ଅନୁଗଲା : ଅନୁଗୋଳ ୱିଣ୍ଡୋର ଷ୍ଟାଡିୟମରେ ଗତ ମାସ ୩୦ ତା ରିଖ ରୁ ଚଳିତ ମାସ ୧ ତାରିଖ ପଯ୍ୟନ୍ତ ଚାଲିଥିବା ୧୯ ରାଜ୍ୟ ସ୍ତରୀୟ ସ୍କୋଏ ମାର୍ଶଲ ଆର୍ଟ ପ୍ରତଯୋଗିତା ରେ ସଫଳତା ପାଇଛି ଅନୁଗୋଳ ଦଳ। । ଉକ୍ତ ପ୍ରତଯୋଗିତାରେ ଅନୁଗୋଳ ଜିଲ୍ଲା ଉପ ବିଜେତା ହୋଇ ଜିଲ୍ଲାର ଗୌରବ ଅର୍ଜନ କରିଛନ୍ତି। ଖେଳାଳି ମନଙ୍କର ଏଭଳି ସଫଳତା ହାସଲ କରୁଥିବାରୁ ଜିଲ୍ଲାପାଳ ଅବଦୁଲ ଏମ ଅଖତର୍, କ୍ରିଡ଼ା ଅଧିକାରି ଅକ୍ଷୟ କୁମାର ସେଠ, ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାଗତ ଓ ସମ୍ବର୍ଦ୍ଧନା ଜଣାଇଛନ୍ତି। ସଙ୍ଘ ର ଉପସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକ, ପ୍ରଦିପ କୁମାର ଦେବତା,ପର୍ଶୁରାମ ଦାଶ, ସଞ୍ଜୟ ମହାପାତ୍ର, ହେମନ୍ତ କୁମାର ପ୍ରଧାନ, ସମ୍ପାଦକ ଓ ରାଜ୍ୟ ଉପସଭାପତି ଦୁଷ୍ୟନ୍ତ କୁମାର ନାଥ ଉପସ୍ଥିତି ରହି ମଧ୍ୟ ଛାତ୍ର ଛାତ୍ରୀ ଙ୍କ ମନବଲ ବଢାଇ ଛନ୍ତି। ଅନୁଗୋଳ ଜିଲା ପାଳଙ୍କୁ ଛାତ୍ରଛାତ୍ରୀ ମାନେ ତାଙ୍କ କଯ୍ୟାଳୟ ରେ ଭଟେ କରିଥିଲେ। ଜିଲାର ସଫଳତା ପାଇଁ ଜିଲାପାଳ ସୁବେତ୍ସା ଜଣାଇଥିଲେ।
ରାଜ୍ୟ ସ୍ତରୀୟ ସମର କଳା ସ୍କୋଏ ମାର୍ଶଲ ଆର୍ଟ ପ୍ରତଯୋଗିତାରେ ଅନୁଗୋଳ ଉପ ବିଜେତା।
