’ହୋପ ଅଫ ଲାଇଫ’ ର କ୍ଷୁଦା ମୁକ୍ତ ଓଡ଼ିଶା ଲକ୍ଷ।

ଅନୁଗୋଳ : କୋଭିଡ ମହାମାରୀ ସମୟରେ କ୍ଷୁଦା ମୁକ୍ତ ଓଡ଼ିଶା ଲକ୍ଷ। ଏହି ଲକ୍ଷରେ ଅନୁଗୋଳ ଜିଲା ମୂଖ୍ୟ ଚିକିତ୍ସାଳୟରେ ରୋଗୀ ଓ ତାଙ୍କ ସମ୍ପର୍କୀୟ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛି ‘ସାହାଯ୍ୟ ହୋପ ଅଫ ଲାଇଫ ‘ଅନୁଷ୍ଠାନ।ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନଙ୍କୁ ପାଉଁରୁଟି ,କଦଳୀ ବିସ୍କୁଟ ଚୁଡା ଆଦି ପ୍ରଦାନ କରିଛନ୍ତି।  ଆଜି ପର୍ଯ୍ୟନ୍ତ ଏହି ଅନୁଷ୍ଠାନ ରାଜ୍ୟ 10 ଟି ଜିଲାରେ ରୋଗୀ ଓ ସେମାନଙ୍କ ପରିବାର ସଦସ୍ୟ ଙ୍କୁ ସହାୟତା ଯୋଗାଇ ସାରିଥୁବ ଅନୁଷ୍ଠାନ ର ପ୍ରତିଷ୍ଠାତା ବବିତା ଦାସ କହିଛନ୍ତି।

Advertisement

କଟକ ର ଏହୂ ଅନୁଷ୍ଠାନ ଅନୁଗୋଳ ଜିଲାର ସଦସ୍ୟ ମାନକୁ ନେଇ ଏହି ସହାୟତା ପ୍ରଦାନ କରିଛନ୍ତି ।ଏହି   ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ରେ ସମର ପ୍ରଦାନ , ଅକ୍ଷୟ ଦାସ ,ଆଶିଷ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ରୋଗୀ ମାନଙ୍କୁ ଏହି ଏହି ସହାୟତା ପ୍ରଦାନ କରିଥିଲେ।



Leave a Reply

Your email address will not be published. Required fields are marked *