୫ ରାଜ୍ୟରୁ ଦିଲ୍ଲୀ ଆସୁଥିବା ବ୍ୟକ୍ତିଙ୍କ ନିମନ୍ତେ ‘କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ’ ବାଧ୍ୟତାମୂଳକ!

ନୂଆଦିଲ୍ଲୀ: କରୋନାଭାଇରସ୍‌ ସଂକ୍ରମଣ ମାମଲା ହଠାତ୍‌ ବୃଦ୍ଧି ପାଇବାଥିବା ଦେଶର ପାଞ୍ଚୋଟି ରାଜ୍ୟରୁ ଦିଲ୍ଲୀ ଆସି ପହଞ୍ଚୁଥିବା ବ୍ୟକ୍ତିବିଶେଷଙ୍କ ନିମନ୍ତେ ଆଗାମୀ ଶୁକ୍ରବାର ଠାରୁ ‘କୋଭିଡ୍‌ ନେଗେଟିଭ୍‌  ରିପୋର୍ଟ’ ଅତ୍ୟାବଶ୍ୟକ କରାଯିବ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।ମହାରାଷ୍ଟ୍ର, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ପଞ୍ଜାବ ଆଦି ରାଜ୍ୟରୁ ଦିଲ୍ଲୀ ଆସୁଥିବା ବ୍ୟକ୍ତିମାନଙ୍କୁ ଆସନ୍ତା ଶନିବାର ଠାରୁ ମାର୍ଚ ୧୫ ତାରିଖ ପର୍ଯ୍ୟନ୍ତ ‘ନେଭେଟିଭ୍‌ ଆର୍‌ଟି-ପିସିଆର୍‌ ଟେଷ୍ଟ୍‍’ ରିପୋର୍ଟ ଦେଖାଇବାକୁ ପଡ଼ିବ।ନଚେତ  ଏହି ସବୁ ରାଜ୍ୟ ର ଲୋକେ ଦିଲ୍ଲୀ ଆସି ପାରିବେ ନହିଁ ।

Advertisement

Leave a Reply

Your email address will not be published. Required fields are marked *