ଅନୁଗୋଳରେ ଖୋଲିଲା ‘ବିକଳାନନ୍ଦ କର ରସଗୋଲା’ ୨୬ ଜାନୁୟାରୀରେ ଶୁଭ ଉଦ୍ଘାଟନ

ଅନୁଗୋଳ ସହର ରେ ଖୋଲିଲା କଟକ ଜିଲ୍ଲା ସାଲେପୁରର ପ୍ରସିଦ୍ଧ ବିକଳାନନ୍ଦ କର ଙ୍କ ରସଗୋଲା । ଆସନ୍ତା ସାଧାରଣ ତନ୍ତ୍ର ଦିବସ ଅବସରରେ ଏହି ବ୍ରାଣ୍ଡ ରସଗୋଲା ର ଆଉଟଲେ ର ଶୁଭ ଉଦ୍ଘାଟନ ହେବ। ରାଜ୍ୟ ନଗର ଉର୍ଣ୍ଣୟନ, ପଞ୍ଚାୟତରାଜ ଓ ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତପ ଜେନା ଏହି ଆଉଟ ଲେଟ ର ଉଦ୍ଘାଟନ କରିବେ। ଏହି ଉତ୍ସବ ରେ ବିଧାନସଭା ଉପ ବାଚସ୍ପତି ରଜନୀକାନ୍ତ ସିଂ ମଧ୍ୟ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି।

Advertisement

ଅନୁଗୋଳ ସହର ପିଟିସି ଛକରେ ଥୁବା ସିଂ ମାର୍କେଟ କମ୍ପ୍ଲେକ୍ସ ରେ ଏହି ଆଉ ଲେଟ ଖୋଲା ଯାଇଛି  ।ସାଲେପୁର ର ପ୍ରସିଦ୍ଧ ବିକଳାନନ୍ଦ କର ଙ୍କ ରସଗୋଲା ସହ ବିଭିନ୍ନ କିସମର ମିଠା , ସାଙ୍ଗକୁ ଅନ୍ୟନ୍ୟ ସ୍ନାକସ ଆଇଟମ ମଧ୍ୟ ଏହି ଆଉଟ ଲେଟ ରେ ଉପଲବ୍ଧ ରହିଛି। ଏହା ସହ ଏହି ଆଉଟଲେଟରେ ରେଷ୍ଟୁରାଣ୍ଟ ବ୍ୟବସ୍ଥା ମଧ୍ୟ ରହିଛି ।

Leave a Reply

Your email address will not be published. Required fields are marked *