||ଅଜ୍ଞାତବାସୀ ପ୍ରେମିକ ||
ଏଇ ଯେ ଚିର ଅନ୍ଧାରସବୁଜ କୁକ୍ଷିର ଆବର୍ତ୍ତନରେଫଗୁମିଶାରଙ୍ଗର ଛାତିଦେଖି ନଟକୁପଟିଆ ଛାତିର ଚାହାଣୀମଧୁର ସ୍ମୃତି-ଅତୀତ ଦୁଆରେଦେଖେ ନୂଆସପନ ବିଦଗ୍ଧ ତରୁଣୀଅଳ୍ପଲାଜ-ଅଳ୍ପହସ-ଲୁହ ସାଥି କରିନିର୍ଝରିଣୀ ଝରିଯାଏ ଚିରସ୍ରୋତାନିର୍ଜନନଗରୀର ବାଟସାରାଅଜ୍ଞାତବାସୀ…
aN oDIA nEWS pORTAL
ଏଇ ଯେ ଚିର ଅନ୍ଧାରସବୁଜ କୁକ୍ଷିର ଆବର୍ତ୍ତନରେଫଗୁମିଶାରଙ୍ଗର ଛାତିଦେଖି ନଟକୁପଟିଆ ଛାତିର ଚାହାଣୀମଧୁର ସ୍ମୃତି-ଅତୀତ ଦୁଆରେଦେଖେ ନୂଆସପନ ବିଦଗ୍ଧ ତରୁଣୀଅଳ୍ପଲାଜ-ଅଳ୍ପହସ-ଲୁହ ସାଥି କରିନିର୍ଝରିଣୀ ଝରିଯାଏ ଚିରସ୍ରୋତାନିର୍ଜନନଗରୀର ବାଟସାରାଅଜ୍ଞାତବାସୀ…
ତୋ ବାଟକୁ ଚାହିଁ ବସିଛି ଚାହିଁଛି ରେ କଳାକାହ୍ନୁ କେତେବେଳେ ଆସିବୁଦୋଳ ଆସିଲା ମୋ ସାଥେ ଫଗୁ ଖେଳ ଖେଳିବୁ ।ନାନା ରଙ୍ଗର ଅବିର ଘରେ ଆଣି…
ମୋ ଗାଁମୋତେ ଖୁବ୍ ଭଲଲାଗେମୋ ମାଁମୋତେ ଖୁବ୍ ଚିଡ୍ ଚିଡ୍ ହୁଏତଥାପିମୁଁ ଅମାନିଆମାନେନା ଗାଁର କଥାମାଆ ମନର ଅକୁହା ବ୍ଯଥାକାହିଁକି ନା….ମୋ ଗାଁ ଆଉ ମୋ ମାଁଦୁହେଁ…
||ବେଡି||⛓️ ସମ୍ବାରୁ ମା’ ଆଖି ବୁଜିବାର ଚାରିଘଣ୍ଟା ହୋଇଗଲାଣି। ତା’ ଝୁମ୍ପୁଡି ଘର ଅଗଣାରେ ମଡ଼ା ପଡିଛି।ସାହି ଭାଇ କାହାରି ଦେଖା ନାହିଁ।ସବୁ ମୁହଁ ଫେରେଇ ଚାଲିଗଲେ।…
ବାସ୍ତବତାର ସ୍ବର ତ ଶୁଭୁଛି ।। ।।। ଛଳନା କବର ପରେ,ନାରୀ ସଶକ୍ତିକରଣ ର ମନ୍ତ୍ର ।। ।।। ରାକ୍ଷସ ଆୟୁଧ କରେ । ଯୌତୁକ ଏଠି…
ମାଆ ହାତରନ୍ଧା ବାସି ପଖାଳ କୁଶାଗଭଜା ,ବଡିଚୁରା ,ଦହି ପଖାଳକୁ ଆମ୍ବୁଲ ଠାକରାସୁଆଦ ଅଟେ ନିଆରା । ଓଡ଼ିଆଙ୍କ ପ୍ରିୟ ପଖାଳ କଂସା କୁସାରା ବିଶ୍ୱ ଝୁରୁଅଛି,ବାସିତୋରାଣି…
” ଫଗୁଣର ଫଗୁ ଖେଳ “ ଫଗୁଣ ମାସର ମଳୟ ପବନଲାଗି ବଡ ଶୀତଳପ୍ରତି ଘରେ ଘରେ ଆନନ୍ଦ ଉଲ୍ଲାସଭରି ଦିଅଇ ଚହଳ।।୧।।ଆମ୍ର ବକୁଳର ବନେ କୋକିଳରକୁଜନ…
ଅଣୁକଥା-୧- ଯଦିଓ ଆଜି ହୋଲି ବୋଲି ଜାଣିଛି ରାଜୁ ତଥାପି ସବୁଦିନ ପରି ଆଜି ମଧ୍ୟ ବସ୍ତା ଟା କାଖରେ ଜାକି ବାହାରି ପଡ଼ିଲା ପ୍ଲାଷ୍ଟିକ ବୋତଲ…
ବରିଷ୍ଠ ସାମ୍ବାଦିକ ତଥା ସହ ସଂପାଦକ ସୁଧୀରେନ୍ଦ୍ର ପରିଜା ଙ୍କ କବିତା ସଙ୍କଳନ ‘ଗାର’ ଉନ୍ମୋଚିତ ହୋଇଛି। ଅନୁଗୋଳ ମାରୁୱାଡ଼ି ଯୁବମଞ୍ଚ ସଭାଗୃହରେ ଏଥିପାଇଁ ଏଜ ସ୍ୱତନ୍ତ୍ର…