ଭୁବନେଶ୍ୱର: ରାସ୍ତାରୁ ହଟିବ ୧୫ବର୍ଷରୁ ଅଧିକ ପୁରୁଣା ଗାଡ଼ି। ଫିଟନେସ ଠିକ୍ ନ ଥିବା ଯାନକୁ ସ୍କ୍ରାପ କରାଯିବ। ରାଜ୍ୟରେ ୨୦ ଲକ୍ଷରୁ ଅଧିକ ଗାଡ଼ି ରାସ୍ତାରୁ ହଟିବ। କେଉଁ କେଉଁ ଗାଡ଼ି ହଟିବ ସେ ନେଇ ଗୃହରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ୨୦୨୩ ମାର୍ଚ୍ଚ ସୁଦ୍ଧା ପୁରୁଣା ଗାଡ଼ି ହଟାଇବାକୁ ନିଷ୍ପତ୍ତି ହୋଇଛି ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ। ସ୍କ୍ରାପିଂ ହେବାକୁ ଥିବା ଗାଡ଼ି ମଧ୍ୟରେ ସର୍ବାଧିକ ବାଇକ ଓ ସ୍କୁଟର ରହିଛି। ୧୨ ଲକ୍ଷ ୯୯ ହଜାର ୩୫୧ଟି ବାଇକ/ସ୍କୁଟର ସ୍କ୍ରାପିଂ କରାଯିବ ବୋଲି ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି।
Related Posts
ତାତି ପାଇଁ ବଦଳିଲା ସ୍କୁଲ ସମୟ; ସକାଳ ୬ରୁ ୯ଟା ଯାଏ ପାଠପଢା ।
ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ରାଜ୍ୟ ସରକାର ସ୍କୁଲ ସମୟ ପରିବର୍ତ୍ତନ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ଆଜି ଏକ…
ସିବିଏସଇ ଦଶମ ଏବଂ ଦ୍ଵାଦଶ ବୋର୍ଡ ପରୀକ୍ଷାରେ ଓ.ପି. ଜିନ୍ଦଲ ସ୍କୁଲ ଛାତ୍ର ଛାତ୍ରୀଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ
ଅନୁଗୋଳ ସ୍ଥିତ ଓ.ପି. ଜିନ୍ଦଲ ସ୍କୁଲଚଳିତ ବର୍ଷ ଶୈକ୍ଷିକ ଉପଲବଧି କ୍ଷେତ୍ରରେ ଆଉ ଏକ କୀର୍ତି ସ୍ତମ୍ଭ ହାସଲ କରିଅଛି l ଏହି ସ୍କୁଲର ଛାତ୍ର ଛାତ୍ରୀମାନେଚଳିତ…
ପ୍ରଦୂଷଣ ରୋକିବାକୁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଏଣିକି ଇଲେକ୍ଟ୍ରିକ ଯାନ କ୍ରୟ ଉପରେ ମିଳିବ ଅଧିକ ସବସିଡି
ଭୁବନେଶ୍ବର: ପ୍ରଦୂଷଣ ରୋକିବାକୁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ଇଲେକ୍ଟ୍ରିକ ଯାନର କାରବାରକୁ ଦିଆଯାଉଛି ଅଧିକ ପ୍ରୋତ୍ସାହନ। କ୍ୟାବିନେଟ ବୈଠକରେ ନିଷ୍ପତ୍ତି ପରେ ଇଲେକ୍ଟ୍ରିକ ଯାନ କ୍ରୟ…