ଭୁବନେଶ୍ୱର: ପଂଚାୟତ ନିର୍ବାଚନ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ରାଜ୍ୟରେ ଠିକ୍ ସମୟରେ ପଂଚାୟତ ନିର୍ବାଚନ ହେବ ବୋଲି ସେ ସୂଚନା ଦେଇଛନ୍ତି । ପଂଚାୟତ ସୀମା ପୁନଃନିର୍ଦ୍ଧାରଣ କାମ ସରିଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି । ଏ ନେଇ ଖୁବ୍ ଶୀଘ୍ର ନିର୍ବାଚନ କମିଶନଙ୍କୁ ରିପୋର୍ଟ ଦିଆଯିବ । ପୌର ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି । ଯେଉଁ ସବୁ ସମସ୍ୟା ରହିଥିଲା ସେସବୁକୁ ଦୂର କରି କିପରି ପୌର ନିର୍ବାଚନ ହୋଇ ପାରିବ ସେନେଇ ରାଜ୍ୟ ସରକାର ପ୍ରସ୍ତୁତ ଥିବା ସେ କହିଛନ୍ତି
Related Posts
ଧାନ କିଣା ପ୍ରସଙ୍ଗ ରେ କେନ୍ଦ୍ର ଯୋଗାଣ ମନ୍ତ୍ରୀ ପିୟୂଷ ଗୋଏଲ୍ଙ୍କୁ ଭେଟିଲେ ବିଜେଡିର ସାଂସଦ ଦଳ.
ନୂଆଦିଲ୍ଲୀ: ଆଜି ବିଜୁ ଜନତା ଦଳର ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ମଣ୍ଡିରେ ପଡ଼ିଥିବା ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଓ ଚାଷୀମାନଙ୍କୁ ବକେୟା ସବ୍ସିଡି…
ମାସେ ଥିଲା ଚାକିରି: ଘଷା ମୋଡା ଖାଇ ଶିକ୍ଷକ ନିଲମ୍ବିତ
ଅନୁଗୋଳ: ଛାତ୍ର ଛାତ୍ରୀଙ୍କ ଠାରୁ ଘଷାମୋଡ଼ା ଖାଇ ଶିକ୍ଷକ ନିଲମ୍ବିତ । ଏହାସହ ପ୍ରଧାନ ଶିକ୍ଷକ ଓ ଅନ୍ୟ ସହକାରୀ ଶିକ୍ଷକଙ୍କ ଦରମା ବନ୍ଦ । ଏଭଳି…
ଓଷ୍ଠା ପକ୍ଷରୁ ୮ଦଫା ଦାବି ନେଇ ଜିଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର
ଅନୁଗୋଳ: ଓଷ୍ଠା ସଂଗଠନ ଅନୁଗୋଳ ଜିଲା ଶାଖା ପକ୍ଷରୁ ୮ଦଫା ଦାବି ନେଇ ସରକାରଙ୍କ ଉଦ୍ଧେଶ୍ୟରେ ଜିଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ। ଆଜି ଜିଲାର ବିଭିନ୍ନ…