ପରୋପକାରୀ କିରଣ ବିଶୋଇ ଙ୍କୁ ଶ୍ରଦ୍ଧାଞ୍ଜଳି ।

ଇ° କିରଣ କୁମାର ବିଶୋଇ।
ଆବିର୍ଭାବ ତା ୦୪/୦୮/୧୯୬୮ ତିରୋଧାନ ତା ୨୭/୦୩/୨୦୨୪ ଦେଖୁ ଦେଖୁ ଏଗାର ଦିନ ହୋଇଗଲାଣି। ଅପନଙ୍କର ସ୍ନେହ, ଶ୍ରଦ୍ଧା, ତ୍ୟାଗ ଓ ଭଲପାଇବା ଆପଣ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେଉ। ଆପଣଙ୍କର ଅନୁପସ୍ଥିତିରେ ପ୍ରତିମୁହୁର୍ତରେ ଅନୁଭବ କରୁ ଅଛୁ। ଆପଣଙ୍କ ଅମର ଆତ୍ମା ର ସଦ୍ଗତି ପାଇଁ ପ୍ରଭୂ ଜଗନ୍ନାଥଙ୍କ ନିକଟରେ ବିନମ୍ର ପ୍ରାର୍ଥନା।

Leave a Reply

Your email address will not be published. Required fields are marked *