ଦଇତ୍ଵ ନେଲେ ଅନୁଗୋଳ ପୌରଅଧକ୍ଷ ଅକ୍ଷୟ ସାମନ୍ତ  

ଅନୁଗୋଳ: ପୌରଅଧକ୍ଷ ଦାଇତ୍ୱ ନେଲେ ନବ ନିର୍ବାଚିତ ପୌରଅଧକ୍ଷ। ଅନୁଗୋଳ ପୌରପାଳିକାର ଅଧକ୍ଷ ଭାବେ ଅକ୍ଷୟ ସାମନ୍ତ ଆଜି ଦାଇତ୍ୱ ନେଇଛନ୍ତି । ଏକ ଶୋଭାଯାତ୍ରାରେ ଅକ୍ଷୟ ନିଜ ନିଜ ସାହି ଅମଲାପଡା ରୁ ବାହାରି ଆସି ପୌର କଯ୍ୟାଳୟ ରେ ପହଞ୍ଚି ଥିଲେ । ସେଠାରେ ତାଙ୍କୁ ପୌର ଅଧିକାରୀ ଓ କର୍ମଚାରୀ ମାନେ ସ୍ୱାଗତ କରିଥିଲେ । ଏହି ଦାଇତ୍ୱ ଗ୍ରହଣ କାର୍ଯ୍ୟକ୍ରମ ରେ ଉପ ବାଚସ୍ପତି  ରଜନୀକାନ୍ତ ସିଂ ଓ ଦଳର ଅନ୍ୟ ନେତାମାନେ ଯୋଗ ଦେଇଥିଲେ। ନବୀନ ସରକାର ଙ୍କ ବିକାଶ ଧାରା ରେ ଅନୁଗୋଳ ସହର କୁ ଆଗକୁ ନେବା ସହ  ଏକ ନୂତନ ସହର ଗଡ଼ିବାର ଲକ୍ଷ ରଖିଥିବା କହିଛନ୍ତି ଅକ୍ଷୟ। ଯିଏ ଯେଉଁ ଦଳରୁ ଜିତୁ ନାହିଁ କି ସମସ୍ତେ ମିଶି ସହର କୁ ଆଗକୁ ନେବାକି ସଂକଳ୍ପ ନେବା ଆବଶ୍ୟକ ରହିଥିବା ଉପ ଉପବାଚସ୍ପତି କହିଛନ୍ତି।

Advertisement

Leave a Reply

Your email address will not be published. Required fields are marked *