ଭୁବନେଶ୍ୱର: ରାଜ୍ୟରେ ଚିନ୍ତା ବଢାଉଛି କରୋନା। ଏପଟେ ଦୈନିକ ସଂକ୍ରମଣଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । କରୋନା ଗତ ୨୪ ଘଣ୍ଟାରେ ୧୧ଟି ଜିଲ୍ଲାରୁ ଆଉ ୧୯ ଜଣଙ୍କ ଜୀବନ ନେଇଛି। ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୪ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା। ସେହିପରି କରୋନା ପୁରୀ ଓ ଗଞ୍ଜାମ ଜିଲ୍ଲାରୁ ୨ ଜଣ ଲେଖାଏ ଆକ୍ରାନ୍ତଙ୍କ ଜୀବନ ନେଇଛି। ଗଜପତି, ଅନୁଗୁଳ, ଝାରସୁଗୁଡ଼ା, ଦେବଗଡ଼, ବଲାଙ୍ଗିର, କଟକ, କଳାହାଣ୍ଡି ଜିଲ୍ଲାରୁ ଜଣେ ଲେଖାଏ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏଥିସହ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨,୧୪୦କୁ ବୃଦ୍ଧି ପାଇଛି।
Related Posts
ଜୁଲାଇ ମାସରୁ ପ୍ରବଚନ ମଞ୍ଚରେ ଶୁଭିବ ମାନ୍ୟବର ……..
ପୁଣି ମଞ୍ଚରେ ପ୍ରବଚନ ଦେଇପାରିବେ ବାବା ସାରଥୀ ଓରଫ ସନ୍ତୋଷ ରାଉଳ । ପ୍ରବଚନ ଦେବାକୁ ତାଙ୍କୁ ଅନୁମତି ଦେଲେ ଓଡ଼ିଶା ହାଇକୋର୍ଟ। କେବଳ ପ୍ରବଚନ ନୁହେଁ,…
ଅନୁଗୋଳ ରେ ହିରୋ କମ୍ପାନୀର ବ୍ଯାଟେରୀ ଚାଳିତ ସ୍କୁଟର ବଜାର ପ୍ରବେଶ।
ଅନୁଗୋଳ : ପାର୍ବତୀ ହିରୋ ଅନୁଗୋଳ ପକ୍ଷରୁ ହିରୋ କମ୍ପାନୀର ବ୍ଯାଟେରୀ ଚାଳିତ ସ୍କୁଟର VIDA (ଭିଡା) ଏବଂ 440 ଶିଶି ଇଞ୍ଜିନ ଥିବା ମୋଟରସାଇକେଲ “ମାଭରିକ”ର…
ଶ୍ରୀମନ୍ଦିରରେ ଦେବଦାସୀ ପରମ୍ପରା ଶେଷ । ପୂର୍ବତ୍ତନ ଦେବଦାସୀ ପରଶମଣିଙ୍କ ପରଲୋକ
ଶ୍ରୀମନ୍ଦିର ଦେବଦାସୀ ପରମ୍ପରାର ଶେଷ ସନ୍ତକ ପୂର୍ବତନ ଦେବଦାସୀ ପରଶମଣି ଶୁକ୍ରବାର ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ୯୪ ବର୍ଷ ହୋଇଥିଲା।…