ସାତକୋଶିଆ ଇକୋରିଟ୍ରିଟରେ ନିଆଁ । ନିଆଁ ଲାଗି ଜଳିଯାଇଛି ଲକ୍ଷାଧିକ ଟଙ୍କା ର ସମ୍ପତ୍ତି । ନିଆଁ ରୁ ଅଳ୍ପ କେ ବର୍ତ୍ତି ଯାଇଛନ୍ତି ଟ୍ରାନ୍ସପୋର୍ଟ କମିଶନର IPS ସଂଜୀବ ପଣ୍ଡା । ପୁରା ଘଟଣା ଘଟିଛି ସାତକୋଶିଆ ଅଭୟାରଣ୍ୟ ର ଜିଲିଣ୍ଡା ରେଞ୍ଜ ବାଲିପୁଟ ମହାନଦୀ ନଦୀ ପଠାରେ ରେ ନିର୍ମିତ ହୋଇଥିବା ଅସ୍ଥାୟୀ ଟେଣ୍ଟ ରେ । ସୂଚନା ଅନୁସାରେ କୌଣସି କାରଣ ବସତ ଆଜି ବଢି ଭୋର ସମୟରେ ଗୋଟିଏ ଟେଣ୍ଟ ରେ ନିଆଁ ଲାଗିଥିଲା । ପରେ ନିଆଁ ଆଉ ଦୁଇଟି ଟେଣ୍ଟ କୁ ବ୍ୟାପିଥିଲା । ଘଟଣା ରେ କାହାରି ଜୀବନ ହାନି ଘଟି ନଥିବା ବେଳେ ଲକ୍ଷାଧିକ ଟଙ୍କା ର ସମତ୍ତି ପୋଡି ନଷ୍ଟ ହୋଇଛି । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିବା ବେଳେ ବନ ବିଭାଗ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲାଗିବାର କାରଣ ଖୋଜୁଛନ୍ତି। ତେବେ ଏହି ନିଆଁ ସଟସର୍କିଟରୁ ହୋଇଥିବା ଅନୁମାନ କରାଯାଉଛି ।
Related Posts
ଜଗା ଦର୍ଶନ ପାଇଁ ଲାଗିଲା କଟକଣା;ସୋମବାର ଠାରୁ ୩୧ ଯାଏଁ ଦର୍ଶନ ମନା ।
ପୁରୀ: ରାଜ୍ୟରେ କୋଭିଡ-୧୯ ସଂକ୍ରମଣ ପୁଣି ଥରେ ହଠାତ୍ ବଢ଼ିଯିବାରୁ କଟକଣା ବଢ଼ିଛି। କରୋନାର ପ୍ରଭାବ ପୁରୀ ସହର ଉପରେ ପଡ଼ିଛି। ଆସନ୍ତା ଜାନୁଆରି ୧୦ ତାରିଖ…
ଅସୁସ୍ଥ ବାପାଙ୍କ ପାଖକୁ ଯାଉଥିବା ପୁଅ ବୋହୂ କାର ଦୁର୍ଘଟଣାରେ ମୃତ୍ୟୁ, ଆଉ ୩ ଗୁରୁତର ।
ବୌଦ୍ଧ: ପରିବାର ସହ ବାପଙ୍କୁ ଦେଖାକରିବାକୁ ଯାଉଥିଲେ କିନ୍ତୁ ବାଟରେ ଜଗିଥିଲା ମୃତ୍ୟୁ ସେମାନଙ୍କୁ ଅଜଣା ଥିଲା। ଦୁର୍ଘଟଣାରେ କାର୍ ଚୁରମାର୍ ହୋଇଗଲା ଆଉ ଅକାଳରେ ଚାଲିଗଲା…
ଅସଲି ନାଁ ରେ ନକଲି ବେପାର , ଧରିଲା ସ୍ପେଶାଲ ସ୍କ୍ବାର୍ଡ
ଅନୁଗୋଳ ରେ ଗୋଟିଏ ପରେ ଗୋଟିଏ ନକଲି ଖାଦ୍ୟ ସାମଗ୍ରୀ କାରଖାନା ଠାବ ହେଉଛି। ପ୍ରଥମେ ନକଲି ତେଲ ଫିଲିଂ କାରଖାନା ପରେ ନକଲି ମସଲା ଆଉ…