ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ : ଭାରତୀୟ ନିର୍ବାଚନ କମିଶନ

ଭୁବନେଶ୍ୱର : ପିପିଲି ଉପନିର୍ବାଚନ ସ୍ଥଗିତ । ସାରା ରାଜ୍ୟରେ କୋଭିଡ ଲକ୍‌ଡାଉନ୍‌ କାରଣରୁ ସ୍ଥଗିତ ରହିଲା ପିପିଲି ଉପିନର୍ବାଚନ। ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବଢୁଥିବାରୁ ପିପିଲିରେ ଉପନିର୍ବାଚନ ହେବା ନହେବା ନେଇ ଦାୟର ହୋଇଥିଲା ଅଭିଯୋଗ । ଏନେଇ ଆଜି ଶୁଣାଣି କରିଥିଲେ ହାଇକୋର୍ଟ । ଶେଷରେ ରାଜ୍ୟ ନିର୍ବାଚନ କମିସନରଙ୍କ ସହ କଥା ହୋଇ ପିପିଲିରେ ହେବାକୁ ଥିବା ଉପନିର୍ବାଚନକୁ ସ୍ଥଗିତ ରଖିଥିବା ନେଇ ନିଷ୍ପତି ନେଇଛନ୍ତି

Leave a Reply

Your email address will not be published. Required fields are marked *