦିଲ୍ଲୀ: ଅଧିକ ସଂଖ୍ୟକ କୋଭିଡ୍-୧୯ ସଂକ୍ରମଣ ରିପୋର୍ଟ କରୁଥିବା ଜିଲ୍ଲାଗୁଡ଼ିକ ଆହୁରି ୬ ରୁ ୮ ସପ୍ତାହ ଲକ୍ଡାଉନ୍ରେ ରହିବା ଉଚିତ। ଦ୍ରୁତ ସଂକ୍ରମଣଶୀଳ ଏହି ରୋଗକୁ…


