ଓଡିଶା ମନୋରଞ୍ଜନ ସାହିତ୍ଯ

ବୋଇତ ବନ୍ଦାଣ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା ।ଲୋକଗୀତର ତାଳରେ ଝୁମିଲେ ଦର୍ଶକ।

ଶେଷ ସନ୍ଧ୍ୟାରେ ଯୋଗଦେବେ କଣ୍ଠଶିଳ୍ପୀ ତାନସେନ ସିଂ। ଅନୁଗୋଳ :  ସାଂସ୍କୃତିକ ଅନୁଷ୍ଠାନ କଳାକାରର ଦ୍ୱାରା ଆୟୋଜିତ 39 ତମ ବୋଇତ ବନ୍ଦାଣ ମହୋତ୍ସବ ଓ ରାଜ୍ୟ…

ତାଜା ଖବର ଦେଶ ବିଦେଶ ସାହିତ୍ଯ

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି.

ଭୁବନେଶ୍ୱର: ଭାରତୀୟ ସିନେମା, ପ୍ରିଣ୍ଟ, ଟେଲିଭିଜନ ଏବଂ ଡିଜିଟାଲ ଗଣମାଧ୍ୟମ ଜଗତର ଅନ୍ୟତମ ଶୀର୍ଷ ବ୍ୟକ୍ତିତ୍ୱ ତଥା ଈନାଡୁ, ଈଟିଭି ଏବଂ ଈଟିଭି ଭାରତ ଭଳି ପ୍ରମୁଖ…

ଓଡିଶା ତାଜା ଖବର ସାହିତ୍ଯ

ସାମ୍ୟବାଦୀ ଦର୍ଶନର ରୂପକାର ଜନନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ .

ଅନୁଗୋଳ ; ଆଜି ହେଉଛି ସାମ୍ୟବାଦୀ ଦର୍ଶନର ରୂପକାର ଜନନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଙ୍କ ଜନ୍ମ ଦିବସ । ଯାହାଙ୍କ ପାଇଁ ଅନୁଗୋଳ ମାଟି…

ଓଡିଶା ତାଜା ଖବର ସାହିତ୍ଯ

ଶୁଖିଲା ସମୁଦ୍ର ଦେଖି ଦର୍ଶକ ବିଭୋର ।

ରାଜ୍ୟ ଭାଷା ସାହିତ୍ୟ, ସଂସ୍କୃତି ବିଭାଗ,ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ,ଜିଲ୍ଲା ସଂସ୍କୃତି ବିଭାଗ ଓ ସେବା ଓ ସାଂସ୍କୃତିକ ଅନୁଷ୍ଠାନ କଳାକାର ର ସହଯୋଗ ରେ…

ଓଡିଶା ଜୀବନଚର୍ଯ୍ୟା ତାଜା ଖବର ସାହିତ୍ଯ

ବିଶ୍ବ ପୁସ୍ତକ ଦିବସ : ବହି ହିଁ ପ୍ରକୃତ ବନ୍ଧୁ

ପୁସ୍ତକ ହେଉଛି ଜ୍ଞାନର ଭଣ୍ଡାର। ଏହା ମଣିଷର ସର୍ବଶ୍ରେଷ୍ଠ ବନ୍ଧୁ ଓ ମାର୍ଗଦର୍ଶକ । ଜ୍ଞାନର ପରିସୀମାକୁ ବୃଦ୍ଧି କରିବାର ଏକ ବଳିଷ୍ଠ ମାଧ୍ୟମ। ଏହା ଆମକୁ…

ସାହିତ୍ଯ

|| ମନରେ ଭରି ||

ମନରେ ଭରି ମ୍ରୁତ୍ୟୁର ଘଣ୍ଟିଟାଝୁଲୁଛି ଯେମିତିସବୁରି ଦୁଆର ମୁହେଁକଞ୍ଚା କି ପାଚିଲାବାଛ ବିଚାର ତତା ପାଖରେ କିଛି ନୁହେଁ ସହର ବଜାରମଫସଲ ଗାଆଁସବୁଠି ଖବର ଏକପଡିଶା ଘରରପାଳି…

ସାହିତ୍ଯ

|| କନ୍ୟାରତ୍ନ ||

କନ୍ୟା ରତ୍ନ ସୁନ୍ଦର ଫୁଲଟି ସୁବାସ ବିତରେଘର ଅଗଣାରେ ଫୁଟିକୋମଳ କଳିକା ପୃଥିବୀକୁ ଆସିସୁଗୁଣକୁ ଥାଏ ବାଣ୍ଟିମାତୃ ଗର୍ଭେ ଭୃଣ ଦଶ ମାସ ରହିଜନ୍ମ ହୁଅଇ ଦୁହିତାପରଘର…

ଆଞ୍ଚଳିକ ଓଡିଶା ତାଜା ଖବର ସାହିତ୍ଯ

ଓଡ଼ିଆ ବିଭାଗ ପକ୍ଷରୁ ଆଲୋଚନା ଚକ୍ର ।

ଅନୁଗୋଳ: ବଅଁରପାଳ ସ୍ଥିତ ପଞ୍ଚଗଡ ସୋମନାଥ ସିଂହ ଜଗଦ୍ଦେବ ଡିଗ୍ରୀ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ପକ୍ଷରୁ ‘ଆଧୁନିକବାଦ ଓ ଓଡ଼ିଆ କବିତା’ ଶୀର୍ଷକ ଏକ ଆଲୋଚନା ଚକ୍ର…