ଅନୁଗୋଳ ଜିଲ୍ଲା ରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଅନୁଗୋଳ ଜିଲ୍ଲାର ଶିରିଡ଼ି ସାଇ ଆତ୍ମ ଦର୍ଶନ ଚାରି ଟେବୁଲ୍ ଟ୍ରଷ୍ଟ ସଭାପତି ବିଦ୍ୟାଧର ନାଏକ ଓ ଅନୁଗୋଳ ତାଇକୋଣ୍ଡୋ ସଂଘ ଅନୁଗୋଳର ପ୍ରତିଷ୍ଠାତା ଓ ସମ୍ପାଦକ ଦୁଷ୍ୟନ୍ତ କୁମାର ନାଥ ଓ ଦୁଇ ଅନୁଷ୍ଠାର କର୍ମ କର୍ତ୍ତା ମନଙ୍କର ମିଳିତ ଆନୁକୂଲ୍ୟରେ ତା ୩୧/୦୫/୨୦୨୪ ରିଖ ଦିନ ଅନୁଗୋଳ ରେଳ ଷ୍ଟେସନ୍ ଠାରେ ଯାତ୍ରୀ ମାନଙ୍କୁ ଦହି ସର୍ବତ ଓ ଥଣ୍ଡା ପାନୀୟ ଜଳ ବଣ୍ଟନ କରାଯାଇ ଅଛି। ଉକ୍ତା କାର୍ଯ୍ୟକ୍ରମରେ ଶିରିଡ଼ି ସାଇ ଆତ୍ମ ଦର୍ଶନ ଚାରି ଟେବୁଲ୍ ଟ୍ରଷ୍ଟ ର ସଂଜୋଜକ ଅଜୟ କୁମାର ତ୍ରିପାଠୀ, ସମ୍ପାଦକ ରମାନନ୍ଦ ପଣ୍ଡା, ସଦସ୍ୟ ସୁଶାନ୍ତ କୁମାର ମେହେର, ଶରତ ଚନ୍ଦ୍ର ସାହୁ, ଅଶୋକ ଦାସ, ତପୁ ତ୍ରୀପାଠୀ, ବିଭୀଷଣ ଚୌଧରି ଓ ଅନୁଗୋଳ ତାଇକୋଣ୍ଡୋ ସାଙ୍ଗ ଅନୁଗୋଳ ର ଜାତୀୟ ଖେଳାଳି ଓ କନ୍ୟା ରତ୍ନ ପୁରସ୍କାର ପ୍ରାପ୍ତ ଜସଲିଁ ସାହୁ, ଶ୍ରଦ୍ଧାଞ୍ଜଳି ସ୍ୱାଇଁ, ଶ୍ରୀୟାଶ୍ରୀ ପ୍ରଧାନ, ଜୁଲି ନାଏକ, ବିକାଶ କୁମାର ମିଶ୍ର, ଯିନେନ୍ଦ୍ର କୁମାର ପ୍ରଧାନ, ସୁଦିପା ସାହୁ, ସୂପ୍ତି ପ୍ରିୟା ସାହୁ, ସୁବରଣ ସାହୁ ଉକ୍ତ କାର୍ଯ୍ୟକ୍ରମରେ ସାହଯ୍ୟ ସହଯୋଗ କରୁଥିଲେ।
ବଢୁଛି ଖରା, ରେଳ ଷ୍ଟେସନ୍ ରେ ଦହି ସର୍ବତ ବାଣ୍ଟିଲେ ଶିରିଡ଼ି ସାଇ ଆତ୍ମ ଦର୍ଶନ ଚାରି ଟେବୁଲ୍ ଟ୍ରଷ୍ଟ ।
