ରାଜ୍ୟ ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ,ଭାଗ ନେଲେ ୨୦ ଖେଳାଳି ଙ୍କ ସହ ୪ ବିଚାରକ ।

ଅନୁଗୋଳ : ଚଳିତ ମାସ ୨୭ ତାରିଖ ଠାରୁ ଦୁଇ ଦିନ ଧରି ଭଦ୍ରକ ଜିଲ୍ଲାର ଚରମ୍ପା ଠାରେ ୨୦ ତମ ରାଜ୍ୟ ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ଆୟୋଜିତ ହେଉଛି। ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଅନୁଗୋଳ ଜିଲ୍ଲାରୁ ୨୦ ଜଣ ଖେଳାଳି ସହ ୪ ଜଣ ବିଚାରକ ଅଂଶ ଗ୍ରହଣ କରିଛନ୍ତି ବୋଲି ଅନୁଗୋଳ ତାଇକୋଣ୍ଡୋ ଅନୁଗୋଳ ର ପ୍ରତିଷ୍ଠାତା ଓ ସାଧାରଣ ସମ୍ପାଦକ ଦୁଷ୍ୟନ୍ତ କୁମାର ନାଥ ସୂଚନା ଦେଇଛନ୍ତି। ରାଜ୍ଯ ବିଚାରକ ଭାବରେ ଶ୍ରୀୟାଶ୍ରୀ ପ୍ରଧାନ, ଜସ୍ଲିଁ ସହୁ, ସାଗର ଦେହୂରି, ପ୍ରୀତମ୍ କୁମାର ଶାହୁ। ମେନେଞ୍ଜର ଭାବରେ ରଶ୍ମିତା ଶର୍ମା ଖେଳାଳି ମନକୁ ଶାଥିରେ ନେଇ ଭଦ୍ରକ ଯାଇଛନ୍ତି। ଚରମ୍ପା ଅଗ୍ରସେନ ଭବନ ଠାରେ ଏହୂ ରାଜ୍ୟ ସ୍ଥରୀୟ ପ୍ରତିଯୋଗିତା ଆହୋଜନ ହେଉଛି । ଅନୁଗୋଳ ସଂଘ ର ସଭାପତି ନୀଳମଣି ରାଉତ, ଉପସଭାପତି ଶକ୍ତି ପ୍ରାସାଦ ପଟ୍ଟନାୟକ, ଉପସଭାପତି ପର୍ଶୁରାମ ଦାସ,ଆଇନ୍ ଯିବି ଓ ଉପଦ୍ରେଷ୍ଟ୍ରା ପ୍ରଦୀପ କୁମାର ଦେବତା ଖେଳାଳି ମାନଙ୍କୁ ଶୁଭେଛା ଜଣାଇଅଛନ୍ତି।

Advertisement

Leave a Reply

Your email address will not be published. Required fields are marked *