ଅନୁଗୋଳ: ପୋଖରୀରେ ଗାଧୋଇବା ସମୟରେ ବୁଡ଼ି ପ୍ରାଣ ହରାଇଛନ୍ତି ବୃଦ୍ଧ । ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ବଡ଼ ହିଂସର ପଞ୍ଚାୟତ ନାକଚଣିପାଳ ଗାଁରେ । ଗାଁ ର ହୃଦାନନ୍ଦ ବାରିକ ଆଜି ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ପାଦ ଖସିଯିବାରୁ ପୋଖରୀରେ ବୁଡ଼ି ଯାଇଥିଲେ। ଦୀର୍ଘ ସମୟ ଧରି ସେ ଘରକୁ ନ ଫେରିବାରୁ ଘର ଲୋକ ପୋଖରୀ ପାଖକୁ ଗଲାବେଳେ ସେ ପାଣିରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Related Posts
ଏପ୍ରିଲ ୮ ରୁ ୧୦ ଯାଏଁ ନବମ ଅନୁଗୋଳ ଜିଲ୍ଲା ମହୋତ୍ସବ
ଧୀରେ ଧୀରେ କୋରାନା କବଳ ରୁ ମୁକ୍ତ ହେଉଛନ୍ତି ଓଡ଼ିଶାର ଲୋକେ। ଏଭଳି ସ୍ତୁତିରେ ଦୁଇ ବର୍ଷ ହେବ ଆମ କଲା ସଂସ୍କୃତି କୁ ଆମ ଆଉ…
୬୫ ତମ ଆନ୍ତର୍ଜାତୀୟ ବଧିର ନାଗରିକ ସପ୍ତାହ ପାଳିତ: ଭିନ୍ନକ୍ଷମ ମାନେ ଦୟା ନୁହେଁ, ସମାନ ଅଧିକାର ପାଇଁ ଯୋଗ୍ୟ
ଅନୁଗୋଳ: ୬୫ ତମ ଆନ୍ତର୍ଜାତୀୟ ବଧିର ନାଗରିକ ସପ୍ତାହ ସ୍ଥାନୀୟ ପୌରପାଳିକା ଟାଉନ ହଲଠାରେ ପାଳିତ ହୋଇଯାଇଛି । ଅନୁଗୋଳ ଜିଲ୍ଲା ବଧିର ସଂଘର ପକ୍ଷରୁ ଏକ…
ଦୂର ହେବ ଆମ୍ବ ଚାଷୀ ଙ୍କ ଦୁଃଖ, ଚାଷୀ ପାଇବେ ନିଜ ଉତ୍ପାଦନ ର ଉଚିତ ମୂଲ୍ୟ ।
ଅନୁଗୋଳ: ଆଜିଠାରୁ ଅନୁଗୋଳ ଜିଲାରେ ଗଡ଼ିଚି ମ୍ୟାଗୋ ଅନ ହୁଇଲ ଗାଡ଼ି । ଜିଲାର ଆମ୍ବ ଚାଷୀ ଙ୍କୁ ବାଜର ସୁବିଧା ଯୋଗାଇବା ଲକ୍ଷରେ ଓରମାସ ,…